ଆଦିତ୍ୟ ଏଲ୍-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି । ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି ।
ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରିନସପାଲଙ୍କ ଫତୱା । ଛାତ୍ର ଅସନ୍ତୋଷ ସାଙ୍ଗକୁ ତେଜିଲା ରାଜନୀତି ।
ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି କ୍ୟାମ୍ପ ଚଳଚଂଚଳ ହୋଇଉଠିଛି।
ଓଡ଼ିଶାରୁ ଗୃହ ବିଭାଗ ସ୍ୱତନ୍ତ୍ରସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।
ଯେଉଁଦିନ ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଉଥିଲା, ଆଉ ଏଥିପାଇଁ ସମଗ୍ର ଓଡ଼ିଶାରେ ଏକ ଅଦିନିଆ ଆଧ୍ୟାତ୍ମିକ ମହାମହୋତ୍ସବର ମାହୋଲ ସୃଷ୍ଟି ହୋଇଥିଲା, ଠିକ ସେହିଦିନ ଏହି ରାଜ୍ୟର ଭୌଗୋଳିକ ସ୍ଥିତିରେ ଅବସ୍ଥିତ ବାଣୁଆଗୁଡା ଗାଁ କାନ୍ଦ ବୋବାଳିରେ ଫାଟିପଡୁଥିଲା! କ’ଣ ପୂରା ଘଟଣା ଆସନ୍ତୁ ଜାଣିବା…
ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍ ।
ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା । ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ ୧୫ ଯାଏଁ ରେଜିଷ୍ଟ୍ରେସନ ।
ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଆଉ ଏକ ବଡ ଉତ୍ସର୍ଗ । ସମ୍ବଲପୁର ସରକାରୀ ମହିଳା କଲେଜକୁ ଦାନ କଲେ ନିଜ ଘର ।
୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ ସହ ୭ଟି ପାସବୁକ୍ ଜବତ କରିଛି ପୋଲିସ ।
ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ କଟାକ୍ଷ କରିଛି କଂଗ୍ରେସ ଏବଂ ବିଜେଡି ସହିତ ବିଜେପିର ବାହାଘର କରାଯାଉଛି।
ରେଳପଥର କଚ୍ଛପ ଗତିକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ସ୍ଥାନୀୟ ନେତା। ବିଜେପି ଅଭିଯୋଗ କରିଛି- କେନ୍ଦ୍ର ପ୍ରତି ବଜେଟରେ ବ୍ୟୟ ବରାଦ କରୁଛି, ହେଲେ ରାଜ୍ୟ ଇଞ୍ଚେ ବି ଜମି ହସ୍ତାନ୍ତର କରିନି।
ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।
ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ସାମାନ୍ୟ ବଢ଼ିବ। ରାତି ତାପମାତ୍ରା କିନ୍ତୁ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସମ୍ବଲପୁର ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୫ ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି- ପୂର୍ଣ୍ଣିମା ରାତ୍ରି ୧୧.୨୩ ଗତେ ପ୍ରତିପଦ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୬ ପର୍ଯ୍ୟନ୍ତ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅନୁଦାନ ସତ୍ତ୍ୱେ ୭ବର୍ଷ ପରେ ବି ଉଧୋଉନି ଜୟପୁର-ମାଲକାନଗିରି- ନବରଙ୍ଗପୁର ନୂଆ ଲାଇନ୍ ପ୍ରକଳ୍ପ, ଇଞ୍ଚେ ବି ଜମି ଦେଇ ପାରିଲେନି ରାଜ୍ୟ ସରକାର, ତେଜିଲା ରାଜନୀତି ।
ଶୀତଳଭଣ୍ଡାର ଅସୁବିଧା ଓ ଅଭାବୀ ବିକ୍ରି ଡର । ବାଧ୍ୟ ହୋଇ ମୂଳଠୁ କମରେ ବିକୁଛି ଚାଷୀ ।
କନୱର ବିଶାଲ ସିଂହ ହେଲେ କଟକ ଡିସିପି । କଟକ ଡିସିପି ପିନାକ ମିଶ୍ର ହେଲେ ପୁରୀ ଏସ୍ପି । ବି. ଯୁଗଳ କିଶୋର ହେଲେ କେନ୍ଦ୍ରାପଡ଼ା ଏସ୍ପି ।
ଭାଇରାଲ୍ ହେଉଥିବା ହ୍ବାଟ୍ସଆପ୍ ମେସେଜକୁ ନେଇ ଚର୍ଚ୍ଚା । ‘ନଆସିଲେ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବନାହିଁ’ ।
ଅଦିନିଆ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା।
ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଥ୍ୟ ଦାଖଲ । ଏଣେ ପଲିଟିକ୍ସ ପଶାପାଲିରେ ‘ମାହଲ ମାଣ୍ଡା’ ଗୋଟି ।
୬ ଶ୍ରମିକଙ୍କ ପ୍ରାଣହାନୀ, ୯ ଜଣଙ୍କ ଅବସ୍ଥା ଗୁରୁତର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କଲେ ଆହତ ।
ବିଜେଡିର ପରିବାର ସଂପର୍କ ଅଭିଯାନକୁ ବିଜେପିର କାଉଣ୍ଟର । କୋଟିଏ ପରିବାରକୁ ଛୁଇଁବା ପାଇଁ ରାଜ୍ୟ ବିଜେପିର ଯୋଜନା ।