• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Goat Eye
ମାନସିକ ପୂରଣ ହେଲା ବୋଲି ଦେଇଥିଲେ ବଳି, ସେହି ଛେଳିର ଆଖି ନେଇଗଲା ଜୀବନ

ବଳି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି । 

Commercial Gas Cylinder
ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର !

ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

Divyang girl
ଆଠଗଡ଼ରୁ ଯାଇ ବର୍ଲିନରେ ହେଲେ ପଦକ ବିଜେତା

ଦୃଢ ଇଚ୍ଛାଶକ୍ତିରେ ସବୁ ଅସମ୍ଭବ ସମ୍ଭବ । କମାଲ କରିଦେଲେ ଆଠଗଡ଼ର ଦିବ୍ୟାଙ୍ଗ ଝିଅ କଳ୍ପନା । ଆଠଗଡ଼ରୁ ଯାଇ ଜର୍ମାନର ବର୍ଲିନରେ ହେଲେ ପଦକ ବିଜେତା ।

Coffee meaning in hindi
କ’ଣ ଆପଣ ଜାଣିଛନ୍ତି ? କଫିକୁ ହିନ୍ଦୀରେ କ’ଣ କୁହନ୍ତି. . .

କଫିକୁ ହିନ୍ଦୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି ? ଅର୍ଥାତ୍‌ କଫିର ହିନ୍ଦୀ ନାମ କ’ଣ ? ହଁ ଆଜ୍ଞା ଜାଣିନାହାନ୍ତି ନା, ଖାଲି ଆପଣ ନୁହଁନ୍ତି ଅନେକ ଲୋକ ଏ ବିଷୟରେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

  • Monday, 03 July 2023
Lottery
୨୫ କୋଟିର ଲଟେରୀ ଲାଗିଲା ! ହେଲେ ଟିକଟ ଛାଡ଼ିଦେଲେ ମଦ ଦୋକାନରେ, ତାପରେ...

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଲ୍‌ ଲିଟିଲ୍ ନାମକ ଜଣେ ବ୍ୟକ୍ତି ଜାନୁଆରୀରେ ଲଟେରୀ ଟିକଟ କିଣିଥିଲେ । କିନ୍ତୁ ପର ମୁହୁର୍ତ୍ତରେ ସେ ମଦ ଦୋକାନରେ ଲଟେରୀ ଟିକଟ ଛାଡ଼ି ଚାଲି ଆସିଥିଲେ ।

  • Monday, 03 July 2023
Business Idea
ସ୍ୱଳ୍ପ ନିବେଶରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସକୁ ୫-୬ ଲକ୍ଷ କରିବେ ରୋଜଗାର

ବଜାରରେ କାର୍ଟୁନ୍ ପ୍ୟାକେଜିଂର ଚାହିଦା ଯେଉଁଭଳି ଭାବେ ଦ୍ରୁତ ଗତିରେ ବଢ଼ି ଚାଲିଛି, ତାକୁ ଦେଖି କହିହେବ ଯେ ଏହି ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଖୁବ୍ କମ୍ ।

  • Monday, 03 July 2023
International Plastic Bag Free Day
ଏଇ ପ୍ଲାଷ୍ଟିକ୍ ମାଟିରେ ମିଶୁନି କି ପାଣିରେ ମିଳୋଉନି...

ସରକାରଙ୍କ କଟକଣା ପରେ ବି ବନ୍ଦ ହୋଇନି ପ୍ଲାଷ୍ଟିକ୍ ବ୍ୟାଗ୍ । ପ୍ଲାଷ୍ଟିକ୍ ବ୍ୟାଗ ଛାଡ଼ିବା, ସୁସ୍ଥ ପରିବେଶ ଗଢ଼ିବା ।

  • Monday, 03 July 2023
Lord Jagannath
ରତ୍ନସିଂହାସନରେ ଶ୍ରୀଜିଉ, ବଡ଼ ଦେଉଳରୁ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ

ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।

Lord Jagannath
ଘୋଷଯାତ୍ରାର ଅନ୍ତିମ ପର୍ବରେ ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ।

Dengue
ଡେଙ୍ଗୁ ଡର ! ୧୬ ଜିଲ୍ଲା ମାଡ଼ିଲାଣି, ୧୭୫ ଆକ୍ରାନ୍ତ ଚିହ୍ନଟ...

କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।

Vegetable Price Hike
ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।

Train Tragedy
ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।

Today Panchang
Panchang Today 1st July 2023: ଜାଣନ୍ତୁ ଶୁଭ ମୁହୂର୍ତ୍ତ କରନ୍ତୁ ଗୃହଶାନ୍ତି ପୂଜା...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୧୩ଶୀ ରାତ୍ରି ୧୧.୦୭ ଗତେ ୧୪ଶୀ ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।

OTV
OTV ସୋସିଆଲ ମିଡିଆରେ ଭାଇରାଲ ଅଡିଓ ପୋଷ୍ଟ ମାମଲା, ଇନପୁଟ ଏଡିଟରଙ୍କ ବିରୋଧରେ ଅପରାଧିକ ମାମଲା ଖାରଜ

ଅଭିଯୋଗର ଆଧାର ନଥିବା କହି ମାମଲା ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ କହିଲେ କୋର୍ଟ ।

Kalma Barrage
ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ୬୪ ଗେଟ୍ 

ପ୍ରବଳ ବର୍ଷା ଯୋଗୁଁ ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼ । କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍ ।

  • Friday, 30 June 2023
Lamb Selling
ଗୋଟିଏ ମେଣ୍ଢାର ଦାମ କୋଟିଏ କାହିଁକି ?

ବର୍ଷକର ମେଣ୍ଢାର ଦାମ ୧ କୋଟି ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତିକି ମେଣ୍ଢାକୁ ନେବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଲାଗିଛି । ଜାଣନ୍ତୁ କେଉଁଠି..

Education on the edge
ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଯାଉଛି ଭୁଲ୍ ପାଠ ?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?

News Fuse
ପିଡି ମାଡାମ କଣ ଖୋଜୁଛନ୍ତି କି?

ଆଲୋ ଆଲୋ ଇଏ କଣ? କେନ୍ଦ୍ରମନ୍ତ୍ରୀ ହିସାବ ମାଗୁମାଗୁ କଲେକ୍ଟର ଓ ପିଡି ମାଡାମ ଖାତାରୁ କଣ ଖୋଜୁଛନ୍ତି କି? ନାରଣ ତୁ ମାରିଦେବୁରେ...କାଗଜ କଥା କହୁ କହୁ

All India Railway Engineers Federation
ବାହାନଗା ପରି ବଡ଼ ରେଳ ଦୁର୍ଘଟଣାକୁ କିପରି ଏଡ଼େଇ ହେବ ? ୧୧ଟି ପଏଣ୍ଟ....

ଭବିଷ୍ୟତରେ ବାହାନଗା ପରି ଯେପରି ରେଳ ଦୁର୍ଘଟଣା ନଘଟିବ, ଏନେଇ ଅଲ୍‌ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍‌ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି ।

Ratha Jatra
ଚକାନୟନକୁ ଦେଖିବା ଲାଗି ନାକରେ ଅକ୍ସିଜେନ୍‌ ଲଗାଇ ଦୌଡ଼ି ଆସିଲେ ଭକ୍ତ

କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ ।

Train Missed
ବଡ଼ ଭୁଲ୍ ! ଗୋଟିଏ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲେ ଯାତ୍ରୀ, ଆଉ ଗୋଟେ ପ୍ଲାଟଫର୍ମରୁ ଛାଡ଼ିଦେଲା ଟ୍ରେନ୍‌

ଯାତ୍ରୀମାନେ କହିଛନ୍ତି ଯେ ଯେତେବେଳେ ଇଲେକ୍ଟ୍ରୋନିକ୍ ଡିସ୍‌ପ୍ଲେ ବୋର୍ଡରେ ସକାଳ ୬.୩୨ ରେ ଟ୍ରେନ ପହଞ୍ଚିବାର ସମୟ ଦେଖାଯାଇଥିଲା, ସେତେବେଳେ ବି ପ୍ଲାଟଫର୍ମ ନେଇ କୌଣସି ସୂଚନା ଦିଆଯାଇନଥିଲା ।

  • Monday, 26 June 2023
  • Train
Monkey and dog become best friends
ଚିର ଶତ୍ରୁ ହେଲେ କଣ ହେଲା ? ଏମାନଙ୍କ ଭିତରେ ବି ସୃଷ୍ଟି ହୋଇପାରେ ବନ୍ଧୁତା

ଚିର ଶତ୍ରୁ ହେଲେ କଣ ହେଲା ? ଏମାନଙ୍କ ଭିତରେ ବି ସୃଷ୍ଟି ହୋଇପାରେ ବନ୍ଧୁତା

Love marriage
ପ୍ରେମ ଯେବେ ସିନ୍ଦୁରର ପରିଚୟ ପାଏ ଲୋକେ କୁହନ୍ତି ‘ଗପ ହେଲେ ବି ସତ’

ସଫଳ ହେଲା ପ୍ରେମ । ସ୍ୱଧାର ଗୃହରୁ ସହଧର୍ମିଣି ବାଛିଲେ ସ୍ୱାମୀ । ଜିଲ୍ଲା ପ୍ରଶାସନ ବିବାହ କରାଇ ସ୍ୱଧାର କେନ୍ଦ୍ରରୁ କନ୍ୟାକୁ ପଠାଇଛି ଶାଶୁ ଘର । ଆପଣ ବି କହିବେ ଏମିତି ବି ହୁଏ !

Koraput tribals
ମାଟିର ମଣିଷ ହିଁ ନିଜ ମାଟିକୁ ବଞ୍ଚାଇବାକୁ ଆରମ୍ଭ କରିଛି ଶେଷ ପ୍ରୟାସ

କୋରାପୁଟ ଜିଲ୍ଲାର ଦେଓମାଳି ଅଞ୍ଚଳରେ ଥିବା ବିଭିନ୍ନ ପାହାଡ଼, ପର୍ବତ ଗାଁ ଗଣ୍ଡାରେ ବର୍ତ୍ତମାନ ଲାଗିବ ଲକ୍ଷାଧିକ ଔଷଧୀୟ ବୃକ୍ଷ । ତା ସାଙ୍ଗକୁ ବର୍ଷା ସୃଷ୍ଟିକାରୀ ବୃକ୍ଷ । ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗିଙ୍କ ନେତୃତ୍ୱରେ ଏହି ଅଂଚଳର ପାରମ୍ପରିକ ବୈଦ୍ୟ ଯୁବପିଢି ଓ ପିଲାଙ୍କ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦିତ ହେବ...