ଏହି ମର୍ମରେ ମହାତ୍ମା ଗାନ୍ଧିଙ୍କ ବହୁ ଚର୍ଚ୍ଚିତ ଟାଲିସମ୍ୟାନ୍ ଉକ୍ତିକୁ ଉଦ୍ଧାର କରିଛନ୍ତି ରାଷ୍ଟ୍ରପତି।
ଅମାନିଆଙ୍କୁ ଧରିବା ଲାଗି ଆସନ୍ତା ୧ ତାରିଖରୁ ପୁଣି ଥରେ ଚେକିଂ ଅଭିଯାନ ଯୋରଦାର କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।
ଦୁଇଟି ଘଟଣାରେ ହୁଏତ ସ୍ଥାନ, କାଳରେ ଫରକ ରହିଛି। କିନ୍ତୁ ଦାୟିତ୍ୱହୀନତା ଓ ଅବ୍ୟବସ୍ଥାର ଚିତ୍ର କିନ୍ତୁ ସମାନ।
କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।
ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା ।
ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।
ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ ।
ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।
ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।
ପାଳିତ ଶୁଆର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପରିବାର। ପୁରୀ ସ୍ଵର୍ଗଦ୍ଵାରରେ ସତ୍କାର କରିବାର ଇଚ୍ଛା ଥିଲା ହେଲେ ସେଠାରେ ପକ୍ଷୀ ଦାହ କରିବା ପାଇଁ ଅନୁମତି ନଥିବାରୁ ସେଠାରୁ ଫେରିଆସି ନିଜ ଘର ପାଖରେ ଗାତ ଖୋଳି ମୃତ ଶୁଆକୁ ସମାଧି ଦେଇଥିଲେ..
ଶିମିଳିପାଳରେ ଗତ କିଛିଦିନ ହେବ ଲଗାତାର କାଠ ମାଫିଆଙ୍କ ପାଦୁର୍ଭାବ ବଢୁଛି । ବଢ଼ିଛି ବନ୍ୟଜନ୍ତୁ ଶିକାର । ହାତୀ ଓ ବାଘଙ୍କ ମୃତ୍ୟୁ ଏବଂ ଶେଷରେ ଦୁଇଜଣ ବନ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଆଉ ଏଭଳି ସମୟରେ ଏବେ ଜୋରଦାର ହୋଇଛି ।
ବୈତରଣୀ ନଦୀ ବଲ୍ଲଭିଘାଟ ନିକଟରେ ଏକ ବିରାଟ ଅଜଣା ବସ୍ତୁ ଭାସୁଥିବା ଦେଖି ଲୋକ ଆତଙ୍କିତ ହେଉଥିଲେ। ତାହା କୌଣସି ବଡ ମାଛ, କୁମ୍ଭୀର କି ସାପ ବୋଲି ଅନୁମାନ କରାଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦେଖିଲା ବେଳକୁ ତାହା ଏକ ବୋଟ୍
ରୋଗଶଯ୍ୟାରେ ଘରର ମେରୁଦଣ୍ଡ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ମାଆ ଓ ପତ୍ନୀ ।
ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧୀର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍..
ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ଦେହରେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ..
ଦେବୀ, କୁଶଭଦ୍ରା ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ଫାଟିଛି । ଦୁର୍ବଳ ନଦୀ ବନ୍ଧକୁ ନେଇ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।
ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ..
‘ବାରମ୍ବାର ବୋର୍ଡ ଗଠନ ଦାବି ସତ୍ତ୍ୱେ ସମୟ ଗଡ଼ାଉଛନ୍ତି ସରକାର’ । ‘ବୀମା ପାଇଁ ସରକାର କହିଥିଲେ ବି ବୋର୍ଡ ନଥିବାରୁ କାମରେ ଲାଗୁନି’
ପରୀକ୍ଷା ପାଇଁ ୩୦ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ପରୀକ୍ଷଣ ଆରମ୍ଭ କରିଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ।
ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ
ASI ସଂରକ୍ଷିତ ଜମି ଉପରେ ରାଜ୍ୟ ସରକାରଙ୍କ ଲୋଲୁପ ନଜର । ରାଜ୍ୟ ସରକାରଙ୍କ ଏଭଳି ଅବିଚାରକୁ ନେଇ ବଢ଼ିଲା ଉଦବେଗ । ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI ।
ସବସିଡ୍ ଅର୍ଥ କେବେ ମିଳିବ ଜାଣିପାରୁ ନାହାଁନ୍ତି ଚାଷୀ । ପାୱାର ୱିଡର ଓ ପାୱାର ଟିଲର ନେଇ ଚିନ୍ତାରେ ଚାଷୀ । ବ୍ୟାଙ୍କ କି କୃଷି ବିଭାଗ ଅଧିକାରୀ ଶୁଣୁନାହାଁନ୍ତି ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେନ୍ଦୁୱାଡା ଚାଷୀଙ୍କ ଅଭିଯୋଗ ।
ପଥୁରିଆ ମାଟି...ଦୁବଟିଏ ବି ହେଉନଥିଲା । ପ୍ରତିକୂଳ ପରିସ୍ଥିତିରେ ବି ଡାଳିମ୍ବ ଚାଷ କରିବାକୁ ମନ ବଳାଇଲେ ଚାଷୀ । ଏବେ ଏମିତି ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ।