ମହିଳା ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓ ନାରୀ ଶକ୍ତିକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଏହି ଫଳାଫଳ ତାହାର ପ୍ରତିଫଳନ ବୋଲି କହିଛନ୍ତି ସମୀର ମହାନ୍ତି ।
ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । କାନପୁର ଥାନା ସୁଧାମାଳ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବକଜଣକ ଆତ୍ମହତ୍ୟା କରିଛନ୍ତି ।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସମ୍ମେଟିଭ୍ ଆସେସ୍ମେଣ୍ଟ୍ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
କୋଇଲା ବୋଝେଇ ହୋଇ ଟ୍ରେନ୍ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।
ୟୁକ୍ରେନ୍ରୁ ଫେରିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଳତି ଗାଁର ଡାକ୍ତରୀ ଛାତ୍ରୀ ଶୁଭଲଷ୍ମୀ ବରାଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଘରେ ପହଞ୍ଚିଛନ୍ତି ।
ସ୍ୱଚ୍ଛ ,ଅବାଧ ଓ ନିରପେକ୍ଷ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଟକ ଜିଲ୍ଲା ପ୍ରଶାସନ । ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବାକୁ ଥିଲା ବେଳେ ସୁରକ୍ଷା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।
କାଳ ସାଜିଛି ଡାଇଭରସନ୍ ରୋଡ୍। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଡରୁଛନ୍ତି। କାରଣ ଅକାଳରେ ଚାଲି ଯାଉଛି ଜୀବନ।
ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡବାସୀ । ତଥାପି ଦୂର ହୋଇପାରିନି ପାନୀୟ ଜଳ ସମସ୍ୟା ।
ଲୋକେ ବହୁ ସମୟରେ ଏଥିରୁ ସୁବିଧା ବି ପାଉଥିଲେ । ହେଲେ ଏବେ ୧୦ ବର୍ଷ ହେବ ପୋଖରୀ ଗୁଡ଼ିକରେ ଦଳ ମାଡ଼ିଯିବା ସହ ଜଳ ଅପରିଷ୍କାର ହୋଇଛି ।
୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଏମ୍ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା ।
ଏକବିଂଶ ଶତାବ୍ଦୀର ଡିଜିଟାଲ୍ ଯୁଗରେ ସମୟ ସହିତ ତାଳଦେଇ ଆଗକୁ ବଢୁଛି ନାରୀ। କଷ୍ଟକର ପରିସ୍ଥିତିରେ ଥରେ ନୁହେଁ, ବାରମ୍ବାର ସେ ପ୍ରମାଣିତ କରିଛି ଯେ ସେ ଅନନ୍ୟା, ସେ ଅପରାଜିତା। ନିଜ ଉଦ୍ୟମରେ ନିଜର ପରିଚୟ ସୃଷ୍ଟିକରିପାରିଛି ସେ। ସେଥିପାଇଁ ତ ସେ ଆଜି ଅନ୍ୟମାନଙ୍କ ପାଇଁ ସାଜିଛି ଉଦାହରଣ। ଆସନ୍ତୁ ଜାଣିବା ସେମିତି ଏକ ନାରୀଙ୍କ ବିଷୟରେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୋଲ କାମ ଚାଲିଥିବା ବେଳେ ଆଜି ହଠାତ୍ ସାଇଡ୍ ଓ୍ବାଲ୍ ଭୁଶୁଡ଼ି ପଡ଼ିଥିଲା।
ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ସମସ୍ତଙ୍କୁ ଚକିତ କରିଛି।
ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଘଟିଛି ଏଭଳି ଦୁର୍ଘଟଣା । ଏଥିରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ସୂଚନା ।
ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ।
ଏମାନଙ୍କ କହିବା କଥା ଆଜି ବି ଲୋକମାନେ ଦୁର୍ଦ୍ଦିନରେ ଅଛନ୍ତି।
ନିକଟରେ ଏଥିପାଇଁ ASI ଓ NMAର ଏନଓସି ମଧ୍ୟ ମିଳିଛି। ତେବେ ଏଭଳି ବିପଜ୍ଜନକ ଖନନ AMASR ବାହାରେ ବୋଲି କଡ଼ା ଆପତ୍ତି ଉଠିଛି।
ଭଗ୍ନାଂଶ ତଳୁ ୩ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା । ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା । ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା ।
ଏହି ଘଟଣା କାହିଁକି ଘଟିଲା, କେମିତି ଘଟିଲା ? ସେନେଇ ତଦନ୍ତ କରାଯିବ । ତଦନ୍ତ କିଏ କରିବ ସେନେଇ ସରକାର ନିଷ୍ପତ୍ତି ନେବେ । ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଜିଲ୍ଲାପାଳ ।
ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା ।