• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Chadaka mela
ଚନ୍ଦନେଶ୍ୱରଙ୍କ ଚଡ଼କ ମେଳା; ନୀଳପର୍ବ ପାଳନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନୀଳପର୍ବ ନାମ କରଣ ସମ୍ପର୍କରେ ଦୁଇ ଭିନ୍ନ ମତ ରହିଛି। ପ୍ରଥମତଃ ସାଗରମନ୍ଥନ କାଳରେ ହଳlହଳ ବିଷକୁ ପାନ କରି ବିଶ୍ୱବାସୀଙ୍କୁ ବିଷ ଜ୍ୱାଳାରୁ ମୁକ୍ତ କରି ନୀଳକଣ୍ଠ ହୋଇ ଯାଇ ଥିଲେ ଭଗବାନ ଶିବ ।

Which tree can be planted in the house to strengthen the auspicious planet
Vastu Tips: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ

ଆଜି ଆମେ ବୃକ୍ଷଲତା ବିଷୟରେ ଜାଣିବା ଯାହା ଗୃହ କର୍ତ୍ତାଙ୍କ ଉପରେ ତୁରନ୍ତ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃକ୍ଷଲତାର ସାମଞ୍ଜସ୍ୟ ଗ୍ରହମାନଙ୍କ ସହିତ କିପରି ଅଛି ତାହା ବର୍ଣ୍ଣନା କରାଯାଏ। ଆସନ୍ତୁ ଜାଣିବା ଗୃହକର୍ତ୍ତାଙ୍କର ଜାତକରେ ସୂର୍ଯ୍ୟ ଶୁଭ ଭାବରେ ଥିଲେ ସ୍ୱର୍ଯ୍ୟଙ୍କର ପ୍ରଭାବକୁ ପ୍ରତିନିଧିତ୍ୱ କରୁଥିବା ବୃକ୍ଷ ଗୃହ ପାଖରେ ଲଗାଇଲେ ଶୁଭଫଳ ମିଳିଥାଏ।

Panchang Today
Panchang Today 11th April 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଦିବା ୦୮.୪୧ ଗତେ ବୃଷ । ତିଥି- ୩ୟା ଦିବା ୦୩.୦୩ ଗତେ ୪ର୍ଥୀ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 11 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 11 April 2024
Chandaneswara Chadaka Mela
ମନ୍ଦିର ପରିସରରେ ୫୦ ହଜାର ଉପବୀତଧାରୀଙ୍କ ଭିଡ଼ !

ମହାଦେବ ଓ କାମିନା ବିବାହ ଉତ୍ସବ ଓ ତୃତୀୟ ଅର୍ଘ୍ୟ ।

  • Wednesday, 10 April 2024
EVM
କଡା ସୁରକ୍ଷା ବଳୟରେ ପହଞ୍ଚିଲା ୫ ଟ୍ରକ EVM

ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଇଭିଏମ୍ । ବିଜେବି ମହାବିଦ୍ୟାଳୟରେ ଇଭିଏମ୍ ରହିବାର ବ୍ୟବସ୍ଥା ।

Bhawanipatna Politics
ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Khurdha Politics
ଅଙ୍କ ଛିଣ୍ଡୁନି ନା ବିଦ୍ରୋହୀ ଡର ? ବେଗୁନିଆ-ଖୋର୍ଦ୍ଧାରେ ଛିଣ୍ଡୁନି ତିନି ଦଳଙ୍କ ଟିକେଟ୍ ଗଣିତ

ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ ।

Odisha Politics BJD
କାମ ଦେବ ତ ବିଜେଡିର ଆସନ ବଦଳ ରଣନୀତି ?

ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ ।

Congress
ଓଡ଼ିଶାରେ ଭୁଶୁଡୁଛି କି କଂଗ୍ରେସ ଗଡ଼ ? ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ପୁରୁଖା ନେତା

ଭୁଶୁଡୁଛି କି କଂଗ୍ରେସ୍ ଗଡ଼ ? ଦୁର୍ବଳ ହେଉଛି କି ଏହି ସର୍ବ ପୁରାତନ ପାର୍ଟି ? ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏଯାଏ ମାତ୍ର ୪୭ଟି ବିଧାନସଭା ଏବଂ ୮ଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

Tinted glass
କାର୍ କାଚରେ କଳା ଫିଲ୍ମ ଲଗାଇଥିଲେ ସାବଧାନ, ଧରାପଡ଼ିଲେ ହୋଇପାରେ ୬ ମାସ ଜେଲ୍

ଘରୁ କାର୍ କାଢ଼ିବା ଆଗରୁ ଦେଖିନିଅନ୍ତୁ, କାଚରେ କଳାଫିଲ୍ମ ଲାଗିନି ତ ? କାରଣ ରାସ୍ତାରେ ଏଣିକି ଗଡ଼ିପାରିବନି କଳାକାଚ ଥିବା ଗାଡ଼ି।

Mohammed Moquim
ମୋକିମଙ୍କୁ ହାଇକୋର୍ଟ ଝଟକା...ଲଢ଼ି ପାରିବେ ତ ଆଗାମୀ ନିର୍ବାଚନ... ଜୋର୍ ଧରିଲା କଳ୍ପନାଜଳ୍ପନା

ମୋକିମ କହିଛନ୍ତି ଯେ, ଆଇନର ବ୍ୟବସ୍ଥା ଅନୁସାରେ ଆଗକୁ ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେନେଇ ଓକିଲଙ୍କ ସହ ଆଲୋଚନା କରିବି ।

Aparajita Sarangi
ତେଜିଲା ଭୁବନେଶ୍ୱର ‘ମଧ୍ୟ’ ରାଜନୀତି, ଅପରାଜିତାଙ୍କୁ ଭେଟିଲେ ବୁନୁ ବିରୋଧୀ ଗୋଷ୍ଠୀ

ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଭେଟିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଗୋଷ୍ଠୀ ।

BJP
ମୁଁ ବିଜେପିରେ ହିଁ ଅଛି, ତେବେ ଦଳୀୟ ନିଷ୍ପତ୍ତି ସର୍ବମାନ୍ୟ: ଦିଲୀପ ରାୟ

ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ଥି ପରେ ରାଉରକେଲାରେ ପହଞ୍ଚିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ମିଳିଲା ଉଚ୍ଛ୍ୱସିତ ସଂବର୍ଦ୍ଧନା ।

BJP Candidate list
'୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି'

୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିପରି ଘୋଷଣା ହୋଇଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ବଦଳିପାରେ ବୋଲି ସେ ସୂଚନା ଦେଇଛନ୍ତି ।

Cops In Odisha Asked To Get Tattoos Removed
ପୋଲିସକୁ ଟାଟୁ ମନା; ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଯବାନଙ୍କ ଦେହରେ ଟାଟୁ, ବାଟାଲିୟନର ଭାବମୂର୍ତ୍ତି ଏବଂ ଓଡ଼ିଶା ପୋଲିସର ଅକ୍ଷୁର୍ଣ୍ଣତାକୁ ଖରାପ କରୁଛି । ତେଣୁ ଏଭଳି ଏକ ଶୃଙ୍ଖଳିତ ଖାକି ବର୍ଦ୍ଦି ପିନ୍ଧୁଥିବା ଯବାନଙ୍କ ବେଶରେ ଯେପରି କୌଣସି ଖରାପ ଚିତ୍ର ନହୁଏ ସେନେଇ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି।

Odisha Politics
ବ୍ରହ୍ମପୁରରେ ଗୁରୁ-ଶିଷ୍ୟ ଲଢେଇ, BJDର ଅଭେଦ୍ୟ ଦୁର୍ଗରେ ମାତ୍ ଦେବ କି BJP!

ବ୍ରହ୍ମପୁର ବିଧାନସଭା ଆସନ । ଏଥର ଏହି ସିଟରେ ହେବ ଗୁରୁ-ଶିଷ୍ୟ ଲଢେଇ । ଅର୍ଥାତ୍ ଲଢେଇ ହେବ ୫ଥରର ବିଧାୟକ ତଥା ପୋଖତ ରାଜନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ବିଜେପିର କେ. ଅନୀଲ କୁମାରଙ୍କ ମଧ୍ୟରେ ।

Politics
ଦଳ ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ନେତା, BJDରୁ ଆଉ ଜଣେ ଦେଲେ ଇସ୍ତଫା

ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସୀତାରାମ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଥିଲେ ।

High Court
ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନି ବିବାଦ, ପୁଣି ବାଜିଲା ହାଇକୋର୍ଟଙ୍କ ଛାଟ

ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍‌ଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ଛାଟ ।

Sambalpur University to pay Rs 5 lakh
୨୫ବର୍ଷ ପରେ ମିଳିଲା ନ୍ୟାୟ; ଫେଲ୍ କରିଥିଲା ୟୁନିଭର୍ସିଟି...ଏବେ ଦେବ ୫ଲକ୍ଷର କ୍ଷତିପୂରଣ

କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଯେପରି ଏଭଳି ତ୍ରୁଟି ନକରନ୍ତି ସେଥିପାଇଁ ହାଇକୋର୍ଟ ତାଗିଦ୍‌ ମଧ୍ୟ କରିଛନ୍ତି । କ୍ଷତିପୂରଣ ଅର୍ଥ ରାଶି କୋର୍ଟ ଆଦେଶ ପାଇବାର ତିନି ମାସ ମଧ୍ୟରେ ପ୍ରଦାନ କରାଯିବ ।

Crime
ସନ୍ଦେହର କରୁଣ ପରିଣତି; ଫୋନରେ ଗପୁଥିଲେ ବୋଲି ମାରିଦେଲା ପ୍ରେମିକ

କନ୍ଧମାଳରେ ହେଲା ପ୍ରେମ, କେରଳରେ ହେଲା ହତ୍ୟାକାଣ୍ଡ । ଆଉ କୋଟଗଡରୁ ଧରାପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟାକାଣ୍ଡର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିଛି ।

mutton mughlai
ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଟନ୍ ମୋଗଲାଇ’

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ମଟନ୍ ମୋଗଲାଇ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Makhana prevents blood pressure and diabetes; Know how to eat
Nutrients: ବ୍ଲଡ୍ ପ୍ରେସର୍‌ ଓ ଡାଏବେଟିସକୁ ରୋକିବ ମଖନା; ଜାଣନ୍ତୁ କେମିତି ଖାଇବେ

ମଖନା ବା ପଦ୍ମ ମଞ୍ଜି ଏପରି ଏକ ଖାଦ୍ୟ ଯାହା ବର୍ତ୍ତମାନ ଖାଦ୍ୟ ବଜାରରେ ସହଜରେ ମିଳୁଥିବା ଏକ ପୌଷ୍ଟିକ ନଟସ୍। ଏହା ଅନେକ ପ୍ରକାରେ ଆମର ଶରୀରକୁ ସୁସ୍ଥ ରଖେ। ଖାଲି ପାଟିକୁ ସ୍ୱାଦ ନୁହେଁ, ଏହା ଆମ ଦେହକୁ ମଧ୍ୟ ହିତ। ଆସନ୍ତୁ ଆଜି ଏହି ମଖନା ବିଷୟରେ ଜାଣିବା।

Ambulances
ନୂଆ ଆମ୍ବୁଲାନ୍ସ ଗାଡ଼ି ଅଚଳ ! ପରମିଟ୍ ଥିବା ସତ୍ତ୍ବେ ହେଉନି ମରାମତି...

ଡାକ୍ତରଖାନା ପରିସରରେ ଗଦା ଗଦା ଅଚଳ ଆମ୍ବୁଲାନ୍ସ। ଦିନେ କି ଦୁଇ ଦିନ ନୁହଁ ମାସ ମାସ ବର୍ଷ ବର୍ଷ ଧରି  ପଡି ରହିଛି। ଆମ୍ବୁଲାନ୍ସ ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ।

Heatwave
କଲବଲ କରିବ ତାତି..ଡହଡହ ଖରାରୁ ମିଳିବନି ତ୍ରାହି

ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି। ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି।