/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691072349.jpg)
Postal Recruitment
ଭାରତୀୟ ପୋଷ୍ଟାଲ ସର୍କଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଖୁବ୍ଶୀଘ୍ର ପୁରଣ ହେବ ହଜାର ହଜାର ଗ୍ରାମୀଣ ଡାକ ସେବକ ବା GDS ପଦବୀ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୩-୮-୨୦୨୩ ।
Advertisment
ଇଣ୍ଡିଆ ପୋଷ୍ଟ GDSରେ ଖାଲି ଥିବା ପଦବୀ
ଖାଲି ପଡ଼ିଥିବା ମୋଟ ପଦବୀ ସଂଖ୍ୟା-୩୦୦୪୧
ଓଡ଼ିଶାରେ ପଦବୀ ସଂଖ୍ୟା- ୧୨୭୯
ଶିକ୍ଷାଗତ ଯୋଗ୍ୟତା
ଗଣିତ, ଇଂରାଜୀ ବିଷୟ ରଖି, ଯେକୌଣସି ସରକାରୀ ସ୍ୱୀକୃତୀ ପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ନିହାତି ଜରୁରୀ ।
ବୟସ ସୀମା
୨୩-୮-୨୩ ସୁନ୍ଧା ଅନ୍ୟୁନ ବୟସ ୧୮ ହୋଇଥିବା ଆବଶ୍ୟକ । ଅତିବେଶିରେ ବୟସ ୪୦ ।
ଦରମା
BPM ପାଇଁ ଦରମା ରହିଛି 12,000-29,380
ABPM/Dak Sevak ପାଇଁ ଦରମା ରହିଛି 10,000-24,470
Advertisment
କେମିତି କରିବେ ଆବେଦନ
ଏହି ସବୁ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ https://indiapostgdsonline.gov.in/. ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ । ଅନ୍ୟକୌଣସି ମାଧ୍ୟମରେ ଆବେଦନ କଲେ ତାକୁ ଗ୍ରହଣ କରାଯିବ ନାହିଁ ।
ଏହାର ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ, ନୋଟିଫିକେସନ୍ ଦେଖନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)