ପୋଲିସର ଡ୍ୟୁଟି ପରୀକ୍ଷା କଲା ମଦୁଆ । PCR କୁ ଅଧ ରାତିରେ କଲା ଫୋନ୍ କହିଲା, ମୁଁ ଚେକ୍ କରୁଥିଲି PCR ଆସୁଛି କି ନାହିଁ॥ ଅଧ ରାତିରେ ୧୧୨ କୁ ଡାଏଲ କରି ପୋଲିସକୁ ଡ୍ୟୁଟିର ପାଠ ପଢାଇଲେ ମଦପ୍ୟ ବ୍ୟକ୍ତି। ପାଖରେ ପୋଲିସ ପହଞ୍ଚିବା ପରେ ମଦ୍ୟପ ବ୍ୟକ୍ତି କହିଲେ, ପୋଲିସ ରାତିରେ ଠିକ୍ ଡ୍ୟୁଟି କରୁଛି କି ନାହିଁ ତାର ପରୀକ୍ଷା କରୁଥିଲି ମୁଁ। ଆଉ ଏବେ ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।