ଘର ଛାଡ଼ି ପଳାଇ ଆସିଥିବା ଜଣେ ୧୪ ବର୍ଷୀୟ ଯୁବତୀଙ୍କୁ ପରିବାର ଲୋକଙ୍କ ସହ ପୁନଃମିଳନ କରାଇଲେ ଅଟୋ ଡ୍ରାଇଭର। ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହା ସମ୍ଭବପର ହୋଇପାରିଲା।
ପାର୍କିଂ ଫି ଆଦାୟ ଆଇନସମ୍ମତ ନୁହେଁ । ଏବେ ମଲରେ ପାର୍କିଂ ଫି ନେଉଛ, ଆଗକୁ ଲିଫ୍ଟ ଚାର୍ଜ ନେବ । ପାର୍କିଂ ଫି ଆଦାୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ ।
୨୦ ଦିନରେ ୧ କୋଟି ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମୁଛି, ଏହା ସକରାତ୍ମକ ସଙ୍କେତ । ସମସ୍ତେ ସୁରକ୍ଷିତ ରହୁନ୍ତୁ, ଆର୍ଥିକ ଗତିବିଧି ଜାରି ରହୁ ।
ପାଗଳ କରିଛି ଦେଶପ୍ରେମ। ୫୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଦେଶର ଗରିବ ଲୋକଙ୍କ ସେବା କରୁଛନ୍ତି ଯୁବ IPS ସନ୍ତୋଷ ମିଶ୍ରା। ଡ୍ୟୁଟି ସରିବା ପରେ ସ୍କୁଲରେ ପାଠ ପଢାଉଛନ୍ତି ପୁଣି ରାସ୍ତାରେ ଥିବା ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି...ତାଙ୍କ କାମକୁ ନେଇ ଦେଶରେ ଏବେ ଭାରି ଚର୍ଚ୍ଚା
ଆପଣ iPhone 13କୁ ମାତ୍ର ୬,୨୦୦ ଟଙ୍କାରେ କିଣିପାରିବେ ! କଥା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହାକୁ କିଣିବା ମଧ୍ୟ ଏକ ପ୍ରକାର ଅଜବ ଭଳି।
‘ପାପା, ମୁଁ ବାହା ହୋଇସାରିଛି। ଟେନ୍ସନ୍ ଦିଅନ୍ତୁନି’... ଭିଡିଓ ଓ ଫଟୋ ଛାଡ଼ି ଏଭଳି କିଛି କହିଛନ୍ତି ବିହାରର ଜଣେ ଯୁବତୀ। ଯୁବତୀ ଜଣକ ନିଜ ଅପହରଣ FIR ଘଟଣାକୁ ମିଥ୍ୟା ବୋଲି କହିଛନ୍ତି।
ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତଙ୍କ ମଧ୍ୟରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।
ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ
ସଂକ୍ରମଣ ଭୟ ଥିବାରୁ ବନ୍ଦ କରିଦେଲେ କ୍ୟାମ୍ପେନ୍ । ରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଡୋର୍ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କରି ଦେଇଛନ୍ତି ।
ପୁଣି କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୨୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
SBIକୁ ଦିଲ୍ଲୀ ମହିଳା କମିଶନ ନୋଟିସ୍ କରିଛନ୍ତି। ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗ ଦେବାରେ ଅଟକାଇବା ଓ ସାମୟିକ ଅଯୋଗ୍ୟ ଘୋଷଣାକୁ ନେଇ ଏହି ନୋଟିସ୍ ଜାରି ହୋଇଛି।
ମାରିଟାଲ ରେପ୍କୁ ଅପରାଧ ଶ୍ରେଣୀକୁ ଆଣିବା ପାଇଁ ହେଲେ ଭାରତରେ ଏହାକୁ ଅତି ଯତ୍ନର ସହ ବିଚାର ବିମର୍ଷ କରିବାକୁ ପଡ଼ିବ । ଅନେକ ଦେଶରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲେ ବି ଆମେ ଅନ୍ଧ ଭାବେ ପାଶ୍ଚାତ୍ୟ ଦେଶଙ୍କୁ ଅନୁସରଣ କରିପାରିବା ନାହିଁ ବୋଲି କୋର୍ଟଙ୍କୁ ଜଣାଇଛି କେନ୍ଦ୍ର ।
‘ପବ୍ଜୀ’ ପାଇଁ ପୁରା ପରିବାର ସଫା। ଜଣେ ୧୪ ବର୍ଷୀୟ ନାବାଳକ ‘ପବ୍ଜୀ’ ଗେମ୍ ପ୍ରଭାବରେ ଆସି ନିଜ ମା’, ଭାଇ ଓ ୨ ନାବାଳିକା ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।
ଟ୍ରେନ୍ରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।
ସ୍ୱାମୀଙ୍କୁ ହତ୍ୟା କରିବା ପରେ ପଡ଼ୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଲେ। ଖବରପାଇ ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଥିଲା। ହେଲେ କିଛି ଘଣ୍ଟା ପରେ ମହିଳାଙ୍କୁ ଛାଡ଼ି ଦେଇଥିଲା ପୋଲିସ୍।
ଝୁଲନ୍ତା ଅବସ୍ଥାରେ ବେଙ୍ଗାଲୁରୁର ଏକ ଫ୍ଲାଟ୍ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୌନ୍ଦର୍ଯ୍ୟା ମାନସିକ ଅବସାଦ(ଡିପ୍ରେସନ୍)ରେ ରହୁଥିବାବେଳେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କ୍ଷେତ୍ରରେ ଭାରତର କୁଟନୈତିକ ଷ୍ଟ୍ରାଟେଜି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ତଟ ସୁରକ୍ଷା ଲାଗି ଫିଲିପାଇନ୍ସ ନୌସେନା ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର କିଣିବ ।
୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳ ମାନଙ୍କର ଜମା ସହ ସଂପତ୍ତିର ତାଲିକା ପ୍ରକାଶ କରିଛି ଆସୋସିଏସନ୍ସ ଫର ଡେମୋକ୍ରାଟିକ୍-ଏଡିଆର୍ ।
ମୋବାଇଲରେ ରିଚାର୍ଜ ପ୍ଲାନ ଗୁଡ଼ିକ ସାଧାରଣ ଭାବରେ ୨୮ ଦିନ ହିଁ ରହିଥାଏ କିନ୍ତୁ କମ୍ପାନୀମାନେ କହନ୍ତି ଏହା ସେମାନଙ୍କର ମାସିକ ପ୍ଲାନ। ଅନେକ ଥର ଗ୍ରାହକମାନେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କମ୍ପାନୀ ଏନେଇ କର୍ଣ୍ଣପାତ କରିନଥିଲେ
ହେଲିକପ୍ଟରରୁ ଯୁଦ୍ଧ କଳା ପ୍ରଦର୍ଶନ ହେଉ କି ପାରାଚ୍ୟୁଟ୍ରୁ ଅବତରଣ ଭଳି ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ । ସମସ୍ତ ଏହା ଦେଖି ଆତ୍ମ ବିଭୋର ହୋଇଥିଲେ । ସେନା ଭଳି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ NCC କ୍ୟାଡେଟ୍ ମାନେ । NCC କ୍ୟାଡେଟ୍ଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା ।
ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁଶ୍ ଅପ୍। ଆପଣ ଏମିତି ଅନେକ ପୁଶ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁଶ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁଶ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ।
ଏନସିସିର କାର୍ଯ୍ୟକ୍ରମରେ ମୋଦି ଶିଖ ଲୁକ ସହ ଗାଢ଼ ସବୁଜ ରଙ୍ଗର ପଗଡି ପିନ୍ଧିଛନ୍ତି । ଏହା ବ୍ୟତୀତ ସେ କଳା ଚଷମା ମଧ୍ୟ ପିନ୍ଧିଛନ୍ତି ।
ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍କୁଲ୍ ଖୋଲିବାକୁ ବିଚାର କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିପାରନ୍ତି ବୋଲି ଜଣାପଡ଼ିଛି।
ବିଦେଶରେ ଦ୍ୱିତୀୟ ବିବାହ କଲେ, ଆସନ୍ତା ଥର ଆସିଲେ ସାଥୀରେ ନେଇଯିବି କହି ଠକୁଥିଲା ସ୍ୱାମୀ ,ଏବେ ଖୋଲିଲା ପୋଲ୍
‘ଭାଇ’ ବୋଲି ନଡାକିବାରୁ ନିଧୂର୍ମ ପିଟି ଚାଲିଲେ। ଏପରିକି ତଳେ ପଡ଼ିଥିବା ବିସ୍କୁଟ ଖାଇବାକୁ ମଧ୍ୟ ବାଧ୍ୟ କଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।