/odishatv-khabar/media/post_attachments/uploadimage/library/16_9/16_9_0/Panchang_1706149480.jpg)
Panchang
ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୫ ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି- ପୂର୍ଣ୍ଣିମା ରାତ୍ରି ୧୧.୨୩ ଗତେ ପ୍ରତିପଦ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୬ ପର୍ଯ୍ୟନ୍ତ
Advertisment
ଶୁଭ ସମୟ
ପ୍ରାତଃ-୦୬.୨୭ ରୁ ୦୭.୫୫
ଦିବା-୧୦.୫୨ ରୁ ୦୧.୦୫
ରାତ୍ରି- ୦୩.୦୦ ରୁ ୦୩.୫୧
ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ
ଅଶୁଭ ସମୟ
ରାହୁକାଳ- ଦିବା ୦୧.୨୧ ରୁ ୦୨.୪୪
କାଳବେଳା- ଦିବା ୦୨.୪୪ ରୁ ୦୪.୦୭
ବାରବେଳା- ଦିବା ୦୪.୦୭ ରୁ ୦୫.୩୦
କାଳରାତ୍ରି- ରାତ୍ରି ୧୧.୫୮ ରୁ ୦୧.୩୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)