ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି ।
ରାଜସ୍ଥାନରେ ତିନିଟି ଆସନରେ ବାଜି ମାରିଲା କଂଗ୍ରେସ । ବିଜେପି ଖାତାକୁ ଗଲା ଗୋଟିଏ ସିଟ୍ ।
ହ୍ୱାଟ୍ସଆପ୍ ପରେ ଏବେ ଚିନ୍ତା ବଢ଼ାଇଛି ଫେସ୍ବୁକ୍ ହ୍ୟାକ୍ । ସତର୍କ ରୁହନ୍ତୁ ନଚେତ୍ ଆପଣଙ୍କ ଆକାଉଣ୍ଟ ବି ହୋଇଯିବ ଖାଲି..
ଫାୟାରିଂ କଲେ, ଏହାପରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ। ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସ୍ କର୍ମୀ ଶୁଟ୍ଆଉଟ୍ କରିଥିଲେ। ଏହି ସମୟରେ ତାଙ୍କ ବନ୍ଧୁକ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ଏକଥା ସମସ୍ତଙ୍କୁ ଲୁଚାଇଥିଲେ କିନ୍ତୁ ଅତି ସମ୍ପର୍କୀୟଙ୍କୁ ଜଣାଥିଲେ।
ଟ୍ରାଫିକ୍ ନିୟମ ଉଲ୍ଲଂଘନ ପରେ ବିଧାୟକଙ୍କ ଝିଅ ଫୁଟାଣି ଦେଖାଇବା ସହ ପୋଲିସ୍କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ଲାଇଟ୍ ରେଡ୍ ଥିବା ସତ୍ତ୍ୱେ ବିଧାୟକଙ୍କ ଝିଅ ଏହାକୁ ନମାନି ଟ୍ରାଫିକ ସିଗ୍ନାଲ କ୍ରସ୍ କରିଥିଲେ।
୪ଟି ରାଜ୍ୟର ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ। ମତଦାନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଓଡିଶାର ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
ସମସ୍ତ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ଲେଖିଲେ ଚିଠି
ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍...ଜୁଲାଇ ୧୮ରେ ଭୋଟ୍, ଆସନ୍ତା ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ…
ଟ୍ରେନ୍ ଇଞ୍ଜିନରେ ୧୯୦ କିମି ଯାତ୍ରା କଲେ ଯୁବକ, ଆଉ ତା ପରେ...
ବିବାହ ପରେ କ୍ଷମା ବିନ୍ଦୁଙ୍କ ଖୁସି ବ୍ୟକ୍ତ । କହିଲେ, ୮ ଜଣ ଆତ୍ମୀୟ ସ୍ୱଜନଙ୍କ ଗହଣରେ ବିବାହ ସମ୍ପନ୍ନ ହେଲା । ମୁଁ ବହୁତ ଖୁସି ।
ଜୁନ୍ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ
୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର କାରଣ ସମସ୍ତଙ୍କୁ ଚକିତ କରିଛି। PUBG ଖେଳିବାକୁ ମା’ ମନା କରିବାରୁ ନାବାଳକ ଜଣକ ଗୁଳି କରି ମା’କୁ ହତ୍ୟା କରିଛନ୍ତି।
କ୍ଷମାଙ୍କ ଜିଦ୍ ରହିଲା । ନିଜକୁ ନିଜେ ବିବାହ କଲେ ବଡ଼ୋଦରାର କ୍ଷମା ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବ...
ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା...୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ ପଜିଟିଭ୍ ଚିହ୍ନଟ..
ମଣିଷ ପରି ଛୁଆକୁ ଧରି ହସ୍ପିଟାଲରେ ପଶିଗଲା, ଆଉ ପେସେଣ୍ଟଙ୍କ ବେଡରେ ବସି ରହିଲା ।
ଟଙ୍କା ଦେଲେ ନାହିଁ ବୋଲି ଛାଡ଼ିଲେନି ମୃତଦେହ। ଯେତେ କାକୁତି ମିନତି ହୋଇଥିଲେ ବି କେହି ଶୁଣିନଥିଲେ। ଶେଷରେ ପୁଅର ମୃତଦେହ ଆଣି ଅନ୍ତ୍ୟେଷ୍ଟି କ୍ରିୟା କରିବା ଲାଗି ବୃଦ୍ଧ ବାପାମା’ଙ୍କୁ କାନିପାତି ଭିକ୍ଷା ମାଗିବାକୁ ପଡ଼ିଛି।
ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ କରାଯାଇଥିଲା ଷଡ଼ଯନ୍ତ୍ର।
ହୋମ୍ୱାର୍କ କରିନି ବୋଲି ହାତ ଗୋଡ଼ ବାନ୍ଧି ଝିଅକୁ ପ୍ରଚଣ୍ଡ ଖରାରେ ଛାଡ଼ିଦେଲେ । ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ।
କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀର ନୂଆ ଆଶା । ଔଷଧ ନେଇ ଆମ ଦେଶରେ ଅଧିକ ଗବେଷଣା ଦରକାର ।
ମାତ୍ର ୫ ସପ୍ତାହ ବ୍ୟବଧାନରେ ରେପୋ ରେଟ୍ ବୃଦ୍ଧି । ପୁଣି ୫୦ ବେସିସ ପଏଣ୍ଟ ବଢ଼ାଇଲା RBI । ୨୦୧୪ ପରେ ସବୁଠୁ ଅଧିକ ବଢ଼ିଲା ରେପୋ ରେଟ୍ ।
ପିଲାଙ୍କ ମାନସିକସ୍ଥିତିକୁ ଅଣଦେଖା କରିବା ବିପଦଜନକ ହୋଇପାରେ।
MSP ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ।