Advertisment

ଷ୍ଟାଚ୍ୟୁ ଲୋଟି ପଡିଥିଲା ଏବେ ଭୁଶୁଡି ପଡିଲା ୩୦ ଫୁଟ ଲମ୍ବର କାନ୍ଥ

ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମ ନିର୍ମାଣର ମାସ ୬ଟା ଭିତରେ ନଷ୍ଟ ହେବାକୁ ବସିଲାଣି ଏକାଧିକ ସୌନ୍ଦର୍ଯ୍ୟକରଣ କାମ ।

author-image
Satyendu Shekher Mishra

ଷ୍ଟାଚ୍ୟୁ ଲୋଟି ପଡିଥିଲା ଏବେ ଭୁଶୁଡିପଡିଲା ୩୦ ଫୁଟ ଲମ୍ବର କାନ୍ଥ । ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମ ନିର୍ମାଣର ମାସ ୬ଟା ଭିତରେ ନଷ୍ଟ ହେବାକୁ ବସିଲାଣି ଏକାଧିକ ସୌନ୍ଦର୍ଯ୍ୟକରଣ କାମ । ପ୍ରଶାସନର ସଫେଇ, ଡ୍ରେନ୍ ନିର୍ମାଣ ପାଇଁ ଭାଙ୍ଗିଛୁ କାନ୍ଥ ।

Advertisment
Rourkela Hockey Stadium
Advertisment
Advertisment