• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vinesh Phogat

Coach Mahavir Phogat on Vinesh Phogat Joined Congress
କଂଗ୍ରେସରେ ଭିନେଶ ଫୋଗଟ, କୁସ୍ତି କୋଚ୍ ମହାବୀର କହିଲେ..

କୁସ୍ତିରୁ ସନ୍ୟାସ ଘୋଷଣା କରିବା ପରେ ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ସେ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଝୁଲାନା ଆସନରୁ ଲଢ଼ୁଛନ୍ତି ।

Vinesh Phogat
ରାଜନୀତି ମଇଦାନରେ ଭିନେଶ, କଂଗ୍ରେସ ପାଇଁ ଜୁଲାନାରୁ ଲଢ଼ିବେ ବିଧାନସଭା ନିର୍ବାଚନ

ଗଡ଼ି ସାଂପଲା କିଲୋଇରୁ ଭୂପିନ୍ଦର ସିଂ ହୁଡ୍ଡା ପ୍ରାର୍ଥୀ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ହେବେ ହୋଡାଲରୁ ପ୍ରାର୍ଥୀ ।

Vinesh Phogat Bajrang Punia
ହାତ ଧରିଲେ ଭିନେଶ-ବଜରଙ୍ଗ; ହରିୟାଣା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ...

ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। 

Rahul Gandhi meets Vinesh Phogat, Bajrang Punia
ରାଜନୀତିରେ ଏଣ୍ଟ୍ରି କରିବେ ଭିନେଶ ଓ ପୁନିଆ ! ରାହୁଲଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଉଭୟ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

Aamir khan video calls vinesh phogat after paris Olympics disappointment
Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।

Vinesh Phogat
ହାରି ମଧ୍ୟ ଜିତିଗଲେ ଭିନେଶ, ସୁନା ଦେଇ ପଦକ ତିଆରି କରିବେ ଗାଁ ଲୋକେ

ଦିଲ୍ଲୀରୁ ବାଲାଲି ଅଭିମୁଖେ ଯାଉଥିବା ବେଳେ ଭିନେଶଙ୍କୁ ତାଙ୍କ ସମର୍ଥକ ଅଦ୍ଭୁତପୂର୍ବ ଭାବେ ସମର୍ଥନ କରିଥିଲେ । ମାତ୍ର ୧୩୫ କିଲୋମିଟର ଦୀର୍ଘ ଯାତ୍ରା ତାଙ୍କୁ ଅହେତୁକ ଭିଡ଼ ପାଇଁ ପ୍ରାୟ ୧୩ ଘଣ୍ଟା ସମୟ ନେଇଥିଲା ।

Vinesh Phogat
ପ୍ୟାରିସ୍ ଅଲିମ୍ପିକ୍ସରୁ ଫେରିଲେ କୁସ୍ତି ଯୋଦ୍ଧା ଭିନେଶ; ଦେଶବାସୀଙ୍କୁ କହିଲେ...

ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ୍ ଆଣିପାରିନଥିଲେ ମଧ୍ୟ ତାଙ୍କୁ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି ଭିନେଶ। 

Vinesh Phogat
ଭିନେଶଙ୍କୁ ମିଳିବନି ପଦକ, ଆବେଦନ ଖାରଜ କଲେ CAS

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ବା CASରେ ଭିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ହୋଇଥିବା ସୂଚନା ମିଳିଛି ।

Vinesh Phogat
ଭିନେଶ ଫୋଗଟଙ୍କୁ ମିଳିବ କି ରୌପ୍ୟ ପଦକ ? ଆଜି ଆସିବ ମେଡାଲ ରାୟ

କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ ।

Vinesh Phogat
ଭିନେଶ ଫୋଗଟଙ୍କୁ ମିଳିବ କି ରୌପ୍ୟ ପଦକ ? ୧୩ ଅଗଷ୍ଟରେ ହଟିବ ମେଡାଲ୍ ସସପେନ୍ସ

CAS ଭିନେଶଙ୍କ ଅବେଦନକୁ ଗ୍ରହଣ କରିଥିବା ବେଳେ ୧୧ରେ ଏହାର ରାୟ ପ୍ରକାଶ ପାଇବାର ଥିଲା । ତେବେ ଏହା ପୁଣି ଥରେ ୧୩ ତାରିଖକୁ ଘୁଂଚିଛି ।

Vinesh Phogat
ଭିନେଶ ପାଇବେ କି ରୌପ୍ୟ ପଦକ, କୋର୍ଟ କରିବେ ଫୈସଲା..!

ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି। 

Vinesh Phogat
କୁସ୍ତିକୁ ଅଲ୍‌ବିଦା କହିଲେ ଭିନେଶ; ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ବଡ଼ ନିଷ୍ପତ୍ତି

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି।

Vinesh Phogat
୨ କେଜି ଓଜନ ବଢ଼ିଥିଲା, କମାଇବା ପାଇଁ କେତେ କ’ଣ କରିଥିଲେ...!

ଭିନେଶ ସାଧାରଣତଃ ଦିନକୁ ଦେଢ଼ କେଜି ଖାଦ୍ୟ ଖାଉଥିବା ବେଳେ, ତାହା ଦୈନିକ ଅଭ୍ୟାସ ପାଇଁ ଯଥେଷ୍ଟ ହୋଇଥାଏ। ସେ ୩ ବାଉଟ୍ ଖେଳିବାକୁ ଥିବାରୁ ଡିହାଇଡ୍ରେସନ ରୋକିବାକୁ ଅଳ୍ପ ପରିମାଣର ପାଣି ପିଇବାକୁ ଦିଆଯାଇଥିଲା।

Vinesh Phogat
ଫାଇନାଲ୍ ପୂର୍ବରୁ ଭିନେଶ ଫୋଗଟଙ୍କୁ ଝଟକା ! ମାତ୍ର ୧୦୦ ଗ୍ରାମ୍ ପାଇଁ ଡିସକ୍ବାଲିଫାଏଡ୍

ପୁନର୍ବିଚାର ପାଇଁ UWWରେ IOAର ଅପିଲ୍ । ସଂସଦରେ ବି ଉଠିଲା ଭିନେଶ ଅଯୋଗ୍ୟ ପ୍ରସଙ୍ଗ ।

Know about life journey of vinesh phogat
Vinesh Phogat: ଭିନେଶ ଫୋଗଟ୍‌ ଭଲ ପାଠ ପଢୁଥିଲେ ମଧ୍ୟ କାହିଁକି ହେଲେନି ଡାକ୍ତର କି ଇଂଜିନିୟର୍

ସ୍ୱର୍ଣ୍ଣ ପଦକ ଆଣିବା ଆଶାରେ ଭିନେଶ ଫୋଗଟଙ୍କ ଉପରେ ସମଗ୍ର ଦେଶର ଆଖି ଥିଲା, ଯାହା ବର୍ତ୍ତମାନ ଆଉ ସମ୍ଭବ ନୁହେଁ। ଏହି ଆଶା ଏବେ ମଉଳି ଯାଇଥିଲେ ମଧ୍ୟ ସେ କିନ୍ତୁ ଭାରତ ପାଇଁ ନିଶ୍ଚିତ ଗୌରବ। ତେବେ ଆସନ୍ତୁ ଏହାରି ଭିତରେ ଭିନେଶ ଫୋଗଟ୍ କିପରି ଜଣେ ରେସଲର୍‌ ହୋଇଗଲେ ସେ ବିଷୟରେ ଜାଣିନେବା।

Vinesh Phogat
ତୁମେ ଚାମ୍ପିଅନ୍ସଙ୍କ ଭିତରେ ଚାମ୍ପିଅନ, ଭିନେଶ ଫୋଗଟଙ୍କୁ ମୋଦିଙ୍କ ସାନ୍ତ୍ୱନା

ଭିନେଶ ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବାପରେ ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ୍ତ୍ୱନା ।

Kangana ranaut take a dig to vinesh phogat historic win at olympics 2024
ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟକୁ ନେଇ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ମଧ୍ୟ ଭିନେଶଙ୍କ ବିଜୟରେ ଖୁସି ଅଛନ୍ତି ସତ କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ ତାଙ୍କୁ ପରିହାସ କରିଛନ୍ତି।

Vinesh Phogat
Paris Olympics 2024: ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ଅଲିମ୍ପିକ୍ସରୁ ଡିସକ୍ୱାଲିଫାଏଡ୍ ଭିନେଶ

ପ୍ୟାରିସ୍ ଅଲିମ୍ପିକ୍ସରୁ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ । ୫୦ କିଲୋଗ୍ରାମ ବର୍ଗରେ ଖେଳିପାରିବେନି ଗୋଲ୍ଡ ମେଡାଲ ମ୍ୟାଚ୍ ।

Vinesh Phogat
Paris Olympics: କୁସ୍ତି ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କଲେ ଭିନେଶ ଫୋଗାଟ

ଫାଇନାଲ ଜିତିଲେ ସ୍ୱର୍ଣ୍ଣ, ହାରିଲେ ପାଇବେ ରୌପ୍ୟ ପଦକ ।

Vinesh Phogat
ବଢ଼ିଲା ପଦକ ଆଶା, ଅଲିମ୍ପିକ୍ସ କୁସ୍ତି ସେମିଫାଇନାଲରେ ଭିନେଶ ଫୋଗାଟ

ପ୍ୟାରିସ୍ ଅଲିମ୍ପିକ୍ସ ମହିଳା କୁସ୍ତି ଇଭେଣ୍ଟରେ ବଢ଼ିଲା ପଦକ ଆଶା । ୫୦ କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ସ୍ଥାନ ପକା କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।