ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ୫୨ ହଜାର ଟଙ୍କା ତଳକୁ ଥିବାବେଳେ ରୁପା ଦର ବୃଦ୍ଧି ପାଇ ୫୭ ହଜାର ଟଙ୍କା ପାର୍ କରିଛି।
ନୋଏଡାର ସେକ୍ଟର-୯୩ ସ୍ଥିତ Grand Omaxe Societyରେ ଥିବା ରାଜନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଆପାର୍ଟମେଣ୍ଟରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଗତ କିଛି ଦିନ ପୂର୍ବେ ଏହି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଶ୍ରୀକାନ୍ତ ତ୍ୟାଗୀ ଦୁର୍ବବ୍ୟହାର କରିଥିଲେ।
ସମାଜବାଦୀ ପାର୍ଟି ନେତାଙ୍କ କାର୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁର୍ଘଟଣା ସମୟର ପୁରା ଦୃଶ୍ୟ କଏଦ ହୋଇଛି।
ଆଜି ଭୋର ୫ଟା ସମୟରେ ଦଳାଚକଟା ଯୋଗୁ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ମାତ୍ରେ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।
ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହ ଘରେ ଭିତରେ ବନ୍ଦ କରି ରଖୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ। ଶେଷରେ ନିର୍ଯାତନା ଏତେ ଅତିଷ୍ଠ ହୋଇ ଯାଇଥିଲା ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।
ଲଗାତାର ଭାବେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇପାରେ।ଯଦି ଅଶୌଧିତ ତୈଳ ଦାମ୍ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।
ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି।
ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍।
ଲୋକଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ । ହେଲେ କିଏ ତାକୁ ଟ୍ରେନ୍ରେ ପଠାଇଲା ?
ବିହାର ପାଟନା ଗଙ୍ଗା ଘାଟରେ ବୋଟରେ ଭୟଙ୍କର ସିଲିଣ୍ଡର ବିସ୍ଫୋରଣ ଘଟିଛି ।
ଅଗଷ୍ଟ ୧୫ ତାରିଖ ଦିନ ପାଳନ କରାଯିବ ୭୫ ତମ ସ୍ୱାଧୀନତା ଦିବସ, ଜାଣନ୍ତୁ ସ୍ୱାଧୀନତା ଦିବସ ସହ ଜଡ଼ିତ କିଛି ରୋଚକ କଥା...
ମାଇକ୍ ପରି ସ୍କୁଲ ହତାରେ ବୁଲି ବୁଲି ଟିଭି ରିପୋର୍ଟର ପରି କୁନି ପିଲାଟିଏ ଗପୁଛି । ଏବେ ସେ ସାରା ଦେଶରେ ଭାଇରାଲ୍ ।
ଚାକିରି ଖୋଜୁ ଖୋଜୁ ଅପରାଧୀ ପାଲଟିଥିବା ବିକାଶ ଏବେ ପୋଲିସ୍ ହାତରେ ଧରାପଡ଼ିଛି ।
ଶପଥ ସମାରୋହ ଉତ୍ସବ ବିବାଦରେ ପରିଣତ ହୋଇଥିଲା। ଯେତେବେଳେ ବିଜୟୀ ଲାଭ କରିଥିବା ମହିଳା ସରପଞ୍ଚଙ୍କ ସ୍ୱାମୀ ଶପଥ ସମାରୋହକୁ ଆସିଥିଲେ ଓ ସ୍ତ୍ରୀଙ୍କ ବଦଳରେ ସେ ଶପଥ ନେଇଥିଲେ।
ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ ।
ଏମିତିରେ ବି ପ୍ରତି ବର୍ଷ ୟୁପି ସରକାର ମାଆ ଓ ଭଉଣୀମାନଙ୍କୁ ରକ୍ଷା ବନ୍ଧନ ଦିନ ୨୪ ଘଣ୍ଟା ପାଇଁ ମାଗଣା ବସ୍ ସେବା ଯୋଗାଇଥାନ୍ତି ।
ରାଷ୍ଟ୍ରପତି ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଶର ସାଧାରଣ ନାଗରିକ ଭୋଟ୍ ଦେଇ ନ ଥାନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ଭୋଟ୍ ଦେଇଥାନ୍ତି।
ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ଦିନ ଦିଲ୍ଲୀରେ ୨,୪୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଚାଲିବ। ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ।
ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତର ଅଫର୍ । ୧୮ଟି ତେଜସ ବିମାନ ବିକ୍ରି ପାଇଁ ମାଲେସିଆକୁ ପ୍ରସ୍ତାବ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।
ଦିଲ୍ଲୀରେ ବ୍ୟାରିକେଡ୍ ଡେଇଁ ପ୍ରଦର୍ଶନ ବେଳେ ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ, ରାହୁଲଙ୍କ ସମେତ ବହୁ ନେତା ଅଟକ…
ଭାରତ ଭଳି ଏହି ୫ ଟି ଦେଶ ମଧ୍ୟ ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧୀନତା ହାସଲ କରିଥିଲେ । ଜାଣନ୍ତୁ କେଉଁ କେଉଁ ଦେଶ...
ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କ ମିଲିଭଗତର ସମସ୍ତ ପ୍ରମାଣ ଇଡି ହାତରେ ।