NALCO ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଖବର ଦେଖି ତୁରନ୍ତ ଆବେଦନ କରନ୍ତୁ।
ଜାନୁଆରୀ ୨୦୨୩ରେ ଏହି ମହଙ୍ଗା ଭତ୍ତା ଲାଗୁ ହୋଇପାରେ । କିନ୍ତୁ ଏନେଇ ମାର୍ଚ୍ଚ ମାସ ହୋଲି ସମୟରେ ଘୋଷଣା ହେବ ।
ଆନ୍ଦୋଳନକାରୀ ଓକିଲଙ୍କ ଆୟର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।
ଇଂଲଣ୍ଡ ଟିମ୍କୁ ଅଭିନନ୍ଦନ ଜଣାଇ ପରେ ପାକିସ୍ତାନୀ ଟିମ୍ର ପ୍ରଶଂସକମାନେ ଅଦନାନ୍ ସାମିଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ମାମଲା ଏତେ ବଢିଯାଇଛି ଯେ ଅଦନାନ୍ ପାକିସ୍ତାନର ସତ୍ୟକୁ ଶୀଘ୍ର ବିଶ୍ୱ ସାମ୍ନାକୁ ଆଣିବା ନେଇ କହିଛନ୍ତି।
ଶିକ୍ଷାର ମନ୍ଦିରରେ ପିଲାଙ୍କ ଉପରେ ଅତ୍ୟାଚାର । ମଧ୍ୟାହ୍ନ ଭୋଜନ ନେଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ହାତ ଭାଙ୍ଗିଦେଲେ . . .
ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।
ଏହି ଘଟଣାରେ ମୋଟ୍ ୧୨ଜଣ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରାଯାଇଛି
ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।
ଘରୁ ଅଧିକ ଟଙ୍କା ପଇସା ନମିଳିବାରୁ ଡକାୟତଙ୍କ ନାରକୀୟ କାଣ୍ଡ ।
ପ୍ରଥମେ ଭଲ ପାଇବା, ପରେ ଗର୍ଲଫ୍ରେଣ୍ଡ୍ ସହ ଲିଭ-ଇନ୍ରେ ରହିବାର କିଛି ଦିନ ପରେ ପିସ୍ ପିସ୍ କରି ୩୫ ଖଣ୍ଡ କଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ଯୋଜନାରେ ବିନିଯୋଗ କରନ୍ତୁ . . .
ସାମାନ୍ୟ ଗୋଟିଏ ବିଅର ବଟଲର ଦାମ୍ ଏତେ ଟଙ୍କା ହେବାର କାରଣ କଣ ?
ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଯୁବକ ଜଣକ ପ୍ରେମିକାକୁ ହତ୍ୟା କରି ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍ରେ ରଖିଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।
ମୋବାଇଲ୍ ହଜିଗଲେ କିମ୍ବା ଚୋରି ହୋଇଗଲେ . . .କିପରି ଫେରିପାଇବେ . . .
ସ୍ଥିର ରହିଛି ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ସହ ଆଜି ମଧ୍ୟ ମୂଲ୍ୟ ସମାନ ରହିଛି ।
ବିଷାକ୍ତ ଜୀବ କଥା ପଡିଲେ ମନକୁ ସାପର ଚିତ୍ର ଚାଲିଆସେ। ଆପଣ କେବେ ଭାବିପାରୁଛନ୍ତି କି ବେଙ୍ଗ ବି ବିଷାକ୍ତ ହୋଇପାରେ! ହଁ, ଦୁନିଆରେ ଏମିତି ବି ବେଙ୍ଗ ଅଛନ୍ତି ଯେଉଁମାନଙ୍କୁ ଛୁଇଁଲେ ଚାଲିଯିବ ପ୍ରାଣ।
ଭାରତରେ ଅନେକ ସରକାରୀ ଚାକିରିରେ ଶରୀର ଉପରେ ଟାଟୁ କରିବା ନିଷେଧ। ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କୁ ହୁଏତ ଆପଣଙ୍କର ଏହି ସୌକ୍କୁ ବାଧା ଦେବାକୁ ପଡିବ।
ରାଜସ୍ଥାନରେ ଉଦୟପୁର ଅହମଦାବାଦ ରେଲ୍ୱେ ଟ୍ରାକ୍ ଉଡ଼ାଇବାକୁ ହୋଇଥିଲା ଆତଙ୍କୀ ଷଡ଼ଯନ୍ତ୍ର। ପୋଲିସ୍ ସୂଚନା ଅନୁସାରେ, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏହି ବିସ୍ଫୋରଣ ପଛର ଉଦ୍ଦେଶ୍ୟ ଥିଲା।
ନେତାଙ୍କୁ କୋଣ ଠେସା କରିବାଟା ଠିକ୍ ହେଲାନି ବୋଲି କହିଲେ ସମର୍ଥକ
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ(Shoaib Malik)ଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଶୋଏବଙ୍କ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
କଥାରେ ଅଛି, ଚୋର ଯେତେ ଚାଲାକି ହେଲେ ମଧ୍ୟ ଛୋଟ ଭୁଲ୍ ଧରାପକାଇ ଦେଇଥାଏ। ଏଭଳି କିଛି ଘଟିଛି ୭ ଯାତ୍ରୀଙ୍କ ସହ। ଆଉ ହାତରୁ ଚାଲି ଯାଇଛି କୋଟି କୋଟି ଟଙ୍କା।
ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି।
୨୪ ଘଣ୍ଟା ଭିତରେ ଫ୍ରାଏଡଙ୍କ ସମ୍ପତ୍ତି ମୂଲ୍ୟ ୯୬ ପ୍ରତିଶତ ହ୍ରାସ ପାଇଛି।
୧୩ ଦିନ ତଳେ ଏହି ଟ୍ରେନ୍ ଲାଇନକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଇସିସି ଅଣ୍ଡର-19 ମହିଳା ବିଶ୍ୱକପ୍ ୨୦୨୫ର ଆୟୋଜନ ଦାୟିତ୍ୱ ମାଲେସିଆ ଓ ଥାଇଲାଣ୍ଡକୁ ମିଳିଥିବା ବେଳେ ୨୦୨୭ ଅଣ୍ଡର-19 ମହିଳା ବିଶ୍ୱକପ୍ର ଆୟୋଜନ ଦାୟିତ୍ୱ ମିଳିତ ଭାବେ ବାଂଲାଦେଶ ଓ ନେପାଳକୁ ମିଳିଛି ।