Single teacher runs this Odisha primary school
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Single teacher runs this Odisha primary school
୫ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ମାତ୍ର ଜଣେ ଶିକ୍ଷକ । ଯଦି କୌଣସି ସରକାରୀ କାମରେ ସେ ଗଲେ ତେବେ ସେଦିନ ସ୍କୁଲ ଛୁଟି, ପାଠପଢା ବନ୍ଦ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ପିପିଲି ବ୍ଳକ ନାରଣକ୍ଷେତା ଗାଁରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ବଢିଲାଣି ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)