ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।
ପୁଣି ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୭୫୦ ଟଙ୍କା ରହିଛି ।
ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ ନୀତୀଶ ।
ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା
ମ୍ୟୁଚୁଆଲ୍ ଫଣ୍ଡ ଏବଂ ସେୟାରରେ ପ୍ରଧାନମନ୍ତ୍ରୀ କୌଣସି ପ୍ରକାର ନିବେଶ କରିନାହାନ୍ତି ।
୨୦୦୦ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ
ବିହାରରେ ନୂଆ ମହାମେଣ୍ଟ ସରକାର
ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।
ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ମୀମ୍ସରେ ଛାଇ ଯାଇଛି।
ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୨୩ ମାସର ଛୁଆ ଚିକିତ୍ସିତ ହେଉଥିଲା । ତାର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ଆବଶ୍ୟକ ପଡ଼ିଥିଲା କୋଟି କୋଟି ଟଙ୍କାର ଔଷଧ ।
ମେଣ୍ଟ ନେତା ନିର୍ବାଚିତ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି । ବିଜେପି କହିଲା ଧୋକା, ବୁଦ୍ଧି ଶିଖାଇବେ ଜନତା ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ କାହିଁକି ଝଟ୍କା ଦେଲେ ରାଜନୀତି ଧୂରନ୍ଦର ନୀତିଶ କୁମାର ? ରାଜନୀତି ବିଶ୍ଲେଷକଙ୍କ ମତରେ ବିଜେପିଠାରୁ ଜେଡିୟୁ ହଠାତ ଦୂରେଇ ଯିବା ପଛରେ ଏକାଧିକ କାରଣ ଦାୟୀ..
ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ୱର ଆସିଛି କଲିକତା ପୋଲିସ ।
ଲତା ମଙ୍ଗେସ୍କରଙ୍କ ଚର୍ଚ୍ଚିତ ଗୀତ ‘ପୀୟା ତୋସେ ନେନା ଲାଗେ ରେ’ ଗୀତ ଗାଇବା ବେଳେ କାନ୍ଦି ପକାଇଲେ ଯୁବତୀ ।
ବର୍ଷ ବର୍ଷ ଦୂରେଇ ରହିଲେ ସୁଦ୍ଧା ସ୍ନେହ, ପ୍ରେମର ବନ୍ଧନ ସେମିତି ଅତୁଟ ରହିଛି ।
ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।
ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି। ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ।
ମହିଳାଙ୍କର କୌଣସି ସନ୍ତାନ ହେଉ ନଥିବାର ସେ ବାବାଙ୍କ ପାଖକୁ ଯାଇଥିଲେ। ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ।
ନୀତିଶଙ୍କ ସହ ମିଶି ସରକାର ଗଢ଼ିବା ପାଇଁ ତେଜସ୍ୱୀ ଯାଦବ ସର୍ତ୍ତ ରଖିଥିବା ସୂଚନା ମିଳିଛି ।
କ୍ଷୀର ପ୍ୟାକେଟ୍ ଦିଅନ୍ତୁ, ପେଟ୍ରୋଲରେ ରିହାତିରେ ପାଆନ୍ତୁ । ପ୍ଲାଷ୍ଟିକ ଜରି ଦେଲେ ମିଳୁଛି ରିହାତି । ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା?
ଆହୁରି ସୁରକ୍ଷତ ରହିବ ୟୁଜର୍ସଙ୍କ ତଥ୍ୟ। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଆହୁରି ସୁରକ୍ଷିତ ରଖିବା ଲାଗି ମେସେଜିଂ ଆପ୍ ହ୍ୱାଟ୍ସଆପ୍ରେ ଏହିସବୁ ଫିଚର ସାମିଲ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।
ନୂଆ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ
ବିଜେପିର ୯, ଶିବସେନାର ୯ ମନ୍ତ୍ରୀ କ୍ୟାବିନେଟରେ ସାମିଲ୍
ମହିଳାଙ୍କୁ ଗାଳିଗୁଲଜ କରିଥିବା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କଲା ପୁଲିସ।
ତେଜସ୍ୱୀଙ୍କ ସହ ମିଶି ସରକାର ଗଢ଼ିବାକୁ ସଜବାଜ