• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Chinese Manja
ପରମ୍ପରା ନାଁରେ ଜୀବନ ନ ଯାଉ; ମାଞ୍ଜା ସୂତା ଉପରେ ବ୍ୟାନ୍‌ ଲଗାଇଲା ପ୍ରଶାସନ

ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ  ଅନେକ ରକ୍ତାତ ହେଉଛନ୍ତି ।

Cancer
ଟୋବାକୋ ଜାନ୍‌ ଲେୱା ହେ; ବର୍ଷକୁ ନେଉଛି ୯ ହଜାର ମୁଣ୍ତ, ନ ସୁଧୁରିଲେ..

ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।

tension in medical college
ଭୀମଭୋଇ ମେଡିକାଲ କଲେଜରେ ଉତ୍ତେଜନା, ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

Warden Death
ମା’ଘର ୱାର୍ଡେନ୍ ମୃତ୍ୟୁକୁ ନେଇ ସସପେନ୍ସ, ୮ ଦିନ ପରେ ବି ପୋଲିସ ହାତ ଖାଲି

ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।

srimandir heritage corridor project
ଡିଜାଇନ୍ ଗୋଟେ ତ କାମ ଗୋଟେ, ପରିକ୍ରମା ପ୍ରକଳ୍ପ ଭିତରେ ନାହିଁ ରଘୁନନ୍ଦନ ଲାଇବ୍ରେରୀ

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି।

Pandian Target Dharmendra Pradhan
ଆଉ ବୁଲେଇ ବଙ୍କେଇ ନୁହେଁ ସିଧା ନିଶାନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ମାଗିଲେ ମାଟି ପାଇଁ ବିକାଶର ହିସାବ

ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

Drowning Death
ନଦୀ ପାର୍‌ ବେଳେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, ୪ ନିଖୋଜ

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।

Politics
'ଟିକେ ବି ଅଳିଆ ମିଳିବନି, ସବୁ ସଫା କରାଯିବ'

ମାସେ ହେଲା ଧାରଣାରେ ବସିଲୁ । ଏବେ ବି ସରକାରଙ୍କୁ ସମୟ ଦେଉଛୁ । ଆଉ ୪ ମାସ ପରେ ବିଜେପି ସରକାରକୁ ଆସିଲେ ୭୨ ଘଣ୍ଟାରେ ସଫା ହୋଇଯିବ ଗାଡ଼କଣ ଡମ୍ପିୟାର୍ଡ ।

  • Thursday, 28 December 2023
politics
ଧାମନଗରକୁ କମ ଅନୁଦାନ ନେଇ ଟାର୍ଗେଟ, ପାଣ୍ଡିଆନଙ୍କୁ ସୂର୍ଯ୍ୟବଂଶୀଙ୍କ ଜବାବ

ସୂର୍ଯ୍ୟବଂଶୀ ସୂରଜଙ୍କୁ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କରିଥିବା ଟାର୍ଗେଟର ଜବାବ ରଖିଛି ବିଜେପି । ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରୀ ମଞ୍ଚରେ ରାଜନୈତିକ ମନ୍ତବ୍ୟ ହାସ୍ୟାସ୍ପଦ ।

Acid attack
ବାପ ପୁଅଙ୍କ ଉପରେ ଏସିଡ ମାଡ଼, ୩ ଆହତ

ଫୁଲବାଣୀରେ ଏସିଡ ଆଟାକ୍ । ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ବାପା, ପୁଅ ଏବଂ ଜଣେ ଯୁବକ ଅଛନ୍ତି ।

Nilagiri
ବିଧାୟକ-ସରପଞ୍ଚ ତୁତୁ ମେଁମେଁ .. ବଳି ପଡ଼ିଲା ଶିଳାନ୍ୟାସ ଫଳକ ..

ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଛନ୍ତି ।

  • Thursday, 28 December 2023
  • MLA
Vijayakanth
ପରଲୋକରେ ବିଜୟକାନ୍ତ; କରୋନାରେ ଥିଲେ ପୀଡ଼ିତ

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା ।

MKCG  Fake Doctor
MKCGରୁ ଧରାପଡିଲେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଡାକ୍ତର

ଗିରଫ ଡାକ୍ତର MKCGର ନିଶ୍ଚେତକ ବିଭାଗର ଦୁର୍ଗାଦତ୍ତ ଶାସନି ।

Cold wave
ଥରାଉଛି ଜାଡ଼; ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା

କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି ।

Accident
୨ ପିକ୍‌ନିକ୍‌ ସ୍କୁଲ ବସ୍‌ ଦୁର୍ଘଟଣା; ୧୭ଜଣ ଆହତ

ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡ଼ିନାହିଁ । କୁହୁଡ଼ି ନା ଅନ୍ୟ କିଛି କାରଣରୁ ଏପରି ଘଟିଲା ତା’ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

Panchanga
Panchang Today 28th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ  । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ ଘାତବାର - ତୁଳା ଓ କୁମ୍ଭ ରାଶିର ।

Metro Train
ତ୍ରିଶୂଳିଆ ନୁହେଁ କଟକ ବସଷ୍ଟାଣ୍ଡ ଯାଏ ଗଡ଼ିବ ମେଟ୍ରୋ

ତ୍ରିଶୂଳିଆ ନୁହେଁ, ଆଉ ଟିକେ ଆଗକୁ, ଅର୍ଥାତ୍ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ । ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।

Disobeying these important rules of Vastu leads to disaster
Vastu Tips: ବାସ୍ତୁର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡିକୁ ନ ମାନିଲେ ଆସେ ବିପତ୍ତି

ଆଜି ଆମେ ବାସ୍ତୁରେ କେତେକ ବିଶେଷ ନିୟମ ଉପରେ ଜାଣିବା ଯାହା କି ସବୁବେଳେ ଏବଂ ସବୁ ବାସ୍ତୁ ପାଇଁ ପ୍ରଯୁଜ୍ୟ। ଏହି ନିୟମଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହି ନିୟମଗୁଡିକ ଯଦି ନଜରରେ ରଖି ନିର୍ମାଣ କରାଯାଇଥାଏ ତେବେ ବାସ୍ତୁରେ ଅନେକ ଶୁଭଫଳ ମିଳିଥାଏ।

Bhubaneswar Encounter
ରାଜଧାନୀରେ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ ରଘୁ ଗୋଡରେ ବାଜିଛି ଗୁଳି

ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ ।

  • Thursday, 28 December 2023
  • Police
breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 28 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 28 December 2023
Dibyanshi Mishra
‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର "ଫେସ୍ ଅଫ୍ ଦ ଇୟର"

'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪ରେ "ଫେସ୍ ଅଫ୍ ଦ ଇୟର ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର ।

Zero Night Celebrations
ଜିରୋ ନାଇଟ୍‌ ପାଇଁ ନୂଆ ନିୟମ; ମାତାଲ୍‌ଙ୍କୁ କାର୍‌ ବୁକ୍‌ କରି ଘରେ ଛାଡ଼ିବେ ପବ୍‌ ମାଲିକ

ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ ।

Devotees
ପ୍ରଶାସନ ବୁଝୁନି, ଭକ୍ତ ହନ୍ତସନ୍ତ; ସମ୍ଭାଳି ନପାରି ବ୍ୟାରିକେଡ୍‌ରେ ମଳତ୍ୟାଗ କଲେ ଶ୍ରଦ୍ଧାଳୁ

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଲେ ଜଣେ ଭକ୍ତ । ସୀମା ଟପିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ।

Modi - Rahul
ଓଡ଼ିଶା ଆସିବେ ମୋଦି-ରାହୁଲ ! ବିଜେଡିକୁ ହେବ ଘନ ଘନ ଆଟାକ୍...

ଏଣିକି ମୈଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଉତ୍ସାହିତ ଦୁଇ ଦଳ, ବିଜେଡି କହିଲା ପଡ଼ିବନି ପ୍ରଭାବ ।