ଲୋକନାଥ ମନ୍ଦିରରେ ବାଉଁସରମାନେ ସାଧାରଣ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ଆସିଥିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ଡାକି ପଚରାଉଚରା କରିଛନ୍ତି। ପୋଲିସର ଜାଣତରେ ବାଉଁସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ।
ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ। ଗମ୍ଭୀରା ଭିତରୁ ରୀତିନୀତି ଅନୁଯାୟୀ କରାଗଲା ପଙ୍କୋଦ୍ଧାର। ମହାସ୍ନାନ ପରେ ସର୍ବସାଧାରଣର ସୁଯୋଗ ପାଇଲେ ଶ୍ରଦ୍ଧାଳୁ।