ଚୀନ୍ର ପସନ୍ଦ ପାଲଟିଛି ମେଡ୍ ଇନ ଇଣ୍ଡିଆ । ଭାରତରେ ପ୍ରସ୍ତୁତ ସ୍ମାର୍ଟ ଫୋନ୍ ବିକ୍ରି କରି ମାଲାମାଲ ହେଉଛି ଚୀନ । ପୂର୍ବରୁ କେବଳ ନିଜ ଦେଶରେ ଚୀନ ମୋବାଇଲ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ ପ୍ରସ୍ତୁତ କରୁଥିଲା । ଏବେ ଭାରତୀୟ ବ୍ୟବସାୟୀଙ୍କ ସହ ପାର୍ଟନର୍ସିପ୍ କରୁଛନ୍ତି ଚୀନ ବ୍ୟବସାୟୀ ।
ଆଲାଏନ୍ସ ଏୟାର୍ ଦ୍ୱାରା ପରିଚାଳିତ ଏହି ବିମାନକୁ ଓ୍ୱାଟର୍ କ୍ୟାନନ୍ ସାଲ୍ୟୁଟ୍ ସହିତ ସ୍ୱାଗତ କରାଯାଇଛି ।