୨ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ୨୦୨୨ ମସିହା ଜାନୁଆରୀ ୨ ତାରିଖ, ରବିବାର, ଧନୁ ୧୮ ଦିନ, ପୌଷ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଅପାଣଙ୍କ ରାଶିରେ...
ଯଦି ଅନ୍ଲାଇନ୍ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍ଲାଇନ୍ ପେମେଣ୍ଟ୍ ବେଳେ ସାବଧାନ ରୁହନ୍ତୁ। ନଚେତ୍ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
୨୨ ହେଉଛି ନିର୍ବାଚନର ବର୍ଷ। ପଞ୍ଚାୟତ ସହ ପୌର ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଦଳ ଗୁଡିକ ପାଖରେ ଆଉ ସମୟ ନାହିଁ। ଶାସକ ବିଜେଡି ପାଇଁ ତିନି ପ୍ରମୁଖ ଚାଲେଞ୍ଜ୍ ହେଲା, ଦଳ ଭିତରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ଓ ଆମଦାନୀ ନେତାଙ୍କୁ ଥଇଥାନ କରିବା।
ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।
ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ।
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''
ଏହା ଆମର ନିଜ ଘର। ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ। ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ। ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ।
ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି । ଏବେ ଅନୁଭବ କହିଲେଣି, ତାଙ୍କ ପତ୍ନୀ ବର୍ଷା ବି କାଗଜପତ୍ର ଜାଲିଆତି କରିଛନ୍ତି ।
ମନଇଚ୍ଛା ରାସ୍ତା କରୁଛନ୍ତି ପୁଣି କେତେବେଳେ ଖୋଳିଦେଉଛନ୍ତି, ଚିନ୍ତାରେ ବୌଦ୍ଧବାସୀ
ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର
ସାଧାରଣତଃ ଇଲିସି ମାଛ ଖାଇବାକୁ ସମସ୍ତୁଙ୍କୁ ଭଲ ଲାଗିଥାଏ । ଇଲିସି ମାଛରେ ପ୍ରସ୍ତୁତ ରେସିପିର ସ୍ୱାଦ ପୂରା ନିଆରା । ଆଜି ଆମେ ଆପଣଙ୍କୁ ଇଲିସି ମାଛର ଏକ ନୂଆ ଦେଶୀ ଶୈଳୀରେ ପ୍ରସ୍ତୁତ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଅଳେଇଚ କଞ୍ଚା ଇଲିସି’ ।
ଦାୟିତ୍ୱ ନେବା ପରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଲେ ଓଡ଼ିଶା ଡିଜିପି। କହିଲେ, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ସସପେଣ୍ଡ୍ ହେଲେ ଛେଳି ଚୋରି କରିଥିବା ପୋଲିସ ବାବୁ । ମାଲିକଙ୍କ ଅଭିଯୋଗ କ୍ରମେ ଛେଳି ଚୋର ଏଏସଆଇଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର SP ।
ବର୍ଷା ପାଣି ଘରେ ପଶୁଥିଲା, ଏବେ ଜ୍ୟାକ୍ ସାହାଯ୍ୟରେ ୪ ଫୁଟ୍ ଉପରକୁ ଉଠିଲା ଘର
ଛେଳି ଚୋରି କଲେ ପୋଲିସ୍ ବାବୁ । ଧନ, ଜନକୁ ସୁରକ୍ଷା ଦେବେ କ’ଣ ନିଜେ ଚୋରି କଲେ । ଏବେ ଅଭିଯୋଗ ଦେବାକୁ ସାଧାରଣ ମଣିଷ ଯିବ କୁଆଡ଼େ ?
ଇନ୍ଫୋସିଟି ଥାନା ଅଞ୍ଚଳର ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷରେ ପାଠପଢ଼ୁଥିଲେ ।
୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ କୋହଳ କରିଛନ୍ତି ।
ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଥଣ୍ଡା, କାଶ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ପଜିଟିଭ ହେଲେ ଜିନମ୍ ସିକ୍ୟୁଏନ୍ସିଂ କରିବାକୁ ପରାମର୍ଶ ।
ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ । ପର୍ଯ୍ୟଟକମାନେ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି
ଅଦିନିଆ ବର୍ଷା ଭିଜେଇ ଦେଲା ମଣ୍ଡିର ଧାନ । ହଜାର ହଜାର ବସ୍ତା ଧାନ ଭିଜି ଗଜା ହେବା ଉପରେ । ହଜାର ହଜାର ବସ୍ତା ଧାନ, ପାଣିରେ ଭିଜି ଯାଇଥିବାରୁ ଗଜା ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି ।
ଗଞ୍ଜେଇରୁ ବି ତିଆରି ହୋଇପାରିବ ଖାଦ୍ୟ ସାମଗ୍ରୀ । ଭାଙ୍ଗ ମଞ୍ଜିକୁ FSSAI ମାନ୍ୟତା ପରେ ଚାଷ ସପକ୍ଷରେ ପୁଣି ତଥାଗତଙ୍କ ଯୁକ୍ତି । ଏଠୁ ଉତ୍ପାଦିତ ଗଞ୍ଜେଇ ନୁହେଁ ଖାଦ୍ୟ ଉପଯୋଗୀ: ଫୁଡ୍ ସେଫ୍ଟି କମିଶନର ।
ନୂଆବର୍ଷ ଆଗମନକୁ ନେଇ ସବୁଠି ଉତ୍ସାହ, ସବୁଠି ଉଲ୍ଲାସ । ଚଳିତ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ନେଇ ଆସୁ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।