ତାତିଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଲେମନଗ୍ରାସ ଚାଷୀ.. ତେଲର ଅଭାବୀ ବିକ୍ରିକୁ ନେଇ ହତାଶ ହୋଇ ଶେଷରେ ୧ ଶହରୁ ଊର୍ଦ୍ଧ୍ୱ ପ୍ରୋସେସିଙ୍ଗ୍ ପ୍ଲାଣ୍ଟ ବନ୍ଦ କରିଦେଲେ..ଦେଖନ୍ତୁ ରିପୋର୍ଟ
Published By: Sarbeswar
Last updated: 07 July 2023, 08:37 PM IST
ଭିଡ଼ ଭିତରେ ସେ ଭିନ୍ନ.. ଅଜବ ତା ଖାଦ୍ୟାଭ୍ୟାସ.. ମାଆ, ମାଉସୀ, ସାହି ପଡ଼ିଶା, ଗୁରୁଜୀ ଗୁରୁମା ସମସ୍ତେ ଶତ ଚେଷ୍ଟା କରି ହାରିଗଲେ.. ହେଲେ ମୁଢି ହିଁ ତାର ପ୍ରିୟ ଆଉ ମୁଖ୍ୟ ଖାଦ୍ୟ..ଜନ୍ମରୁ ଆଜି ଯାଏ ଜାଣିନି କେମିତି ଭାତର ସ୍ୱାଦ..