ଦିଲ୍ଲୀର ଫୁଟପାଥରେ ପଢ଼ନ୍ତି ପାଠ । ଏଥି ସହ ଘର ସମ୍ଭାଳିବା ପାଇଁ କାମ ମଧ୍ୟ କରନ୍ତି । ବୟସ ବହୁତ କମ । କିନ୍ତୁ ପାଠ ପଢ଼ିବାର ଅଦମ୍ୟ ଇଚ୍ଛା ତାଙ୍କୁ ଜୀବନ ସଂଘର୍ଷରୁ ହଟାଇ ପାରିନି ।
World Record: ଚାରି ମାସ କୁନି ଝିଅର ବିଶ୍ୱ ରେକର୍ଡ଼ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା କୁନି ଝିଅ । ଚିହ୍ନି ପାରୁଛି ୧୨୦ଟି ଜିନିଷ...
ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।
ଅତି ସବୁବେଳ ଖରାପ । ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ଅତି ହେଉଛି ‘ସର୍ବତ୍ର ଗର୍ହିତମ୍’ । ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।
ଆମ୍ବୁଲାନ୍ସ ଆସିନପାରିବାରୁ ହସପିଟାଲ ପହଞ୍ଚିବାରେ ଡେରି । ହସପିଟାଲ ନେବା ବାଟରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ ।
ସ୍ୱିଡେନରେ ନୂଆ ପରିବାର ପାଇଲା କୁନି ପୁଅ ରାଜେନ୍ଦ୍ର । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନର ଦମ୍ପତି ।
ମହିଳା ଫ୍ରଫେସର ଗର୍ଭବତୀ ଅଛିନ୍ତି। ଛାତ୍ରଛାତ୍ରୀମାନେ ତାଙ୍କ ପାଇଁ ବେବି ସାୱାରର ସରପ୍ରାଇଜ ଦେଇଛନ୍ତି। ଭିଡିଓରେ ସେମାନେ ପ୍ରଫେସରଙ୍କ ସହ ନଜର ଆସିଛନ୍ତି।
ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।
ପକ୍ଷୀମାନେ ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ମିନିଟ ମଧ୍ୟରେ ଆତ୍ମହତ୍ୟା କରନ୍ତି। କେବଳ ସ୍ଥାନୀୟ ପକ୍ଷୀ ନୁହଁନ୍ତି ଏଠାରେ ଥିବା ଅଧିକାଂଶ ବାହାରୁ ଉଡ଼ି ଆସୁଥିବା ପକ୍ଷୀ ମଧ୍ୟ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳେ।
ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।
ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ଯୁଗରେ, ନୂଆ ପିଢି ହୁଏତ ପ୍ରେମର ମହତ୍ତ୍ୱ ବୁଝିପାରିବେ ନାହିଁ, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମକୁ ଚିଠି ମାଧ୍ୟମରେ ପ୍ରକାଶ କରିବା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା । ତେବେ ବାକ୍ସରୁ ମିଳିଛି ସେମିତି ଏକ ୭୦ ବର୍ଷର ପୁରୁଣା ପ୍ରେମ ଚିଠି...
ଏବେ ପ୍ରଶ୍ନ ଉଠୁଛି, ଯଦି ରାଜଧାନୀ ଉପକଣ୍ଠରେ ଏଭଳି ଘଟଣା ଘଟୁଛି, ତେବେ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ?
କେରାଣ୍ଡି ଖାଇବାକୁ ଯାଇ ବନଶି କଣ୍ଟାରେ ଲାଖିଗଲା ପାଣିକୁଆ। ଛଟପଟ ହେଉଥିବାର ଦେଖି ବାଟରେ ଯାଉଥିବା ଜଣେ ଯୁବକ ଦେଖିଲେ ଆଉ ତାକୁ ଉଦ୍ଧାର କରିଥିଲେ । ପୁରୀ ଜିଲ୍ଲା ତେଇଶିପୁର ଗ୍ରାମରୁ ଦେଖନ୍ତୁ ଏହି ରିପୋର୍ଟ..
ଭାରତରେ ଯୌତୁକ ନେବା ଓ ଦେବା ଏକ ଅପରାଧ । କିନ୍ତୁ ଏବେ ଜଣେ ବର ଓ କନ୍ୟାଙ୍କୁ ଉପହାର ସ୍ୱରୂପ ଏତେ ଗୁଡ଼ିଏ ଆଇଟମ୍ ପାଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ବେଆଇନ ଭାବେ ଓଜନ୍ ମେସିନ୍ ତିଆରୀ ହେଉଥିଲା ।
ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ ।
ଜାନୁଆରୀ ୧୧ରେ ଲଟେରୀ ଟିକେଟ୍ କାଟିଥିଲି। ହେଲେ ପ୍ରଥମଥର ପାଇଁ ମୁଁ ଜିତିଛି। ଏଥର ମୁଁ ଏବଂ ମୋ ପତ୍ନୀ ଟିକେଟ୍ ନମ୍ବର ୭, ୧୩ ଚୟନ କରିଥିଲୁ। ଯାହା ମଧ୍ୟ ଆମ ପିଲାମାନଙ୍କର ଜନ୍ମ ତାରିଖ ।
OSEFD ଓ OSSETA ସଂଘର ମିଳିତ ଆନ୍ଦୋଳନ ।
ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକରେ ଗୀତା ପଢିବେ ।
ପ୍ରାୟ ୯୫ ପ୍ରତିଶତ ପାରା ସେମାନଙ୍କର କାର୍ଯ୍ୟ ସଠିକ୍ ଭାବରେ ତୁଲାଉ ଥିଲେ । ତେଣୁ ୧୯୫୦ ମସିହା ପର୍ଯ୍ୟନ୍ତ ପାରାକୁ ସେନାର ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିଲା ।
ଠିକ୍ ସେମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।
ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା ।
ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟା ବିବେଚିତ ହୋଇଛନ୍ତି କଥାକାର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ।
କୁକୁଡ଼ା ମଡ଼କରୁ କ୍ଷତିରେ ଫାର୍ମ ମାଲିକ । ୨୦ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ ।
ନିର୍ମାଣ ହେବାଦିନୁ କୋଠଘରେ ଝୁଲୁଛି ତାଲା । ସାଧାରଣରେ ତେଜୁଛି ଅସନ୍ତୋଷ ।