• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 17 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ବର୍ଷିଆନ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ

୮୩ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳୁଛି। More
  • Chandan Shishu
  • 2 years ago

ଗୁଳି କରି ହତ୍ୟା କରିବା ବେଳେ ନିଜକୁ ବିଜେଡି ନେତା କହିଲା ଅଭିଯୁକ୍ତ !

ବଚସା ମଧ୍ୟରେ ଏକ ଶିକାରୀ ବନ୍ଧୁକରୁ ଦଳେଇକୁ ଗୁଳି କରି ହତ୍ୟା କରିଥିଲା ନୃପତ୍ତି। More
  • Chandan Shishu
  • 2 years ago

ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ !

ସରପ୍ରାଇଜ୍ କାର୍ଡ ବି ଖେଳି ପାରନ୍ତି ନବୀନ। More
  • Pramod Behera
  • 2 years ago

ପ୍ରାକ୍ଟିକାଲ୍‌ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ

ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ। More
  • Chandan Shishu
  • 2 years ago

ଏୟାର ଆମ୍ବୁଲାନ୍ସ ରୋଗୀ ନୁହେଁ ଅଯଥାରେ ଡାକ୍ତରଙ୍କୁ ବୋହୁଛନ୍ତି ସରକାର: ବିଜେପି

ଏହି ଯୋଜନା କେବଳ ବିଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ସେ କହିଛନ୍ତି। More
  • Prangyan Parimita
  • 2 years ago

ସିମରନ୍‌ଙ୍କ ଶେଷ ଚିଠି : ‘ତୁମେ ମୋ ସହ ଯାହା କିଛି କରିଛ, କଣ ସେଇଟା ବି ମିଛ ଥିଲା’

ରଞ୍ଜିତଙ୍କ ଜୀବନରେ ବି ଆଉ କେବେ ଆସିବେ ନାହିଁ ସିମରନ। କାରଣ ବୈତରଣୀରେ ନିଜ ଭଲ ପାଇବାକୁ ଜଳାଞ୍ଜଳି ଦେଇ ସେ ନିଜକୁ ଶେଷ କରି ଦେଇଛନ୍ତି। ପ୍ରେମିକ ରଞ୍ଜିତଙ୍କ ଜୀବନରୁ ଦୂରେଇ ଯିବା ପୂର୍ବରୁ ନିଜ ମନର କଥାକୁ ଏମିତି ଚିଠି ଲେଖି ଦେଇଛନ୍ତି ସିମରନ ଜେନା। More
  • Prangyan Parimita
  • 2 years ago

ଲୋକଙ୍କ ପାଇଁ ସାହା ଭରସା ବାଉଁଶ ପୋଲ : ଟିକିଏ ଅସାବଧାନ ହେଲେ ଜୀବନ ଚାଲିଯିବାର ଭୟ,ଏପଟେ ଅସମ୍ପୂର୍ଣ୍ଣ ଅବସ୍ଥାରେ ବିଜୁ ସେତୁ

ମୟୂରଭଞ୍ଜ ଏବଂ କେନ୍ଦୁଝର ସୀମାର ଆଦିପୁର, ପଦ୍ମପୁର ସ୍ଥିତ ବୈତରଣୀ ଏବଂ ଭଣ୍ଡନ ନଦୀର ମିଶ୍ରଣ ସ୍ଥଳ । ଦୁଇଟି ନଦୀର ମୁହାଣ ମିଶି ଥିବାରୁ ଏହାକୁ ଦୋ-ମୁହାଣୀ ବୋଲି ସ୍ଥାନୀୟ ଲୋକେ କହନ୍ତି । More
  • Prangyan Parimita
  • 2 years ago

ଖାଇବାକୁ ଦେଲାବେଳେ ଯୁବତୀଙ୍କ ହାତକୁ କାମୁଡ଼ି ଭିଡ଼ିନେଲା କୁମ୍ଭୀର,ଆଉ ତା’ପରେ...

କିଏ ଜାଣିଥିଲା ଏମିତି ହେବ ବୋଲି। ସେଦିନ କୁମ୍ଭୀରକୁ ଖାଇବାକୁ ଦେଉଥିଲେ ଯୁବତୀ। ହଠାତ୍ ହାତକୁ ମାଡି ବସିଲା କୁମ୍ଭୀର। ପାଣିକୁ ଭିଡି ନେଇ ପାଟିରେ ପୂରାଇବା ବେଳେ ହେଲା . ... More
  • Prangyan Parimita
  • 2 years ago

ମହୁଲର ଅଭାବି ବିକ୍ରି : ଉଚିତ ମୂଲ୍ୟ ମିଳୁନଥିବାରୁ ନିରାଶ ଲୋକେ

ନୂଆପଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକଙ୍କୁ ଖରା ୨ ମାସ ଅର୍ଥ ଯୋଗାଇ ଥାଏ ମହୁଲ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି । More
  • Satyendu Shekher Mishra
  • 2 years ago

ମୋଦିଙ୍କ ଗୁଣ ଗାନ୍‌ କଲେ ଲେଖାଶ୍ରୀ, ବଖାଣିଲେ କେନ୍ଦ୍ର ସରକାରଙ୍କ ସଫଳତା

ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ସେ କହିଛନ୍ତି, ୨୦୧୪ ଆଗରୁ ଦେଶର ଅର୍ଥନୀତି ପୁରା ଦୁର୍ବଳ ଥିଲା । ୫୦ ଭାଗ ଲୋକ ବ୍ୟବସ୍ଥାରୁ ବାହାରେ ଥିଲେ । ମୋଦି ସରକାର ଆସିବା ପରେ ସେଥିରେ ଅନେକ ପରିବର୍ତ୍ତନ ଆସିଛି । More
  • Rajalaxmi Sahoo
  • 2 years ago

ଜୀବନର ମୂଲ୍ୟ କ’ଣ ମାତ୍ର ୩୦ ହଜାର ଟଙ୍କା ? ସାଙ୍ଗର ଜୀବନ ନେଲା ସାଙ୍ଗ, ହତ୍ୟା କରି ନାଳରେ ଫିଙ୍ଗି ଦେଲା

ମାତ୍ର ୩୦ ହଜାର ଟଙ୍କା ପାଇଁ ହତ୍ୟା ପରି ଜଘନ୍ୟକାଣ୍ଡ ଘଟାଇବାକୁ ପଛାଇଲେ ନାହିଁ। ତାହା ପୁଣି ଅଜଣା ଲୋକ କି ଚୋର ଡକାୟତ ଖଣ୍ଟ ନୁହେଁ, ବରଂ ନିଜ ଗାଁ ଲୋକ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଘନିଷ୍ଠ ସମ୍ପର୍କ ଥିଲେ ହତ୍ୟା କରିବାକୁ ପଛାଇଲେ ନାହିଁ ଗାଁ ଲୋକେ।  More
  • Rajalaxmi Sahoo
  • 2 years ago

କେମିତି ATM ଉପାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିଲେ ? ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍‌ କରିଛି ପୋଲିସ। ସେମାନଙ୍କ ଲୁଟ୍‌ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି। More
  • Prangyan Parimita
  • 2 years ago

ପରିଣତ ବୟସରେ ଲୋକ କଲ୍ୟାଣ ଚିନ୍ତା : ପେନସନ ଟଙ୍କାରେ କଂକ୍ରିଟ ଗାଧୁଆ ତୁଠ ନିର୍ମାଣ କରାଇଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତର ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘର । ଭଲରେ ଚାଲି ପାରୁନଥିଲେ ସୁଦ୍ଧା ପରିଣତ ବୟସରେ ଲୋକଙ୍କ ଚିନ୍ତା ଘାରିଛି More
  • Prangyan Parimita
  • 2 years ago

ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା ସରକାରୀ କଟକଣା : ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ସରକାରଙ୍କ ଏହି ନିୟମ କିନ୍ତୁ ସମୁଦ୍ରକୁ ଯାଇ ମାଛମାରି ପରିବାର ଚଳାଉଥିବା ମତ୍ସଜୀବୀଙ୍କ ଉପରେ ବୋଝ ପାଲଟିଛି । ସମୁଦ୍ରକୁ ଯାଇ ମାଛମାରି ଦୁଇ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବି ଏବେ କେମିତି ପରିବାର ଚଳାଇବ ଏବେ ସେହି ଚିନ୍ତାରେ More
  • Rajalaxmi Sahoo
  • 2 years ago

ଅଣ୍ଟା ବ୍ୟଥା ହେଉଥିଲା, ହେଲେ ଫୋଡ଼ିଲେ କୁକୁର ଇଞ୍ଜେକ୍ସନ...

ମଣିଷକୁ ଦିଆଯାଇଛି ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ତାହା ପୁଣି ଗୋଟିଏ ନୁହେଁ ତିନି ତିନିଟି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହୁଲଡିହା ଗାଁରୁ ଏଭଳି ଅଭିଯୋଗ ଆସିଛି। More
  • Satyendu Shekher Mishra
  • 2 years ago

OTVକୁ ୨୫ ବର୍ଷ ! ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ତିମ ଯାତ୍ରାରୁ ଆରମ୍ଭ ହୋଇଥିଲା ଖବର ଦୁନିଆର ଯାତ୍ରା

୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ । More
  • Rajalaxmi Sahoo
  • 2 years ago

ଉଗ୍ର ରୂପ ନେଲା ଗୁଳିମାଡ଼: ଅଭିଯୁକ୍ତର ସ୍ତ୍ରୀ, ୩ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୃତକଙ୍କ ପରିବାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 2 years ago

ଜଗା ଦର୍ଶନ ହେଲା ଶେଷ ଦର୍ଶନ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। More
  • Rajalaxmi Sahoo
  • 2 years ago

Daily Horoscope 17 April 2022: ଜାଣନ୍ତୁ ଆଜିର ରାଶିଫଳ...

୨୦୨୨ ମସିହା, ଏପ୍ରିଲ ମାସ ୧୭ ତାରିଖ, ରବିବାର, ମେଷ ୪ ଦିନ, ବୈଶାଖ ମାସ କୃଷ୍ଣପକ୍ଷ, ପ୍ରତିପଦତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Satyendu Shekher Mishra
  • 2 years ago

ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ

ପ୍ରଥମ ଏକ ଘଣ୍ଟା ବେଳାଭୂମି ସଫେଇ ପରେ ବିଚ୍ ଯୋଗ, ବିଚ୍ ଭଲିବଲ୍, କୁଇଜ୍, ଫନି ଗେମ୍ସ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । More
  • Rajalaxmi Sahoo
  • 2 years ago

କୁମ୍ଭୀର ମୁହଁରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ...

ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ଜୀବନ ବଞ୍ଚାଇବା ପାଇଁ ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଥିବା ଯୁବକଙ୍କୁ ଭରା ନଦୀରୁ ବଞ୍ଚାଇ ଆଣିଲା ଅଗ୍ନିଶମ ବାହିନୀ। More
  • Satyendu Shekher Mishra
  • 2 years ago

ଧନ ଷ୍ଟକ୍‌ ଅଛି, ବିକ୍ରି ପାଇଁ ଅବଧି ସରିନି ! ତଥାପି ମଣ୍ଡି ଉଭାନ, ପ୍ରଶାସନ ଚୁପ୍‌

ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀ ।  More
  • Satyendu Shekher Mishra
  • 2 years ago

ମନେ ପଡ଼ିଲା କୋଟିଆ କଥା, ମୁଖ୍ୟ ସଚିବ ସ୍ଥିତି ଦେଖିଲେ ! ଦେଖିବା ଆଗକୁ କ’ଣ ହେଉଛି..

ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ । More
  • Satyendu Shekher Mishra
  • 2 years ago

ମାହାଙ୍ଗା ଗଣହତ୍ୟା ମାମଲା: ଶିବ ସାହୁର ସରିଲା ରିମାଣ୍ଡ, ତଥାପି ରହିଛି ଦ୍ୱନ୍ଦ୍ୱ

ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, କଟୁରୀ ଓ ଶିବର ମୋବାଇଲ ପୂର୍ବରୁ ସିଜ୍‌ କରିଛି ପୋଲିସ । More
  • Rajalaxmi Sahoo
  • 2 years ago

ପରୀକ୍ଷା ଦେବାକୁ ୧୨୦ କି.ମି. ଯିବେ ଛାତ୍ରଛାତ୍ରୀ

ସ୍କୁଲ୍‌ ଠାରୁ ୧୨୦ କିଲୋମିଟର ଦୂରରେ ପରୀକ୍ଷା କେନ୍ଦ୍ର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବାକୁ  ୧୨୦ କିଲୋମିଟର ଦୂର ରାଇରଙ୍ଗପୁର ଯିବେ। More
  • Satyendu Shekher Mishra
  • 2 years ago

ଚିଠି ପରେ ଚିଠି ! ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହେଲାଣି ଭିନ୍ନ ବିବାଦ

୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି । More
  • Satyendu Shekher Mishra
  • 2 years ago

ଆହୁରି ତାତିବ ! ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ । More
  • Chandan Shishu
  • 2 years ago

ମଲ୍‌ରେ ସଠିକ୍ ଢଙ୍ଗରେ ପାଳନ ହେଉଛି ତ ଫାୟାର ସେଫ୍ଟି ଗାଇଡଲାଇନ୍ସ ?

ଅଗ୍ନିକାଣ୍ଡ ପରେ ଏହି ମଲ୍‌ରେ ଫାୟାର ସେଫ୍ଟିକୁ ଅଧିକ କଡାକଡି କରାଯାଇଛି। More
  • Chandan Shishu
  • 2 years ago

ପ୍ରେମଜନିତ ଆତ୍ମହତ୍ୟାରୁ କେମିତି ମୁକୁଳିବେ ପିଲା ?

ପ୍ରେମଜନିତ ଆତ୍ମହତ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- NCRBର ତଥ୍ୟ ବି ଚମକାଇ ଦେଲାଭଳି।  More
  • Otv Khabar Bureau
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ; ଏବେବି ଚାଲିଛି ବେଧଡକ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍‌ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ । More
  • Chandan Shishu
  • 2 years ago

ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ।  More
  • Otv Khabar Bureau
  • 2 years ago

ମେ' ମାସରୁ ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର

ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ । More