ସକାଳ ହେଉ ହେଉ ଆଗ ପଛ ହୋଇ ଘରର ମହିଳା ପୁରୁଷ ବାହାରି ପଡ଼ନ୍ତି ଜାହାଡା ହଜକୁ । ଗଭୀର ପାଣି ଭିତରେ ପଶି ମହୁନାଡକୁ ସଂଗ୍ରହ କରନ୍ତି ।
ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।
ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।
ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ ।
ଗୁଗୁଲ୍ ସିନା ଦେଲା ତିକ୍ତ ଅନୁଭୁତି, ଗାଁ ପିଲାଙ୍କ ପାଖରୁ କିନ୍ତୁ ପାଇଗଲେ ମଧୁର ସ୍ମୃତି। ଗୁଗୁଲ୍ ମ୍ୟାପ୍ ଦେଖି ବାଟହୁଡ଼ି ଯାଇଥିବା ବିଦେଶୀ ପର୍ଯ୍ୟଟକ ବିଲ୍ୟୁ ଓରଫ୍ ମାର୍ସଲ୍ କେବେ ବି ଭୁଲିପାରିବେନି ଓଡ଼ିଶାକୁ, ଓଡ଼ିଆଙ୍କୁ ଏବଂ ଓଡ଼ିଆଙ୍କ ଖାଦ୍ୟ ପରମ୍ପରାକୁ।
ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ।
ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ।
IPS ସ୍ତରରେ ଛୋଟଧରଣର ଅଦଳବଦଳ ।
ଅସରପା ତାଙ୍କୁ ଖୁବ୍ ହଇରାଣ କରିଥିଲା । ସେ ଅସରପାକୁ ମାରିବାକୁ ଯାଇ ଏକ ସ୍ପ୍ରେ ବ୍ୟବହାର କରିଥିଲେ । କିନ୍ତୁ ପରିଣାମ ହୋଇଥିଲା ଭୟଙ୍କର।
ପୂର୍ବରୁ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଭୟାବହ ସ୍ଥିତି ଦେଖାଯାଇଥିଲା । ମେଣ୍ଢା ଛେଳି ଆଦି ଜୀବଜନ୍ତୁଙ୍କୁ ମାରୁଥିଲା ଅଜଣା ଜନ୍ତୁ ।
ଭାବିଥିଲେ ଗୁଗୁଲ୍ ମ୍ୟାପ୍ ଦେଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ, ଆଉ ମନଭରି ପ୍ରାକୃତିକ ଦୃଶ୍ୟରାଜିର ଉପଭୋଗ କରି ଭଲରେ ଭଲରେ ସ୍ବଦେଶ ଫେରିଯିବେ। ସେଥିପାଇଁ ଧାଇଁ ଆସିଥିଲେ ସୁଦୂର ଫ୍ରାନ୍ସର ଜଣେ ପର୍ଯ୍ୟଟକ। କିନ୍ତୁ ଦୁର୍ଭାଗ୍ୟ, ବାଟ ହୁଡ଼ାଇଦେଲା ଗୁଗୁଲ ମ୍ୟାପ୍...
ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଲା ଗୁଗୁଲ୍ ମ୍ୟାପ୍ । କେଉଁଠୁ ଆଣି କେଉଁଠୁ ପହଞ୍ଚାଇଦେଇଥିଲା ଏହି ଯୁବକଙ୍କୁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ମ୍ୟାପରୁ ଠିକଣା ପାଇ ଯୁବକଙ୍କ ମୁଣ୍ଡଗୋଲ୍ ।
ଶିଶୁଟିର ପରିଚୟ ଖୋଜିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜିଅନ୍ତା ଛୁଆଟିକୁ ବୋରୱେଲ ଭିତରେ କିଏ ମରିବା ପାଇଁ ଛାଡ଼ି ଦେଇଯାଇଥିଲା, ତାର ପତ୍ତା ଲଗାଇବାକୁ ଚେଷ୍ଟା କରୁଛି । ଆଖପାଖ ଅଞ୍ଚଳରେ ଥିବା ଗାଁ ଓ ଜନବସତିକୁ ଯାଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।
ଜୀବନ ସହ ସଂଘର୍ଷ କରୁଥିବା କଅଁଳା ଶିଶୁର କୁଆଁ କୁଆଁ କାନ୍ଦ । ଜୀବନ ସଂଘର୍ଷର ଯନ୍ତ୍ରଣାସିକ୍ତ ଆକୁଳ ଚିତ୍କାର । SNCU ବେଡ୍ର ନୀଳ ଆଲୋକ ତଳେ, ଆୟୁଷର ପଣତ ଅଣ୍ଡାଳୁଛି ନିଷ୍ପାପ ଜୀବନ ।
ଗତ କିଛି ସପ୍ତାହ ମଧ୍ୟରେ ଯାହା କିଛି ଘଟିଥିଲା ସେ ସବୁ ଭୁଲିଯାଇଥିଲେ । ଏକଥା ସେହି ମହିଳା ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜେ ବଖାଣିଛନ୍ତି ।
ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି।
ଡିସେମ୍ବର ମାସ ଯାକ ମଦ୍ୟପାନ କରି ଗାଡି ଚାଳନା, ହେଲମେଟ ବିହୀନ ଗାଡ଼ି ଚାଳନା, ଅତ୍ୟଧିକ ବେଗରେ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ରଙ୍ଗସାଇଡ ଗାଡ଼ି ଚାଳନା ଓ ମାଲବାହୀ ଯାନରେ ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କର ।
ନିଜ ପାଇଁ ସଂଘର୍ଷ କରୁଥିବା ସହଦେବଙ୍କ ପରିବାର ଏବେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ । ଆବାସ ଯୋଜନାରେ ଖଣ୍ଡେ ଘର ଓ ଆଉ ଦୁଇ ଜଣଙ୍କୁ ମାସିକ ରାସନ୍ ଯୋଗାଇ ଦେଲେ ତାଙ୍କର ଦୁଃଖ ଲାଘବ ହୋଇପାରନ୍ତା ।
ଗଣପତିଙ୍କ ପାଖରେ ବର୍ତ୍ତମାନ ୫୦ଟି କୁକୁଡା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଟି ଲଢୁଆ କୁକୁଡା ରହିଛନ୍ତି । ଟାଇଗରକୁ କିଣିବା ପାଇଁ ଏବଂ ତାକୁ ଦେଖିବାକୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଥିବା ଦେଖିବାକୁ ମିଳିଛି ।
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା….
ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ କରାଯାଉଛି ଏହି ଏକ୍ସପେରିମେଣ୍ଟ।
ବରାଗଡ ପ୍ରାଥମିକ ବିଦ୍ୟାଳୟରେ ୪୭ ପିଲାଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ । ଉତ୍ତରା ଶାସନ ପ୍ରାଥମିକ ବିଦ୍ୟାଳୟରେ ୯୮ ପିଲାଙ୍କ ପାଇଁ ୯ଜଣ ଶିକ୍ଷକ ।
ଜେରାରୁ ମିଳୁଥିବା ସୂଚନାରୁ ବାହାରେ କରାଯାଉଛି ରେଡ୍ । ଆଜି ବି ଟିଟିଲାଗଡ଼ର କିଛି ସ୍ଥାନରେ ରେଡ୍ ହେବାର ସୂଚନା ମିଳିଛି ।
ଓଡ଼ିଶାରେ ଚର୍ଚ୍ଚିତ ଓ ବଡ଼ ଆୟକର ରେଡ୍ । ରେଡକୁ ନେଇ ସାରା ଦେଶ ତାଟକା ।
୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି।