ଖୁସି ଖବର । ଏଣିକି ମାଓପ୍ରବଣ ଅଞ୍ଚଳ କୁହାଯାଉଥିବା ବସ୍ତରରେ ଆଉ ଦେଖିବାକୁ ମିଳିବନି ମାଓ ଉପଦ୍ରବ । କାରଣ ୪୦ ବର୍ଷ ପରେ ନକ୍ସଲ ମୁକ୍ତ ହୋଇଛି ବସ୍ତର । ଗୃହ ମନ୍ତ୍ରାଳୟ ପକ୍ଷରୁ ବସ୍ତର ସମେତ ୬ଟି ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରାଯାଇଛି ।
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ବର୍ତ୍ତମାନ ‘Z’ କ୍ୟାଟାଗୋରି ସୁରକ୍ଷା ମିଳୁଥିବା ବେଳେ ଅତିରିକ୍ତ ବୁଲେଟପ୍ରୁଫ୍ ଗାଡ଼ି ସହ ବଢ଼ିଲା ଜୟଶଙ୍କରଙ୍କ ସୁରକ୍ଷା । ଭାରତ-ପାକିସ୍ତାନ ଉତ୍ତେଜନା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଯେଉଁମାନେ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ପ୍ରାର୍ଥୀ ମାସକୁ ୧ ଲକ୍ଷରୁ ଅଧିକ ଦରମା ପାଇବେ।
ଭାରତ ସରକାର ଏକ ନୋଟିଫିକେସନ୍ ଜାରି କରି ତେହରିକ୍-ଏ-ହୁରିୟତ ସଂଗଠନ ବିଷୟରେ କହିଛନ୍ତି କି, ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ବିସ୍ତାର କରୁଛି। ଏହି ସଂଗଠନର ଲୋକମାନେ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ପଥର ଫିଙ୍ଗିବାକୁ ଉତ୍ସାହିତ କରୁଛନ୍ତି।
ନରେନ୍ଦ୍ର ମୋଦିଙ୍କ ପରେ ଭାରତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି ଅମିତ ଶାହ। । ବିଜେପିର ଚାଣକ୍ୟ। ଆଜି ୫୮ତମ ଜନ୍ମଦିନରେ ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ରାଜନୈତିକ ଜୀବନର ଲମ୍ବା ଯାତ୍ରା..