ଭାତ ଓ ରୁଟି ବିନା କେବଳ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ। ସକାଳ ହେଉ କି ସନ୍ଧ୍ୟା, ଜଳଖିଆ ହେଉ କି ମୁଖ୍ୟ ଭୋଜନ। ସବୁଥିରେ କେବଳ ଗୋଟିଏ ଖାଦ୍ୟ, ମୁଢ଼ି। ଭଦ୍ରକ ଭଣ୍ଡାରପୋଖରୀର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଏ ମୁଢି ଖିଆ ଅଭ୍ୟାସକୁ ନେଇ କାହିଁରେ କଣ ଚର୍ଚ୍ଚା।
Published By: Satyendu Shekher Mishra
Last updated: 06 July 2023, 10:42 PM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।