Advertisment

ଉପରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା ହେଲା ତାରିଖ

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ସରୁଛି।

author-image
Chandan Shishu
Vice President Election

Vice President Election

ନୂଆଦିଲ୍ଲୀ: ଅଗଷ୍ଟ ୬ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ ା ଉପରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା ହେଲା ତାରିଖ। ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ।ା ଜୁଲାଇ ୧୯ ତାରିଖ  ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ୨୦ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇ ୨୨ ତାରିଖ ସୁଦ୍ଧା ପ୍ରତ୍ୟାହାର କରାଯାଇପାରିବ ା ଏହାପରେ ଅଗଷ୍ଟ ୬ ତାରିଖରେ ସକାଳ ୧୦ଟାରୁ ସଂଧ୍ୟା ୫ଟା ସୁଦ୍ଧା ଭୋଟ୍ ଗହଣ ହେବ। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ସରୁଛି।

Advertisment
Vice President Election
Advertisment
Advertisment