ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।
ଭାରତର ବିକାଶରେ ବିଦେଶରେ ରହୁଥିବା ଭାରତୀୟମାନଙ୍କର ମୂଲ୍ୟବାନ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଭାରତ ପ୍ରତିବର୍ଷ ୯ ଜାନୁଆରୀରେ ‘ପ୍ରବାସୀ ଭାରତୀୟ ଦିବସ’ ବା ‘ଅଣ-ବାସିନ୍ଦା ଭାରତୀୟ ଦିବସ’ (NRI ଦିବସ) ପାଳନ କରିଥାଏ।