• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଦିବା ୦୮.୪୧ ଗତେ ବୃଷ । ତିଥି- ୩ୟା ଦିବା ୦୩.୦୩ ଗତେ ୪ର୍ଥୀ । ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୮.୪୧ ଗତେ ବିଛା ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୧.୩୯ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ -୦୫.୩୫ ରୁ ୦୭.୧୪

ଦିବା-୧୦.୩୩ ରୁ ୦୧.୦୨

ରାତ୍ରି-୦୨.୨୯ ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଘରର ଏହି କୋଣରେ କରିଛନ୍ତି କି ପାଇଖାନା; ଆଣିଥାଏ ମହାବିପତ୍ତି

ଅଶୁଭ ସମୟ

ରାହୁକାଳ - ଦିବା ୦୧.୨୦ ରୁ ୦୨.୫୩

କାଳବେଳା- ଦିବା ୦୨.୫୩ ରୁ ୦୪.୨୭

ବାରବେଳା- ଦିବା ୦୪.୨୭ ରୁ ୦୬.୦୦

କାଳରାତ୍ରି- ରାତ୍ରି ୧୧.୪୭ ରୁ ୦୧.୧୪