ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା ପର୍ଯ୍ୟନ୍ତ ସବୁ କିଛି ଯୋଗାଇଦେଇଥିବା କଥା କହି ଡେଣ୍ଡୁରା ପିଟୁଛନ୍ତି । କିନ୍ତୁ ଆଜି ବି ଗଞ୍ଜାମ ଜିଲ୍ଲାରେ ଥିବା ଉପାନ୍ତ ଅଞ୍ଚଳରେ କୌଣସି ଜରୁରୀକାଳୀନ ସେବା ପହଞ୍ଚି ପାରିନି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାଲିମାଗୋଚ୍ଛା ଗ୍ରାମବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି...
Published By: Satyendu Shekher Mishra
Last updated: 28 February 2024, 10:58 AM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।