• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

'chungudi lau ghanto'
ଘରେ ବନାନ୍ତୁ ଓଡ଼ିଆ ଘରର ଦେଶୀ ରେସିପି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’

ଓଡ଼ିଆ ଘରର ଦେଶୀ ରେସିପି ସବୁଠୁ ନିଆରା । ବୁଧବାର ରୋଷେଇରେ ଆଜି ଆମେ ଆପଣଙ୍କ ପାଇଁ ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’ର ରେସିପି ବନେଇବୁ ।

elephant death
ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀର ଜୀବନ ଗଲା,ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆହାତୀର ମୃତ୍ୟୁ ଘଟିଛି। ୭ ବର୍ଷର ଛୁଆହାତୀ 'ମାମା'ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି ।

dengue
ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚାରି ମାସରେ ୧୦୨ ରୋଗୀ ଚିହ୍ନଟ

ବାଲେଶ୍ବରରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହେଲେଣି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି ।

  • Wednesday, 28 August 2024
  • Dengue
gold price today
Gold Price Today 28th August 2024: କମିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ ଦାମ୍

ସୁନା ଦରରେ ପରିବର୍ତ୍ତନ । ଆଜି ପୁଣି କମିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Sniffer Dogs to Join Odisha Forest Department's
ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବେ ୫ ବନଖଣ୍ଡରେ ୧୦ ସନ୍ଧାନୀ କୁକୁର

ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବେ ସନ୍ଧାନୀ କୁକୁର । ଏ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ ବନଖଣ୍ଡରେ ଜଗିବେ ୧୦ ସନ୍ଧାନୀ କୁକୁର ।

Vigilance raids
CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ...

CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ଥିବା ୨ଟି ଘର ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି।

ASI Rajanikanta Das
ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ; ଟଙ୍କା ନେଇ ଗିରଫ ହେଲେ କୋଟଗଡ଼ ଥାନା ASI...

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସଆଇ ରଜନୀକାନ୍ତ ଦାସ। 

heavy rain
ଆସୁଛି ଆଉ ଏକ ଲଘୁଚାପ; ଆଜି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ବଙ୍ଗୋପସାଗରରେ ୨୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ୩୧ ତାରିଖ ଯାଏଁ ପ୍ରବଳ ବର୍ଷା ।

Panchang
Panchang Today 28th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୦ମୀ ରାତ୍ରି ୦୧.୧୯ ଗତେ ୧୧ଶୀ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 28 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 28 August 2024
Storm
ନାଁ ଯେମିତି, ତୁଫାନୀ ଅନ୍ଦାଜରେ କାମ ବି ସେମିତି ! ୱାୟନାଡ୍ ଅପରେସନ୍ ସାରି ଫେରିଲା ଷ୍ଟର୍ମ

ଭୂସ୍ଖଳନ ସ୍ଥଳରେ କାର୍ଯ୍ୟଦକ୍ଷତା ପାଇଁ ସାଉଁଟିଛି ଢେର ସାବାସୀ । ଏକାକୀ ମାଟି-ପଥର ତଳୁ ଠାବ କରିଛି ୧୦ରୁ ୧୨ ମୃତଦେହ ।

Bird Flu
କେବେଠୁ ବ୍ୟାପିଛି ବାର୍ଡ ଫ୍ଲୁ ? ମାସେ ତଳୁ କେନାଲରେ ଭାସୁଛି ମଲା କୁକୁଡା

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବଢ଼ିଲା ଚିନ୍ତା । ୪ ଦିନରେ ପୋତା ଗଲାଣି ୨୮ ହଜାରରୁ ଅଧିକ କୁକୁଡ଼ା ।

Subhadra Scheme
ପରିବାରର ସବୁ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା, ଦ୍ୱନ୍ଦ୍ୱ ଦୂରକଲେ ଉପମୁଖ୍ୟମନ୍ତ୍ରୀ

ପରିବାରରେ ୩ ଜଣ ବା ୪ ଜଣ ମହିଳା ଥାଆନ୍ତୁ, ସମସ୍ତେ ପାଇବେ । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା ।

  • Tuesday, 27 August 2024
Illega Apartment
ବେଆଇନ୍ କୋଠାବାଡ଼ି, ୧୯୧ ଆପାର୍ଟମେଣ୍ଟରେ ଚାଲିବ ବୁଲ୍‌ଡୋଜର

୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର ।

  • Tuesday, 27 August 2024
  • BMC
  • BDA
caste census politics
'ବିଜେଡି ଗାଡ଼ିର ଷ୍ଟେରିଂ ଧରିଛି କଂଗ୍ରେସ'

ବିଜେପି କହିଛି, ବିଜେଡି ଗାଡିର ଷ୍ଟେରିଂ ଧରିଛି କଂଗ୍ରେସ । କଂଗ୍ରେସର କାନ୍ଧରେ ବନ୍ଧୁକ ରଖି ଗୁଳି ବି ଫୁଟାଉଛି ବିଜୁ ଜନତା ଦଳ ।

Odisha BJP
BJP ଗଣ୍ଡଗୋଳକୁ ୪୮ ଘଣ୍ଟା ପରେ ବି ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ୍ ?

ଖୋଦ୍ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇପାରେ ବୋଲି ଚର୍ଚ୍ଚା।

Ratnabhandar
ପ୍ରାଇଭେଟ୍ ବିମାନରେ ରତ୍ନଭଣ୍ଡାରରୁ ସୁନା ଚାଲାଣ ! ଚର୍ଚ୍ଚା ବଢ଼ାଇଲା ତଥାଗତଙ୍କ ପୋଷ୍ଟ

ରତ୍ନଭଣ୍ଡାରରୁ ସୁନା ଚାଲାଣ ! ବିମାନ ବନ୍ଦରରୁ ଜବତ ସୁନା ପୁରୀ ରତ୍ନଭଣ୍ଡାରରୁ ଚାଲାଣ ହେଉଥିଲା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତଥାଗତ ।

Woman Alleges Rape Attempt
ଭୁବନେଶ୍ୱର ଏମ୍ସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ମହିଳା କମିଶନଙ୍କ ଦ୍ୱାରସ୍ଥ

ସ୍ୱାମୀ ବ୍ଲଡ଼ କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ । ଥାନାରୁ ନିରାଶ ହୋଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । 

Bird Flu
ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ଚିକେନ୍ ଖାଇବା ମନା

ସଂକ୍ରମିତ ଅଞ୍ଚଳରେ ଚାଲିଛି କୁକୁଡାମରା । ଲୋକମାନଙ୍କୁ ସତର୍କ ରହିବା ପାଇଁ ଜାରି ହୋଇଛି ନିର୍ଦ୍ଦେଶାବଳୀ ।

Nuakhai
ବାହାରିଲା ନୂଆଖାଇ ଲଗ୍ନ, ଏହି ଦିନ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

ବାହାରିଲା ନୂଆଖାଇ ଲଗ୍ନ । ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଲାଗି ହେବ ନବାନ୍ନ ।

BDO
ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଲିଖିତ ଉତ୍ତର ।

Hooch tragedy in odisha the government will never alert
ଓଡ଼ିଶାର ପିଛା ଛାଡୁନି ମଦମୃତ୍ୟୁ; ବର୍ଷକ ପରେ ପୁଣି ସାଲିଆସାହି...

୧୯୯୨ କଟକ ମଦମୃତ୍ୟୁ ମାମଲାରୁ ଏବେକାର ଚିକିଟି ଘଟଣା ପର୍ଯ୍ୟନ୍ତ, ରାଜ୍ୟ ଏଭଳି ଅନେକ ବିଭୀଷିକା ଦେଖିଚି। ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। କେବେ ଚେତିବେ ସରକାର।

Kamakhyanagar BEO
ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବିଇଓଙ୍କୁ ମଇଳା ପାଣିରେ ଚଲାଇ ଅଭିଭାବକଙ୍କ ପ୍ରତିବାଦ

ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି । ବିଇଓଙ୍କୁ ପାଣି ଭିତରେ ଚଲାଇ ବିଦ୍ୟାଳୟ ବୁଲାଇଲେ ଅଭିଭାବକ ।

Nayagarh Police
ଅଭାବନୀୟ : ମାଡ଼ ମାରିଲେ, ଘର ଭାଙ୍ଗିଲେ; ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ...

ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ । ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କଲେ । ନୟାଗଡ଼ ରାଜସୁନାଖଳା ଅଞ୍ଚଳରେ ଘଟିଛି ଏମିତି ବର୍ବରୋଚିତ ଘଟଣା।

Jagannath Pradhan
ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ...

ରାଜ୍ୟସଭା ଉପନିର୍ବାଚନ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି।