GDSର ମେରିଟ୍ ଲିଷ୍ଟର ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏଥିପାଇଁ GDS ନିଯୁକ୍ତି ପରୀକ୍ଷାର ଫଳାଫଳ ଏବଂ ମେରିଟ୍ ଲିଷ୍ଟ୍ ଶୀଘ୍ର ପ୍ରକାଶ ପାଇବ। ସମଗ୍ର ଦେଶରେ ୨୩ଟି ଡାକ ସର୍କଲରେ ୪୪୨୨୮ ଗ୍ରାମୀଣ ଡାକ ପୋଷ୍ଟ ପୂରଣ ହେବ।
ଅଧିକାଂଶ ଯୁବକ ଭାରତୀୟ ଡାକ ସେବାରେ ଚାକିରି କରିବାର ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
ଭାରତର ଅନେକ ଯୁବବର୍ଗ ପୋଷ୍ଟାଲ୍ ଚାକିରି ପାଇଁ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକ ସେବାରେ ଚାକିରି କରିବାକୁ ଇଚ୍ଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ(IPPB) ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ଡାକ ବିଭାଗ ଏକେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି ଡାକ ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ପ୍ରଥମେ ପ୍ରକାଶିତ ବିଜ୍ଞାପନକୁ ଦେଖନ୍ତୁ।
ଡାକ ବିଭାଗରେ ଚାକିରି କରିବାକୁ ଚାହଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାର ଅଧିନରେ ଥିବା ଡାକ ବିଭାଗ୍ ବର୍ତ୍ତମାନ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।
ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି ଆଶାରେ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇ ପାରିବେ।
ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୩-୮-୨୦୨୩ ।
ଭାରତୀୟ ଡାକ ବିଭାଗ ଜବରଦସ୍ତ ନିଯୁକ୍ତି ବାହାରିଛି। ଡାକ ବିଭାଗ ଗ୍ରାମିଣ ଡାକ ସେବକ ପାଇଁ ୧୨ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ବିଭାଗ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଥିବା ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।