Advertisment

ପୁଣି ଚର୍ଚ୍ଚାରେ ପୁନମ୍‌ ପାଣ୍ଡେ ! ଜିମ୍‌ ଡ୍ରେସ୍‌ରେ ଭାଇରାଲ ହେଲା ଫଟୋ

ସୋସିଆଲ ମିଡିଆରେ ତାଙ୍କର ଗ୍ଲାମର ଲୁକ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ । ବୋଲ୍ଡ ଲୁକ୍‌ ଆଉ ଅନ୍ଦାଜ ପାଇଁ ଅନେକ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥାଏ ।

author-image
Satyendu Shekher Mishra
Poonam Pandey

Poonam Pandey

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପୁନମ୍ ପାଣ୍ଡେ । ଏହି ବୋଲ୍ଡ ଲୁକ୍‌ ଆଉ ଅନ୍ଦାଜ ପାଇଁ ଅନେକ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥାଏ । ସୋସିଆଲ ମିଡିଆରେ ତାଙ୍କର ଗ୍ଲାମର ଲୁକ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ ।

Advertisment

ନିକଟରେ ପୁନମ ମୁମ୍ବାଇରେ ଜିମ୍ ଯାଉଥିବା ବେଳେ ନଜରକୁ ଆସିଥିଲେ । ଏହି ସମୟରେ ମଧ୍ୟ ତାଙ୍କୁ ବୋଲ୍ଡ ଲୁକ୍‌ରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

Poonam PandeyPoonam Pandey

ପୁନମ ଜିମ୍‌ ଯିବା ବେଳେ ଏକ ରିବିଲିଙ୍ଗ କ୍ରପ୍‌ ଟପ୍‌ ପିନ୍ଧିଥିଲେ । ଯାହାକୁ ସେ ଟ୍ରାକ୍ ପ୍ୟାଣ୍ଟ ଏବଂ ଏକ ଲଙ୍ଗ ଜ୍ୟାକେଟ୍ ସହ ପେୟାର କରିଥିଲେ । ପୁନମ୍ ପାଣ୍ଡେଙ୍କ ଏହି ଲୁକ୍ ଦେଖି ୟୁଜର୍ସ ତାଙ୍କ ପୋଷାକ ଚଏସ୍‌ ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି ।

Advertisment
Poonam PandeyPoonam Pandey

ପୁନମ୍ ପାଣ୍ଡେଙ୍କ ଏହି ଲାଟେଷ୍ଟ ଫଟୋ ଦେଖି ଅନେକ ୟୁଜର୍ସ ତାଙ୍କୁ ପରିହାସ କରୁଥିବା ବେଳେ ଅନେକ ତାଙ୍କ ଫିଟନେସ୍‌କୁ ଦେଖି ଫ୍ଲାଟ୍‌ ହେବା କଥା କହିଛନ୍ତି । ପୁନମ୍ ପାଣ୍ଡେ ନିଜର ଏହି ଲାଟେଷ୍ଟ୍ ଲୁକ୍ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି ।

Poonam PandeyPoonam Pandey

ପୁନମ ପାଣ୍ଡେଙ୍କର ବୋଲ୍ଡ ଅବତାର ଦେଖିବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି, 'ସେ ଜେନିଫର ଲୋପେଜଙ୍କ ଭଳି ଦେଖୋ ଯାଉଛନ୍ତି ।’

Poonam PandeyPoonam Pandey

ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, "ମୁଁ ଭାବିଲି ଏହି ଫଟୋରେ ଜେନିଫର୍ ଲୋପେଜ୍ ରହିଛନ୍ତି । ଠିକ୍‌ ସେମିତି ଆଉ ଜଣେ ଲେଖିଛନ୍ତି- 'ମୁଁ ମଧ୍ୟ ସମାନ କଥା ଭାବିଲି ।'

Bollywood Poonam Pandey
Advertisment
Advertisment