ସମସ୍ତେ ଜାଣିଥିବେ ଯେ ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ। ସେମାନେ ହେଲେ ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ଆପଣ ହୁଏତ ଜାଣି ନ ଥିବେ ଭଗବାନ ଶ୍ରୀରାମଙ୍କର ଜଣେ ବଡ ଭଉଣୀ ମଧ୍ୟ ଥିଲେ। ତେବେ ଆସନ୍ତୁ ସେପଟେ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଏପଟେ ଶ୍ରୀରାମଙ୍କ ବଡ ଭଉଣୀଙ୍କ ବିଷୟରେ ଜାଣିନେବା।
କାନପୁର ପୋଲିସର ଜଣେ ହେଡ୍ କନଷ୍ଟେବଳ ଓ ୧୨ ଜଣ ମିଶି MCA ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ବେଳେବେଳେ ପିଲାମାନେ ସର୍ବସାଧାରଣ ସ୍ଥାନରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଆପଣଙ୍କ ପିଲା ଯଦି ଏଭଳି ଜିଦ୍ଖୋର ହୋଇଥାନ୍ତି ତେବେ କିଛି ସହଜ ଟିପ୍ସ ସାହାଯ୍ୟରେ, ଆପଣ ସେମାନଙ୍କୁ ବୁଝେଇପାରିବେ।
ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ । ହଜାର ହଜାର ଭାରତୀୟ ପର୍ଯ୍ୟଟକ ବୁକିଂ ବାତିଲ କରୁଛନ୍ତି । ଏଥିଯୋଗୁଁ ଚିନ୍ତାରେ ମାଳଦ୍ୱୀପ ସରକାର। ଏଣୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ।
ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।
ଦିନକୁ ଏକାଧିକ ଭିଡିଓ କରୁଥିଲେ ସ୍ତ୍ରୀ । ବାରଣ କଲେ ସ୍ୱାମୀ । ତା’ପରେ..
କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।
ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ ।
ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ୍ ରାସିଦ୍ ଖାନ୍ ଆଉ ନାହାଁନ୍ତି। ମଙ୍ଗଳବାର ସେ କୋଲକାତାର ଏକ ଡାକ୍ତରଖାନାରେ ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଭାରତ ଆମର ନିକଟତମ ପଡ଼ୋଶୀ ଓ ସହଯୋଗୀ କହିଲା ସଂଘ । 'ସଙ୍କଟ ସମୟରେ ଭାରତ ହିଁ ପ୍ରଥମେ ଆମ କଥା ଶୁଣିଥାଏ'
ଉଭୟ ସେନା ଓ ବେସାମରିକ ବିମାନ ଚଳାଚଳ କରିବ । ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ।
ସବୁଠାରୁ ବଡ଼ କଥା ହେଲା ମହିଳା ସବ୍ ଇନ୍ସ୍ପେକ୍ଟରଙ୍କୁ ଆକ୍ରମଣ କରାଯାଇଥିଲେ ମଧ୍ୟ ଏହି ଘଟଣାରେ ଏବେ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ ।
ବିଲେଇକୁ ଖୋଜି ଆଣିଲେ ମାଲିକ ଦେବେ ନଗଦ ୧ ଲକ୍ଷ ଟଙ୍କା । ଡିସେମ୍ବର ୨୪ ରୁ ସେ ନିଖୋଜ ଥିବାରୁ ମାଲିକ ଏନେଇ ପୁରସ୍କାର ରାଶି ଘୋଷଣା କରିଛନ୍ତି ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ବିବେଚନା କରାଯାଏ। କୁହାଯାଏ ପ୍ରଭୁ ରାମ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲେ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀରାମଙ୍କ ବଂଶ ଯଥା ବ୍ରହ୍ମାଜୀଙ୍କ ଠାରୁ ପ୍ରଭୁ ରାମଚନ୍ଦ୍ରଙ୍କ ପର୍ଯ୍ୟନ୍ତ।
ଏକ ମଜ୍ଜାଳିଆ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ହସି ହସି ଗଡିଯିବେ। ଭିଡିଓରେ, ଜଣେ ଛୋଟ ପିଲାଙ୍କୁ ଯେତେବେଳେ ଶିକ୍ଷକ ତା’ର ବଡ ଭାଇ ବିଷୟରେ କିଛି ପଚାରନ୍ତି ସେ ତା’ ପୋଲ୍ ଖୋଲିଦେବା ଦେଖାଯାଏ। ଏହି ଭିଡିଓ ଦେଖିବା ପରେ ଆପଣ କେବେ ବି ନିଜ ହସକୁ ଚାପିରଖି ପାରିବେ ନାହିଁ।
ସାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।
ଟିକିଏ ଆଖିର ଝଲକରେ ସାରା ଦୁନିଆ ପାଗଳ ହେବା ଏହା ହୁଏତ ଅସମ୍ଭବର କଥା। ଏହାକୁ କିନ୍ତୁ ସମ୍ଭବ କରି ଦେଖେଇଥିବା ସେହି ସୁନ୍ଦରୀ ଯୁବତୀ ହେଉଛନ୍ତି ପ୍ରୀୟା ପ୍ରକାଶ ୱାରିୟର୍। ଏବେ ସୋସିଆଲ୍ ମିଡିଆରେ ନିଜର ପ୍ରେମକୁ ପ୍ରକାଶ କରି ସେ ଚର୍ଚ୍ଚାରେ।
ଆପଣ ଜାଣନ୍ତି କି, ବୋତଲ ପାଣିରେ ମଧ୍ୟ ପ୍ଲାଷ୍ଟିକ ଥାଏ । ଦୈନନ୍ଦିନ ଜୀବନରେ ପିଉଥିବା ବୋତଲ ପାଣି ଯେ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ତାହା ଭାବିବା ଭୁଲ । ସେ ମିନେରାଲ ପାଣି ହେଉ କି, ଅନ୍ୟ କିଛି । ସମସ୍ତ ବୋତଲ ପାଣିରେ କିଛି ନା କିଛି ପ୍ଲାଷ୍ଟିକ କଣିକା ରହୁଥିବା ସଦ୍ୟତମ ଗବେଷଣାରୁ ଜଣା ପଡ଼ିଛି ।
ଜାଭେଦ ଅଖତର ଫିଲ୍ମ ନିର୍ମାତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଜଣେ ଶକ୍ତିଶାଳୀ ମହିଳା ପ୍ରକୃତରେ କିପରି ଦେଖାଯାଆନ୍ତି ସେ ବିଷୟରେ ଚଳଚ୍ଚିତ୍ର ନିର୍ମାତାଙ୍କର ସ୍ପଷ୍ଟ ବୁଝାମଣା ନ ଥିବାରୁ ଅଭିନେତ୍ରୀମାନଙ୍କୁ ଅଭିନୟ ପାଇଁ କୌଣସି ଦମଦାର ଭୂମିକା ଦିଆଯାଉ ନାହିଁ।
କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।
ଭାରତର ବିକାଶରେ ବିଦେଶରେ ରହୁଥିବା ଭାରତୀୟମାନଙ୍କର ମୂଲ୍ୟବାନ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଭାରତ ପ୍ରତିବର୍ଷ ୯ ଜାନୁଆରୀରେ ‘ପ୍ରବାସୀ ଭାରତୀୟ ଦିବସ’ ବା ‘ଅଣ-ବାସିନ୍ଦା ଭାରତୀୟ ଦିବସ’ (NRI ଦିବସ) ପାଳନ କରିଥାଏ।
ରାମନବମୀରେ ସୂର୍ଯ୍ୟ ତିଳକରେ ଅଭିଷେକ ହେବେ ରାମଲାଲା । ପ୍ରତିବର୍ଷ ରାମନବମୀରେ ରାମଙ୍କ ମସ୍ତକରେ ୩ରୁ ୪ମିନିଟ ଧରି ପ୍ରଦର୍ଶିତ ହେବ ଏହି ତିଳକ ।
୧୬ ହଜାର ଫୁଟ ଉପରୁ ପଡ଼ି ମଧ୍ୟ ଅକ୍ଷତ.. କଥାଟି ଯେତେ ଆଶ୍ଚର୍ଯ୍ୟକର, ସେତେ ଅସମ୍ଭବ । ତଥାପି ଏପରି ଚମତ୍କାର ହୋଇଛି ।
୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?
ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ ।