/odishatv-khabar/media/post_attachments/uploadimage/library/16_9/16_9_0/OJEE_1706176193.jpg)
OJEE
ମେ’ ୬ରୁ ଓଜେଇଇ । ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଓଜେଇଇ ଏଣ୍ଟ୍ରାସ୍। ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ ୧୫ ଯାଏଁ ରେଜିଷ୍ଟ୍ରେସନ ।
Advertisment
ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଓଜେଇଇ ଏଣ୍ଟ୍ରାସ୍। ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ ୧୫ ଯାଏଁ ରେଜିଷ୍ଟ୍ରେସନ#OJEE#Entrance#Odisha#OTVpic.twitter.com/GnVKnOUSN2
— ଓଟିଭି (@otvkhabar) January 25, 2024
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)