• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର ,ତିଥି- ଅମାବାସ୍ୟା ରାତ୍ରି ୧୨.୧୯ ଗତେ ପ୍ରତିପଦ ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୨.୨୨ ପର୍ଯ୍ୟନ୍ତ

ଶୁଭସମୟ:

ପ୍ରାତଃ- ୦୫.୪୧ ରୁ ୦୮.୦୩

ଦିବା- ୧୦.୨୪ ରୁ ୧୧.୩୫

ଦିବା- ୦୧.୩୩ ରୁ ୦୩.୫୫

ସନ୍ଧ୍ୟା- ୦୬.୧୯ ରୁ ୦୭.୦୭

ରାତ୍ରି- ୦୮.୪୫ ରୁ ୦୨.୩୮

ରାତ୍ରି- ୦୪.୧୦ ରୁ ୦୫.୪୧

ଅଶୁଭସମୟ:

ରାହୁକାଳ- ଦିବା ୧୧.୩୫ ରୁ ୦୧.୦୪

କାଳବେଳା- ଦିବା ୦୮.୩୮ ରୁ ୧୦.୦୭

ବାରବେଳା- ଦିବା ୧୧.୩୫ ରୁ ୦୧.୦୪

କାଳରାତ୍ରି- ରାତ୍ରି ୦୨.୩୮ ରୁ ୦୪.୧୦

OTV is now on Whatsapp

Join and get latest news update delivered to you via whatsapp

Join Now