/odishatv-khabar/media/post_attachments/uploadimage/library/16_9/16_9_0/Panchang_1709776497.jpg)
Panchang
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ରାତ୍ରି ୦୯.୧୯ ଗତେ କୁମ୍ଭ। ତିଥି- ୧୩ଶୀ ରାତ୍ରି ୦୯.୫୮ ଗତେ ୧୪ଶୀ । ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୦୯.୧୯ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ
ପ୍ରାତଃ- ୦୬.୦୪ ରୁ ୦୬.୫୧
ପ୍ରାତଃ- ୦୭.୩୮ ରୁ ୦୯.୦୦
ଦିବା- ୧୨.୨୧ ରୁ ୦୨.୪୨
ଦିବା- ୦୪.୧୬ ରୁ ୦୫.୫୦
ସନ୍ଧ୍ୟା- ୦୭.୨୮ ରୁ ୦୮.୫୩
ରାତ୍ରି- ୦୧.୫୯ ରୁ ୦୪.୨୫
ଅଶୁଭ ସମୟ
ରାହୁକାଳ- ଦିବା ୧୦.୨୯ ରୁ ୧୧.୫୭
କାଳବେଳା- ଦିବା ୧୦.୨୯ ରୁ ୧୧.୫୭
ବାରବେଳା- ଦିବା ୦୯.୦୦ ରୁ ୧୦.୨୯
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)