• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୭ ତାରିଖ ଗୁରୁବାର ଚନ୍ଦ୍ର- ମକର ଅହୋରାତ୍ର ତିଥି - ୧୨ଶୀ ରାତ୍ରି ୦୧.୨୦ ଗତେ ୧୩ଶୀ  
ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୨୦ ପର୍ଯ୍ୟନ୍ତ 
ଶୁଭ ସମୟ

ପ୍ରାତଃ- ୦୬.୦୫ ରୁ ୦୭.୩୯
ଦିବା- ୧୦.୪୭ ରୁ ୦୧.୦୮
ରାତ୍ରି- ୦୨.୪୮ ରୁ ୦୩.୩୭

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଅଶୁଭ ସମୟ
ରାହୁକାଳ- ଦିବା ୦୧.୨୫ ରୁ ୦୨.୫୪ 
କାଳବେଳା- ଦିବା ୦୨.୫୪ ରୁ ୦୪.୨୨ 
ବାରବେଳା- ଦିବା ୦୪.୨୨ ରୁ ୦୫.୫୦
କାଳରାତ୍ରି- ରାତ୍ରି ୧୧.୫୭ ରୁ ୦୧.୨୯