• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uzbekistan

Cough syrup deaths
ଭାରତୀୟ ଫାର୍ମା କମ୍ପାନୀ ବିରୋଧରେ ଉଜ୍‌ବେକିସ୍ତାନର ସାଂଘାତିକ ଅଭିଯୋଗ

ଗତ ୨୭ ଡିସେମ୍ବରରୁ ଉଜ୍‌ବେକିସ୍ତାନ ସହ କେନ୍ଦ୍ର ସରକାର ଏନେଇ ଯୋଗାଯୋଗରେ ରହିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି ।

afganistan
ତାଳିବାନୀ ଭୟ ନା ଆଉ କିଛି ? ଆଫଗାନ୍ ଲୋକଙ୍କୁ ଶରଣ ଦେଉନାହାନ୍ତି ପଡ଼ୋଶୀ ମୁସଲିମ୍ ଦେଶ

ଧନୀ ହେଉ କି ଗରିବ ଯିଏ ଯେଉଁ ବାଟ ଯାଉଛି, ସେ ଆଫଗାନିସ୍ତାନର ସୀମା ପାର କରିବାକୁ ଚେଷ୍ଟା କରୁଛି । କିଛି ଲୋକ ପଡୋଶୀ ଦେଶ ଉଜବେକିସ୍ତାନକୁ ପଳାୟନ କରିଥିଲେ । ହେଲେ ସୀମାରେ ଥିବା ଫ୍ରେଣ୍ଡସିପ୍ ବ୍ରିଜ୍ ମଧ୍ୟ ଏହି ଲୋକମାନଙ୍କୁ ପାର କରିବାକୁ ଦିଆଯାଇନଥିଲା । ତାଲିବାନ ପାଇଁ ଉଜବେକିସ୍ତାନର ସମର୍ଥନ ହେଉ କିମ୍ବା ଭୟ ହେଉ କିମ୍ବା କିଛି, ଉଜବେକିସ୍ତାନ ଏହି ପ୍ରସଙ୍ଗରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ଦେଉଛି । ଆଫଗାନୀ ଲୋକଙ୍କୁ ଦେଶରେ ଶରଣ ଦିଆଯାଉନାହିଁ ।