Advertisment

୮.୫ ପ୍ରତିଶତରୁ ୮.୧କୁ କମିଲା  EPF ସୁଧହାର

୬ କୋଟି EPF ହିତାଧିକାରୀଙ୍କୁ ଏହା ପ୍ରଭାବିତ କରିବ।

author-image
Chandan Shishu
undefined

EPFO

୮.୫ ପ୍ରତିଶତରୁ ୮.୧କୁ କମିଲା  EPF ସୁଧହାର। ୨୦୨୧-୨୨ ବର୍ଷ ପାଇଁ ସରକାର ୮.୧ ପ୍ରତିଶତ  EPF ସୁଧ ହାରକୁ ଅନୁମୋଦନ କରିଛନ୍ତି। ଗତ ୪ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ। ଏହା ୬ କୋଟି EPF ହିତାଧିକାରୀଙ୍କୁ ପ୍ରଭାବିତ କରିବ।

Advertisment

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପୂର୍ବରୁ ମାର୍ଚ୍ଚରେ,  EPFO ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାରକୁ ୮.୫ ରୁ ୮.୧କୁ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। 

ଆଜି ଜାରି ହୋଇଥିବା ଇପିଏଫଓ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ, ସମ୍ମତି ପାଇଁ ଶ୍ରମ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି। ସରକାରଙ୍କ ଅନୁମୋଦନ ପରେ ଇପିଏଫଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ଥିର ସୁଧ ହାର କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରିବା ଆରମ୍ଭ କରିବ।

Advertisment
EPFO
Advertisment
Advertisment