ଭିଡ଼ ଭିତରେ ସେ ଭିନ୍ନ.. ଅଜବ ତା ଖାଦ୍ୟାଭ୍ୟାସ.. ମାଆ, ମାଉସୀ, ସାହି ପଡ଼ିଶା, ଗୁରୁଜୀ ଗୁରୁମା ସମସ୍ତେ ଶତ ଚେଷ୍ଟା କରି ହାରିଗଲେ.. ହେଲେ ମୁଢି ହିଁ ତାର ପ୍ରିୟ ଆଉ ମୁଖ୍ୟ ଖାଦ୍ୟ..ଜନ୍ମରୁ ଆଜି ଯାଏ ଜାଣିନି କେମିତି ଭାତର ସ୍ୱାଦ..
Published By: Sarbeswar
Last updated: 07 July 2023, 08:35 PM IST
୨୦୧୬ରୁ ଏଭଳି ଅଚଳ ହୋଇ ପଡି ରହିଛି.. ଖାଲିଟାରେ ବସି ବସି ଦରମା ନେଉଛନ୍ତି ୩ ଷ୍ଟାଫ୍.. ମରାମତି ନାଁରେ ପୁଳା ପୁଳା ଟଙ୍କା ଚଳୁ ଅଭିଯୋଗ.. ସେପଟେ ଉଚ୍ଚ ଦରରେ ଘରୋଇ ବୋଟ୍ ଭଡାରେ ନେଇ କାମ ଚଳାଉଛି ବିଭାଗ..