ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।
ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।
ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ । ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ ।
କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ।
‘ମଣ୍ଡିରେ ଧାନ ବିକ୍ରି ହୋଇପାରୁନି’ । କଂଗ୍ରେସ ଆକ୍ଷେପର ଜବାବ ରଖିଲା ବିଜେଡି ।
ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ। ଟେନିସ ଖେଳାଳି ଦେବାଶିଷ ସାହୁ ପାଇଲେ ଏକଲବ୍ୟ ପୁରସ୍କାର।
ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ।
ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।
ନୟାଗଡ଼ ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା।
ଭିନ୍ନ ଭିନ୍ନ ଦେଶର ଖାଇବାର ପ୍ରିଫରେନ୍ସ ବା ଚାହିଦା ଅନୁଯାୟୀ ଅଲଗା ଅଲଗା ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ ହୁଏ, ଖାଦ୍ୟର ଉପାଦାନ ମଧ୍ୟ ଅଲଗା ହୋଇଥାଏ। ଆମେ ଭାତ ଓ ରୁଟି ସହ କିଛି ତରକାରୀ ଖାଇବା ବେଳେ ଇଟାଲୀରେ କେକ୍ ଓ ପାଉଁରୁଟି ତଥା ମଇଦାରୁ ତିଆରୁ ବିଭିନ୍ନ ବେକରୀ ଆଇଟମ୍ରେ କିପରି ପେଟ ପୂରିଯାଏ?
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ପ୍ରତିପଦ ଅହୋରାତ୍ର । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ।ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ କେଉଁ ସମୟ ଅଶୁଭ...
ବଲାଙ୍ଗିର ହରିଶଙ୍କର ପୀଠର ଉନ୍ନୟନ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ । ଉତ୍ସବ ଲାଗି ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ ।
କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ ।
ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବଢିଲା ଦଳର ଟେନ୍ସନ୍ । ବିଜେଡି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ କି ଅନ୍ତଃକନ୍ଦଳ ?
ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ।
ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି ।
ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।
ଶାଶୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିଲା ଚେନ୍ନାଇ ପୋଲିସ । ୧୯୯୮ରେ ଚେନ୍ନାଇରେ ଶାଶୁକୁ ହତ୍ୟା କରି ଫେରାର ହୋଇଥିଲା ।
ସରପଞ୍ଚ-ପୂର୍ତ୍ତ ବିଭାଗର OSD ମାରପିଟ୍ । ହରିଶଙ୍କର ପୀଠରେ ଉଭୟ ହାତାହାତି ।
OPHWC ବାହାର କରିଛି ଏକ ନିଯୁକ୍ତି ବିଜ୍ଞପ୍ତି। ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟଗୁଡିକରେ ଥିବା ଖାଲି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ମୋଡ୍ରେ ଆବେଦନ ଚାଲିଛି।
ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କୁ କ୍ଷୋଭର ସହ ଦେଇଥିବା ଚିଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ 'କିଛି ଅସାମାଜିକ ଲୋକଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା ।