• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 02 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 3 years ago

ଦୁଇଟି ମା’ର ଅନନ୍ୟ କାହାଣୀ: ଗୋଟେ ପଟେ ସ୍ୱାର୍ଥ ଅନ୍ୟପଟେ ମାନବିକତା

ଏ ଦୁନିଆ ସତରେ ବିଚିତ୍ର । ସ୍ୱାର୍ଥ ପାଇଁ ମଣିଷ କେଉଁଠି ରକ୍ତର ସଂପର୍କକୁ ଭୁଲିଯାଉଛି, ପୁଣି କେଉଁଠି ରକ୍ତର ସଂପର୍କ ନଥାଇ ବି ମାନବିକତାର ସଂପର୍କ ଯୋଡ଼ୁଛି । More
  • Otv Khabar Bureau
  • 3 years ago

ପେଟ ପାଇଁ ନାଟ; ଚାଖଣ୍ତେ ପେଟ ପାଇଁ ଦାଦନ ଖଟୁଛନ୍ତି ବ୍ଲକ୍ ଉପାଧ୍ୟକ୍ଷ

ଦିନେ ଯିଏ ସରକାରୀ ଯୋଜନା ବାଣ୍ଟୁଥିଲେ, ସିଏ ଆଜି ଚାଖଣ୍ଡେ ପେଟ ପାଇଁ ସଂଘର୍ଷ କରୁଛନ୍ତି । ଦିନେ ଯିଏ କାଳିଆ ଯୋଜନାର ଆବଣ୍ଟନ କରୁଥିଲେ, ଆଜି ନିଜେ ସିଏ ଦାଦନ ଖଟୁଛନ୍ତି । ଆମେ କହୁଛୁ, ବଲାଙ୍ଗିର ଦେଓଗାଁ ବ୍ଲକ ଉପାଧ୍ୟକ୍ଷଙ୍କ କଥା, ରାଜୁ ବାଗ୍‌ଙ୍କ ଅସହାୟତାର କାହାଣୀ । ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବ୍ଳକ୍ ଉପାଧ୍ୟକ୍ଷ ହୋଇଥିଲେ ରାଜୁ ବାଗ୍ । More
  • Chandan Shishu
  • 3 years ago

ବିଳମ୍ବରେ କରୋନା ଟିକା ନେବେ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ

ଆସନ୍ତାକାଲିଠାରୁ ଆରମ୍ଭ ହେବ କିଶୋରଙ୍କ ଟୀକାକରଣ। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି। ଟିକା ନେବାକୁ ଉତ୍ସାହିତ ହୋଇ ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ ସହ ସ୍ଲଟ୍ ବୁକିଂ ଆରମ୍ଭ କରିଦେଲେଣି କିଶୋର କିଶୋରୀ। More
  • Otv Khabar Bureau
  • 3 years ago

ଖାଲି ନାଁକୁ ସ୍ମାର୍ଟ କାର୍ଡ, ହେଲେ କାମ ଶୂନ!

ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି । More
  • Chandan Shishu
  • 3 years ago

ବିଜେଡି ସଭାରେ କରୋନାକୁ କଟକଣାକୁ ଶକ୍ତ ଚଟକଣା ! ଗୁଆଘିଅ ଡ୍ୟାନ୍ସରେ ଦୋହଲିଲା ମଞ୍ଚ

କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନଥିବା ସହ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। More
  • Chandan Shishu
  • 3 years ago

ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି କି ଓଡ଼ିଶା?

ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି। More
  • Chandan Shishu
  • 3 years ago

୨୩ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକାଲ କେସ୍

ରାଜ୍ୟରେ ପଜିଟିଭିଟି ହାର ବଢୁଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରିର ଯାଞ୍ଚ ଚାଲିଛି।  More
  • Sarbeswar
  • 3 years ago

ବିବାଦରେ ନବୀନ… ବିନା କଛାରେ ଜଗନ୍ନାଥଙ୍କୁ ମୁଣ୍ଡିଆ…

ନବୀନ ନିବାସ ତରଫରୁ ଛଡ଼ା ଯାଇଥିବା ଏକ ଭିଡିଓକୁ ନେଇ ବିବାଦରେ ଫସି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓଟିରେ ଦେଖିବାକୁ ମିଳୁଛି, ନବୀନ ଏକ ଲୁଙ୍ଗି ପିନ୍ଧି ନବୀନ ନିବାସ କାନ୍ଥରେ ଟଙ୍ଗା ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋକୁ ପ୍ରଣାମ କରୁଛନ୍ତି। କିନ୍ତୁ କଛା ମାରିବାକୁ ଭୁଲି ଯାଇଛନ୍ତି। ଓଡ଼ିଆ ଘରେ ଲୁଙ୍ଗି, ଗାମୁଛା କିମ୍ବା ଧୋତି ପିନ୍ଧିଥିବା ପୁରୁଷ, କଛା ମାରି ଦିଅଁଙ୍କୁ ଦଣ୍ଡବତ ହେବାର ପରମ୍ପରା ରହିଛି। ସେଥିପାଇଁ ନବୀନଙ୍କର ଏହି ଭିଡିଓକୁ ନେଇ କିଛି ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। More
  • Chandan Shishu
  • 3 years ago

ଓମିକ୍ରନ୍‌ ବେଳରେ ରାଜ କୁମାର ଶର୍ମାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। More
  • Rajalaxmi Sahoo
  • 3 years ago

ଲକ୍ଷାଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ

ଶହେ କି ଦୁଇ ଶହ ନୁହେଁ ଲକ୍ଷ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି। ଯାଜପୁରରୁ ଜବତ ହୋଇଛି ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍। ଟାଉନ ଥାନା ସନ୍ଥ ମହାଦେବ ଗାଁର ଏକ ଭଡ଼ା ଘରୁ ଜବତ ହୋଇଛି ଜାଲ୍ ନୋଟ୍। ଏହି ମାମଲାରେ ଅଭିଯୁକ୍ତ ଚନ୍ଦ୍ରମଣି ବଳଙ୍କୁ ଗିରଫ କରିଛି ପୋଲିସ୍। ଅଭିଯୁକ୍ତ ଜଣକ ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ଭଡ଼ା ଘର ନେଇ ସେଠି ଏହି ଜାଲ୍ ନୋଟ୍ ଛପା ଯାଉଥିଲା। ା ଏହି ନୋଟ୍‌କୁ ବିଶାଖାପାଟଣା ଓ ବିଜୟନଗରମକୁ ଯୋଗାଣ ହେଉଥିଲା। 

  • Rajalaxmi Sahoo
  • 3 years ago

କାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କଟକରେ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ। More

  • Sarbeswar
  • 3 years ago

ଓଡ଼ିଶାରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ More

  • Sarbeswar
  • 3 years ago

ମାଆ ମଲା ଖବର ପାଇ ଆସିଲେନି ପୁଅ, ମୁହଁରେ ନିଆଁ ଦେଲେ ୪ ଝିଅ

କଳିଯୁଗର କୁଳାଙ୍ଗାର ପୁଅ, ବଂଚିଥିବା ବେଳେ ଆସିଲେନି କି ମଲା ପରେ ପଚାରିଲେନି More

  • Rajalaxmi Sahoo
  • 3 years ago

ପାଣି ପାଇଁ ମୋବାଇଲ୍ ଟାୱାର ଉପରେ ଚଢ଼ିଗଲେ ଯୁବକ, ଧମକ ଦେଇ କହିଲେ- ତଳକୁ ଡେଇଁ ପଡ଼ିବି...

ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଜଣେ ଯୁବକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି। More

  • Otv Khabar Bureau
  • 3 years ago

ଶୈଶବ କାନ୍ଧରେ ପରିବାର ବୋଝ; କଟକର ଗଳିକନ୍ଦିରେ ବୁଲି ବିକ୍ରି କରୁଛନ୍ତି ଚା’

କଟକ ଜାଉଁଳିଆପଟି ଅଞ୍ଚଳର କୁନି ଚା ବିକାଳି ଉମା ଶଙ୍କର ଚୌଧୁରୀ ଓରଫ ଦୀପୁ । ମାତ୍ର ୧୧ ବର୍ଷ ବୟସରେ ସେ ପରିବାର ପ୍ରତିପୋଷଣ ପାଇଁ କଟକର ଗଳିକନ୍ଦିରେ ବୁଲି ଚା ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଏହାସହ ସେ ଫୋନରେ ଅନଲାଇନ୍ ଅର୍ଡର ନେଇ ମଧ୍ୟ ଚାହା ଯୋଗାଇଥାନ୍ତି । More

  • Pallipuspa Samal
  • 3 years ago

କେବେ ଖାଇନଥିବେ ଚିକେନର ଏହି ଦେଶୀ ରେସିପି ?

ଆପଣ କେବେ ପୋସ୍ତଦିଆ ଚିକେନର ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ମାଟି ହାଣ୍ଡି ପୋସ୍ତ ଚିକେନ’ । ଏହି ରେସିପିର ବିଶେଷତ୍ୱ ହେଲା ଏହାକୁ ଆମେ ସଂପୂର୍ଣ ଦେଶୀ ଶୈଳୀରେ ମାଟି ହାଣ୍ଡିରେ ପ୍ରସ୍ତୁତ କରିବୁ । More

  • Sarbeswar
  • 3 years ago

ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ : Dayturistଙ୍କ ଲାଗି ଆଜି ବି ବନ୍ଦ ରହିଲା ଶିମିଳିପାଳ

ନୂଆବର୍ଷରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ : ଆଜି Dayturistଙ୍କ ଲାଗି ଆଜି ବି ବନ୍ଦ ରହିଲା ଶିମିଳିପାଳ More

  • Rajalaxmi Sahoo
  • 3 years ago

ଆହୁରି ବଢ଼ିବ ଶୀତ, ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ତାପମାତ୍ରା

ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। More

  • Rajalaxmi Sahoo
  • 3 years ago

ଆସନ୍ତାକାଲିଠୁ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ, ସ୍ଥଗିତ ହେଲା ନିଷ୍ପତ୍ତି

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ସ୍କୁଲ୍‌ ଖୋଲିବାର ଥିଲା। ହେଲେ ଏବେ ଏହି  ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। More

  • Rajalaxmi Sahoo
  • 3 years ago

ନୂଆବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିଲେ, ପାଣି ଭିତରୁ ମିଳିଲା ମୃତଦେହ

ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ କାଲି ପିକ୍‌ନିକ୍‌ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। More

  • Rajalaxmi Sahoo
  • 3 years ago

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ୨ ମାସ ପରେ ୪ ଶହ ଟପିଲା ଦୈନିକ ସଂକ୍ରମଣ

୨ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

  • Rajalaxmi Sahoo
  • 3 years ago

Daily Horoscope, 2 Jan 2022: ଜାଣନ୍ତୁ, ଆଜିର ରାଶିଫଳ

ଆଜି ୨୦୨୨ ମସିହା ଜାନୁଆରୀ ୨ ତାରିଖ, ରବିବାର, ଧନୁ ୧୮ ଦିନ, ପୌଷ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଅପାଣଙ୍କ ରାଶିରେ... More

  • Rajalaxmi Sahoo
  • 3 years ago

ବିନା OTP, ବିନା ମେସେଜ୍‌ରେ ଆକାଉଣ୍ଟରୁ ୧ ଲକ୍ଷ ୪୮ ହଜାର ଟଙ୍କା ଗାଏବ

ଯଦି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ ସାବଧାନ ରୁହନ୍ତୁ। ନଚେତ୍‌ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି। More

  • Pramod Behera
  • 3 years ago

୨୦୨୨କୁ ସବୁ ଦଳର ଟାର୍ଗେଟ୍; ଚାଲିଛି ଜୋରଦାର ପ୍ରସ୍ତୁତି

୨୨ ହେଉଛି ନିର୍ବାଚନର ବର୍ଷ। ପଞ୍ଚାୟତ ସହ ପୌର ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଦଳ ଗୁଡିକ ପାଖରେ ଆଉ ସମୟ ନାହିଁ। ଶାସକ ବିଜେଡି ପାଇଁ ତିନି ପ୍ରମୁଖ ଚାଲେଞ୍ଜ୍‌ ହେଲା, ଦଳ ଭିତରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ଓ ଆମଦାନୀ ନେତାଙ୍କୁ ଥଇଥାନ କରିବା। More

  • Chandan Shishu
  • 3 years ago

‍କ୍ଷୀପ୍ର ବେଗରେ ମାଡୁଛି କରୋନା, ଅସ୍ଥାୟୀ ହସ୍ପିଟାଲ କରିବାକୁ କହିଲା କେନ୍ଦ୍ର

ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। More

  • Chandan Shishu
  • 3 years ago

ଦିନେ ରାୱତଙ୍କୁ ଭେଟିଥିଲେ ଓଡ଼ିଆ ପୁଅ, ଏବର୍ଷ ହେଲେ NDA ଟପ୍ପର

ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ। More

  • Sarbeswar
  • 3 years ago

'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ'' More

  • Chandan Shishu
  • 3 years ago

ରାଜଧାନୀରେ ମାଆ-ପୁଅ ଗୃହବନ୍ଦୀ, ଶୁଣୁନି ପୋଲିସ୍ !

ଏହା ଆମର ନିଜ ଘର। ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ। ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ। ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ। More