ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।
ରଙ୍ଗ ସଂପର୍କର, ଭାଇଚାରାର, ଆନନ୍ଦର ଓ ଉତ୍ସାହର। ଦେହରେ ରଙ୍ଗ, ମନରେ ରଙ୍ଗ। ରାସ୍ତାଘାଟ ଚାରିଆଡ଼ ଜୁଆଡ଼େ ଚାହିଁବ ବହଳ ବହଳ ରଙ୍ଗର ଆସ୍ତରଣ ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।
ଆଜି ରଙ୍ଗର ପର୍ବ ହୋଲି । ହୋଲିର ରଙ୍ଗରେ ମସଗୁଲ ରାଜନେତା । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକ ମନରେ ଏକତ୍ରିତ ହୋଇ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି ।
ଆସିକା ବ୍ଲକ ହରିଡ଼ାପଦର ପଞ୍ଚାୟତର ବରଗାଁ ଏବଂ ମାଗୁରା ଗାଁ । ଏହି ଦୁଇ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜସ୍ୱ ଉଦ୍ୟମରେ ଆଜି ଭଲ ଦୁଇ ପାଇସା ରୋଜଗାର କରୁଛନ୍ତି ।
ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଛି ସତ ହେଲେ ତାର ମାନ କିପରି ତାହା ସମସ୍ତଙ୍କ ଆଖି ସାମ୍ନାରେ।
୩୦୮୦ କୋଟିରେ ଗୋପାଳପୁର ପୋର୍ଟ ଲିମିଟେଡ୍ (GPL) ସହ ଚୁକ୍ତି ।
ହୋଲିରେ ଅଘଟଣ । ହୋଲି ଖେଳ ସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ।
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ମଙ୍ଗଳବାର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ।
ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତାଣ୍ଡବ ରଚିଛି କାଳବୈଶାଖୀ । କେଉଁଠି ବଜ୍ରପାତ ହୋଇଛି ତ ଆଉ କେଉଁଠି କୁଆପଥର ମାଡ଼ରେ ଉଜୁଡ଼ିଯାଇଛି ଧାନ ଫସଲ ସହ ପରିବା ଚାଷ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି ।
ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଆର ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
'ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା' । 'ପିଏସି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା' ।
ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବେଆଇନ ଭାବେ ମଦ ଦୋକାନ ଲାଇସେନ୍ସ ଦିଆ ନ ଯାଉ । ବିଜେଡି ଏଥିରୁ ନିବୃତ୍ତ ରହୁ ।
ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।
ତେବେ ଦ୍ଵିତୀୟଥର ପାଇଁ ମା' ହୋଇଛି ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି।
୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।
ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ଶରୀରରୁ ଅଙ୍ଗ କଢ଼ା ଯାଉଥିଲା ତ ଅନ୍ୟପଟେ ଶୋକାକୁଳ ପରିବେଶରେ ଫାଟି ପଡୁଥିଲା ହସ୍ପିଟାଲ ପରିସର।
କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।
ବାଲେଶ୍ୱର ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର । ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ଦେଶୀ ମଦ ଓ ଗଞ୍ଜେଇର ବେପାର ଯୋଗୁଁ ସହରର ଯୁବକ ପଥଭ୍ରଷ୍ଟ ହେଉଛନ୍ତି ।
କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା ।
ଭୁବନେଶ୍ୱର ଲୋକସଭା ଆସନରୁ ପୁଣି ବିଜେପି ଟିକେଟରେ ଲଢିବେ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ଟିକଟ୍ ପାଇବା ପରେ ଅପରାଜିତା କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ସହ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଳେଶ୍ୱର ପଶ୍ଚିମବାଡ଼ ଅଞ୍ଚଳରେ ଅଭାବନୀୟ ଘଟଣା । କାନ୍ଥ ପଡି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି । ଶେଖ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୁଅ ଶେଖ ଆରିଫ ଘର ପାଖ ରାସ୍ତା କଡରେ ବସିଥିଲେ ।
କେନ୍ଦ୍ରାପଡ଼ା ସହର ଜଗିଛି ଅଚଳ ସିସିଟିଭି କ୍ୟାମେରା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୩୮ ଗୋଟି କ୍ୟାମେରା ମଧ୍ୟରୁ ମାତ୍ର ଗୋଟିଏ ସଚଳ ଅବସ୍ଥାରେ ରହିଛି । ଚୋର ଜଗିବା ପାଇଁ ଲାଗିଥିବା ଅନେକ ସିସିଟିଭି କ୍ୟାମେରାକୁ ଚୋର ଚୋରି କରି ନେଇ ଯାଇଛନ୍ତି ।