ଦୁର୍ଘଟଣାରେ ଚାଲିଗଲା ଜୀବନ । ଡାକ୍ତର କହିଲେ ଦାନ କରିଦିଅ ସବୁ ଅଙ୍ଗପ୍ରତ୍ୟଙ୍ଗ...ରାଜି ହେଲେ ପରିବାର ଲୋକ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ..ଯୋଗାଇ ଦେଲେ ଦୁଇ ହେଲିକପ୍ଟର, କରିଦେଲେ ଗ୍ରୀନ କରିଡର । ସାଏଁ ସାଏଁ ମାଡିଚାଲିଥିଲା ଗାଡ଼ି, ବଞ୍ଚିଗଲା ୫ ଜଣଙ୍କ ଜୀବନ
ଧ୍ୟାନ ଦିଅନ୍ତୁ ଆପଣ...କାଲିଠୁ ଆଉ କେଉଁଠି ବି ଚଳିବନି ୨ ହଜାର ଟଙ୍କିଆ ନୋଟ୍ । ବ୍ୟାଙ୍କରେ ଫେରସ୍ତ କରିବାର ସମୟ ଥିଲା ସେପ୍ଟମ୍ବର ୩୦
ଗତବର୍ଷ ୧୨୧ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୨୭ଟି ବାଘଙ୍କ ମୃତ୍ୟୁ ହୋଇଥିଲା ।
ଲୁଣକୁ ନେଇ ନିକଟରେ ICMR-NCDIR ଏକ ଅଧ୍ୟୟନ ଆଲୋଡ଼ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଅନୁଯାୟୀ, ଭାରତୀୟ ଲୋକମାନେ WHO ଦ୍ୱାରା ଠିକ କରାଯାଇଥିବା ପରିମାଣ ଅପେକ୍ଷା ଦୈନନ୍ଦିନ ଜୀବନରେ ଅଧିକ ଲୁଣ ଖାଉଛନ୍ତି, ଯାହା ସାଂଘାତିକ ହୋଇପାରେ।
ପାକିସ୍ତାନର ଜାତୀୟ ବୃକ୍ଷ ହେଉଛି ସେହି ବୃକ୍ଷ, ଯାହା ଆମ ଦେଶରେ ଭଗବାନ ଶିବଙ୍କର ପ୍ରିୟ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଆଜି ବି ଏହି ବୃକ୍ଷ ହିନ୍ଦୁ ଧର୍ମରେ ଶୁଦ୍ଧତା, ଶାନ୍ତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ।
ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ବିଶାଲ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧୦ମ ପାଶ ପ୍ରାର୍ଥୀ ଆବେଦନ କରିପାରିବେ।
'ଗଣପତ'ର ଆକ୍ସନ୍-ପ୍ୟାକ୍ ଟିଜର୍ ଲଞ୍ଚ ହୋଇଯାଇଛି। ଟିଜର୍ଟି ଖୁବ ଦମଦାର୍ ମଧ୍ୟ ହୋଇଛି। ଏହାର ଚିତ୍ରଣ ଖୁବ ଆକର୍ଷଣୀୟ। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣକୁ ଟକ୍କର ଦେଲା ଭଳି ଏହାର ଭିଜୁଆଲ୍ ଗୁଡିକ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ।
ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍ରେ ପରିଣତ ହୋଇଛି ଏହି ବିଲ୍। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।
ମେନକା ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇସ୍କନ୍ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରି କରୁଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ଭିଡିଓରେ ସେ କହିଥିଲେ କି ଏବେ ଦେଶର ସବୁଠୁ ବଡ଼ ଠକ ସଂସ୍ଥା ହେଉଛି ଇସ୍କନ୍ । ଗୋ ଶାଳ ପ୍ରତିଷ୍ଠା କରିଥାଏ ଇସ୍କନ୍ ।
ସ୍କନ୍ଧା’ ସହିତ ଟକ୍କର ଦେବାକୁ ବଲିଉଡ୍ ତାରକା କଙ୍ଗନା ରାଣାୱତ ‘ଚନ୍ଦ୍ରମୁଖୀ ୨’ ସହିତ ବକ୍ସ ଅଫିସରେ ଏଣ୍ଟ୍ରୀ କରିଛନ୍ତି। ପ୍ରଥମ ଦିନରେ ଏରେ କୋଟି ଟଙ୍କାରେ ଖାତା ଖୋଲିଛି ଫିଲ୍ମ।
ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍ପି ନୱାଜ ଗଶ୍କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।
ଦିନେ ମାତା ପାର୍ବତୀ ଭଗବାନ ଶିବଙ୍କୁ ବ୍ରହ୍ମଜ୍ଞାନ ନିମନ୍ତେ ଜିଜ୍ଞାଶା କରନ୍ତି। ମାତାଙ୍କ ମନ ରଖି ଭଗବାନ ଶଙ୍କର ତାଙ୍କୁ ଗୋଟିଏ ଦିବ୍ୟ ଶିମିଳି ବୃକ୍ଷ ପାକ୍ଷକୁ ନେଇ ଯାଆନ୍ତି। ମାତା ପାର୍ବତୀ ଜିଜ୍ଞାସୁ ଶିଷ୍ୟଟିଏ ପରି ଭଗବାନ ଶଙ୍କରଙ୍କ ସମ୍ମୁଖ ଭାଗରେ ବସି ବ୍ରହ୍ମଜ୍ଞାନ ଶ୍ରବଣ କରିବାକୁ ଲାଗନ୍ତି। ବ୍ରହ୍ମଜ୍ଞାନ ଆହରଣରେ ତଲ୍ଲୀନ ମାତା ତଟସ୍ତ ହୋଇପଡନ୍ତି।
ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।
୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ଭାରତକୁ ୩୦ ପଦକ । ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ।
ଲୋକମାନେ ପ୍ରାୟ ହୃଦଘାତର ଗମ୍ଭୀରତାକୁ ସେପର୍ଯ୍ୟନ୍ତ ବୁଝନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ଏହାର ଶିକାର ହୋଇ ନାହାନ୍ତି। ଏହି କାରଣରୁ, ହୃଦଘାତ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ।
ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଆହତ କାରଣରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ଦମଦାର ଏଣ୍ଟ୍ରି ମାରିଛନ୍ତି ଅଶ୍ୱିନ।
ଏହା ଦେଖିବା ପରେ ସେଠାରେ କିଛି ଲୋକ ପିଲାଟିକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଘଟଣାସ୍ଥଳରେ ଏକ ଅଟୋରିକ୍ସା ମଧ୍ୟ ଅଟକି ରହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ପରେ ପରେ କିଛି ବ୍ୟକ୍ତି ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।
କମ୍ ବୟସରେ କାହିଁକି ହୃଦଘାତ ? ସୁରତର ଏକ ଘରୋଇ ସ୍କୁଲର ଅଘଟଣ ।
ସବୁଜ ବିପ୍ଲବର ଜନକ ସ୍ୱାମୀନାଥନ । ଦେଶରୁ ଖାଦ୍ୟ ସଂକଟ ଦୂର କରିବାରେ ପ୍ରମୁଖ ଭୂମିକା ।
ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ।
ଶିଳ୍ପୀଙ୍କୁ ତର ନାହିଁ..ମେଢ଼ ନିର୍ମାଣରେ ଦିନ ରାତି ବିତୁଛି..ଧାର୍ଯ୍ୟ ସମୟ ଆଗରୁ କାମ ସାରିବାକୁ ପଡ଼ିବ।
ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।
ଖବର ପାଇ ପୋଲିସ ଯେତେବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କଲା, ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା ।