ଝିଅଟିର ପାଠପଢ଼ା ସହ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରିବାର ଲୋକ ବହୁ ପୂର୍ବରୁ ସବୁକିଛି ସ୍ଥିର କରିନିଅନ୍ତି । ଏମିତିକି ଝିଅଟିର ବିବାହ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରାଯାଇଥାଏ । ଯେପରି ଝିଅର ବିବାହ ସମୟରେ କୌଣସି ଅସୁବିଧା ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ । ହେଲେ ଏହାକୁ ନେଇ ଏକ ବଡ଼ ଯୋଜନା ବିଷୟରେ ଆସନ୍ତୁ ଜାଣିବା...
ଜାନୁଆରୀରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ । ପ୍ରକଳ୍ପର ରୂପାୟନ ଉପରେ ବିଶେଷଜ୍ଞଙ୍କ ଜୋର୍ ।
ଏହି ସ୍କିମ୍କୁ ପ୍ରାୟ ସମସ୍ତେ ପିପିଏଫ୍ ନାଁରେ ଜାଣିଥାଆନ୍ତି । ଯୋଜନାରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ ମିନିମମ୍ ୫ଶହ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ପାଖାପାଖି ଦେଢ଼ଲକ୍ଷ ଟଙ୍କା ମିଳିପାରେ । ତାହା ସହ ଆପଣ ଏହି ପିପିଏଫ୍ ଖାତାରେ ଲୋନ୍ ମଧ୍ୟ ନେଇପାରିବେ ।