/odishatv-khabar/media/post_attachments/uploadimage/library/16_9/16_9_0/Panchang_1711331826.jpg)
Panchang
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ରାତ୍ରି ୦୨.୫୬ ଗତେ ତୁଳା। ତିଥି- ପ୍ରତିପଦ ଦିବା ୦୨.୫୫ ଗତେ ୨ୟା। ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୨.୫୬ ପର୍ଯ୍ୟନ୍ତ। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୫ ଗତେ କର୍କଟ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
Advertisment
ଶୁଭ ସମୟ
ଦିବା- ୦୮.୫୦ ରୁ ୧୦.୩୯
ଦିବା-୦୧.୦୫ ରୁ ୦୧.୨୩
ଦିବା-୦୪.୨୪ ରୁ ୦୫.୦୭
ସନ୍ଧ୍ୟା- ୦୫.୫୫ ରୁ ୦୬.୪୩
ରାତ୍ରି- ୦୯.୦୫ ରୁ ୧୧.୨୮
ରାତ୍ରି-୦୧.୫୦ ରୁ ୦୩.୨୫
ଅଶୁଭ ସମୟ
ରାହୁକାଳ - ଦିବା ୦୨.୫୪ ରୁ ୦୪.୨୪
କାଳବେଳା- ଦିବା ୦୧.୨୩ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୧୯ ରୁ ୦୮.୫୦
କାଳରାତ୍ରି- ସନ୍ଧ୍ୟା ୦୭.୨୪ ରୁ ୦୮.୫୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)