ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ।