ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କୁ ବାବାଙ୍କ ଆକ୍ରମଣ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବାବାଙ୍କ ମୃତ୍ୟୁ ।
ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି ।
ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।
OSSCର ULB ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଭଦ୍ରକରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ।
ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବଙ୍କ ହତ୍ୟା ମାମଲା । ମୁଖ୍ୟ ସନ୍ଦିଗ୍ଧ ଗୀତାଞ୍ଜଳି ବାଘଙ୍କୁ ଉଠାଇ ନେଲା ପୋଲିସ୍ ।
ରାସ୍ତାରେ ଲୋକେ ମାନୁନାହାଁନ୍ତି ନିୟମ । ଭିଡ ବଢାଉଛି ରଙ୍ଗ ରୁଟରେ ଡ୍ରାଇଭିଂ ଓ ପାର୍କିଂ ।
ମନରେଗା ଯୋଜନାର ଅନୁଦାନକୁ କେମିତି ଆତ୍ମସାତ୍ କରାଯିବ, ତାର ବାଟ ଖୋଜାଗଲା। ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାର୍ଡୱାଲ, ଧସିଗଲା ମାଟି ।
ଜଲାପୁଟ ଜଳଭଣ୍ଡାର ସୂଚନା ବୋର୍ଡକୁ ଉପାଡ଼ି ଦେଲେ । ଓଡ଼ିଶାର ସ୍ୱାଗତ ବୋର୍ଡକୁ ମଧ୍ୟ ବାହାର କରିଦେଲେ । ଜଲାପୁଟରେ ନିଜ ଦବଦବା ଜାହିର କରିବାକୁ ଉଦ୍ୟମ ।
ସିଂହନାଥ ମନ୍ଦିରର ସିଂହଭାଗ ଲୁଟ୍...ମନ୍ଦିର ଉନ୍ନତିକରଣ ପାଇଁ ୨୦୧୮ ମସିହାରେ ୨ଟି ପର୍ଯ୍ୟାୟରେ ୯୯ ଲକ୍ଷ ୯୦ ହଜାର ଅର୍ଥାତ୍ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସିଂହନାଥ ମନ୍ଦିରର ଉନ୍ନତିକରଣ ଶୂନ୍ ।
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୩୩ ଗତେ ଧନୁ । ଜାଣନ୍ତୁ ଆପଣଙ୍କ ଶୁଭ ଓ ଅଶୁଭ ସମୟ...
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା
ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ସେହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ NH ୨୦ ହୋହିରା ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା ।
ଲଘୁଚାପ ପାଇଁ ଆଜି ସକାଳ ସାଢେ ୮ଟା ସୁଦ୍ଧା ୨୦ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଂଜ, ଯାଜପୁର, ବଲାଙ୍ଗିର ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଗାଡ଼ିରେ ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି ୨ କିଲୋ ଟମାଟୋ ଧରି ଖସିଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଇ ଘଣ୍ଟା ପରେ ବି ସେ ନଆସିବାରୁ ସନ୍ଦେହ ବଢ଼ିଥିଲା ଟମାଟୋ ବ୍ୟବସାୟୀଙ୍କର।
ଓଃ କି ଦୁଃଖ? ବୟସ ୬୩ ଛୁଇଁଲାଣି...୧୮ ବର୍ଷର ଦିବ୍ୟାଙ୍ଗ ଝିଅ । ସରକାରୀ ସହାୟତା କିଛି ମିଳୁନି । ପ୍ରଶାସନକୁ ଗୁହାରି କରିକରି ଥକିଗଲେ ହେଲେ ଦୁଃଖ କେହି ଶୁଣିଲେନି
କାହିଁକି ? କେବେଠାରୁ? ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍ରେ ଚଢାନ୍ତି ନାହିଁ ବସ୍ କର୍ମଚାରୀ ? ବରମୁଣ୍ଡାରେ ଏମିତି କଣ ଘଟିଲା ଯେ ମହିଳାଙ୍କୁ ପ୍ରଥମେ ଚଢାଇବାକୁ ନିର୍ଦ୍ଦେଶ ଦେଲେ ମହିଳା କମିଶନ ଅଧ୍ୟକ୍ଷା
ଥରେ ନୁହେଁ ଦୁଇଦୁଇ ଥର MBBS ପାଇଲେଣି । ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଭାରି ଇଚ୍ଛା...ହେଲେ ସ୍ୱପ୍ନ ପୂରଣରେ ବାଧକ ସାଜିଛି ଟଙ୍କା । ବାପା ମଜୁରିଆ, ମାଆ ପକୁଡ଼ି ବିକନ୍ତି...ଏତିକି ଟଙ୍କାରେ ପୁଅ ଡାକ୍ତର ପଢିବ ବା କେମିତି? ଆପଣ ସାହାଯ୍ୟ କଲେ ଡାକ୍ତରୀ ପଢିପାରନ୍ତେ ଛତ୍ରପତି
ବଣରୁ ଆସି ଗାଁରେ ବୁଲୁଛି ହାତୀ । ଡରି ଡରି ବଞ୍ଚୁଛନ୍ତି ଲୋକେ...ହେଲେ ୪ ଦିନ ହେଲାଣି ଲାଇନ୍ କଟିଯିବାରୁ ତେଜିଲାଣି ଅସନ୍ତୋଷ । ବିଷାକ୍ତ ସାପଙ୍କ ବାସସ୍ଥଳି ହୋଇଥିବାରୁ ଲାଇନ୍ ନଦେଲେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ
ଭାଲୁ ଡରରେ ଲୋକେ ଭୟଭୀତ । ଏକା ଘରୁ ବାହାରିବାକୁ ରାଜି ହେଉନାହାନ୍ତି ଲୋକେ...ସେପଟେ ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ
ବାହାଘର ବେଳେ ଦେଢଲକ୍ଷ ଟଙ୍କା ନେଲେ, ଜାନିଯୌତୁକ ବି ନେଲେ । ଏବେ ପୁଣି କାର ମାଗୁଥିଲେ...ଅନେକ ସମୟରେ ମାରପିଟ୍ ବି କରୁଥିଲେ । ସଙ୍ଗେ ସଙ୍ଗେ କାର ଦେବା ସମ୍ଭବ ନହେବାରୁ ନବବଧୂକୁ ମାରିଦେଲେ ଶାଶୂଘର ଲୋକେ । ଘର ଲୋକ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା
ବୟସ ୭୦ ପାର ହେଲାଣି, ହେଲେ ଭାରି ଚଳଚଞ୍ଚଳ ଉଭୟ କାମରେ ଓ କଲମରେ। ନିଇତି ରାତି ୩ଟାରୁ ଆରମ୍ଭ ହୁଏ ବିଚିତ୍ରାନନ୍ଦଙ୍କ ଦୈନ୍ୟଦିନ ଜୀବନଚର୍ଯ୍ୟା।
ବେଶ୍ ସୌଖୀନ ଜୀବନ ବିତାଉଥିବା ଗୋବିନ୍ଦଙ୍କୁ ଗତ ୧୯ ତାରିଖରେ ଗିରଫ କରିଛି ବାଲେଶ୍ବର ପୋଲିସ। କୋଟିପତି ଶିକ୍ଷକଙ୍କ ଗାଡି ଜବତ କରିଛି।
ମୋଦି ସରକାରକୁ YSR କଂଗ୍ରେସର ସମର୍ଥନ, ଅକଳରେ ବିଜେଡି । ସୁପ୍ରିମୋ ନେବେ ନିଷ୍ପତ୍ତ.. କଂଗ୍ରେସର ଅଭିଯୋଗ ବିଜେପି-ବିଜେଡି ଏକ
କେବଳ ମହାବଳ ନୁହେଁ, ରାଜ୍ୟରେ କଲରାପତରିଆ ବାଘ ବି ସଙ୍କଟରେ। ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲା ବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ ।