ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୩,୬୦୦ ଟଙ୍କା ରହିଛି ।
ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ସେମାନଙ୍କର ୨ ବର୍ଷର ଶିଶୁ ଏବେ ଜୀବନମରଣ ସହ ସଂଘର୍ଷ କରୁଛି।
ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ୧୨ରୁ ଅଧିକ ନିୟମରେ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଛି। ୪୮ତମ ଜିଏସ୍ଟି ପରିଷଦ ବୈଠକରେ ପାନ-ମସାଲା, ଗୁଟ୍ଖା ଭଳି ଜିନିଷ ଉପରେ ଅତିରିକ୍ତ ଟିକସ ଲାଗୁ ପାଇଁ ବିଚାର କରାଯାଇପାରେ।
ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମା-ଝିଅ ସାଜିଲେ କମ୍ପିଟେଟର୍। ଉଭୟ ମଧ୍ୟ ପାଇଲେ ସଫଳତା। ଦୁହେଁ ଏବେ ସବ୍-ଇନ୍ସପେକ୍ଟର ହୋଇ ସେବା କରିବେ।
ଧିରେ ଧିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ହେବା ଆରମ୍ଭ ହେଲା ।
ମନ୍ଦିର ପାଖରେ ଥିବା ଏକ ପଡ଼ିଆରେ ହେଲିକପ୍ଟର ଓହ୍ଲାଇଲା। ଦୁଇ ଜଣ ପୂଜାରୀ ଆସି ହେଲିକପ୍ଟରକୁ ପୂଜା କଲେ ।
ବିବାହ କାର୍ଯ୍ୟକ୍ରମରେ କେତେବେଳେ ପ୍ରୋସେସନକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ତ ଆଉ କେତେବେଳେ ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ବାହାଘର ମଝିରେ ବର ଓ କନ୍ୟାଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୧୦୦ ଟଙ୍କା ରହିଛି
କଲେଜ ହଷ୍ଟେଲ୍ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ତାଙ୍କ ତଣ୍ଟି କଟି ଯାଇଥିବା ବେଳେ ଟଏଲେଟ୍ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିଲା।
ସ୍ଥାନୀୟ ଲୋକେ ନିୟାଜୀଙ୍କୁ ପିଟି ପିଟି ହତ୍ୟା କରିବାକୁ ଆଗେଇ ଆସିଥିଲେ । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ନିୟାଜୀଙ୍କୁ ଚାରି ପଟୁ ସୁରକ୍ଷା ଦେଲେ । ଏହାସହ ସୁରକ୍ଷିତ ଭାବେ ସେଠାରୁ କର୍ଡନ କରି ତାଙ୍କୁ ଉଦ୍ଧାର କରିଥିଲେ ।
ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି।
ରାଜସ୍ଥାନର ଯେଉଁଠି ଦେଖିବ କେବଳ ସେହି କଥା । ସୋସିଆଲ ମିଡିଆରେ ବି ଏନେଇ ଖୁବ୍ ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ ।
ମଦ ପିଇବା ପାଇଁ ଟଙ୍କା ନଦେବାରୁ ୪୪ ବର୍ଷୀୟ ମହିଳାଙ୍କୁ ହତ୍ୟା। ମହାରାଷ୍ଟ୍ରର ଥାନେ ଜିଲ୍ଲା ଡୋମ୍ବିଭଲି ଅଞ୍ଚଳରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି।
ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ଫିଙ୍ଗିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯିଏ ମଦ ପିଇବ, ସେ ତ ମରିବ ନା। ଉଦାହରଣ ସମସ୍ତଙ୍କ ଆଗରେ ରହିଛି। ପିଇବ ତ ମରିବ ବୋଲି ନୀତୀଶ କୁମାର କହିଛନ୍ତି ।
ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୪୦୦ ଟଙ୍କା ରହିଛି
ସ୍ପା’ ସେଣ୍ଟର ନାଁରେ ଚାଲିଥିଲା ଦେହ ବ୍ୟବସାୟ। ଏହାର ପର୍ଦ୍ଦାଫାସ କରିବା ପାଇଁ ଯୋଜନା ମୁତାବକ ଜଣେ ବ୍ୟକ୍ତିଙ୍କୁ ନକଲି ଗ୍ରାହକ ସଜାଇ ପୋଲିସ୍ ସ୍ପା ସେଣ୍ଟରକୁ ପଠାଇବା ସହ ଅଚାନକ ରେଡ୍ କରିଥିଲା।
ଆତଙ୍କବାଦ ପ୍ରସଙ୍ଗରେ ଗତକାଲି ଜାତିସଂଘରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ବେଳେ ପାକ୍ର ମୁଖା ଖୋଲିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପରାଧ ସୁରତରେ ଘଟିଛି। ଗର୍ଲଫ୍ରେଣ୍ଡ୍ ବିବାହ ପାଇଁ ବାଧ୍ୟ କରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୟଫ୍ରେଣ୍ଡ୍।
ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।
AIIMS ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ଚାଞ୍ଚଲ୍ୟକର ଘଟଣା ଘଟିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍ ମାଡ଼ କରିଛନ୍ତି।
ନିକଟରେ ହୋଇଥିବା ଭାରତ ଓ ଚୀନ୍ ସଂଘର୍ଷରେ ଭାରତୀୟ ସେନା ଚୀନ ସେନାଙ୍କୁ ସୀମାରୁ ତଡି ଦେଇଛି। ଦେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନ୍ ସୈନ୍ୟମାନେ ଆମ ଦେଶରେ ଏହିପରି ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ହୋଇଛି। ଆସନ୍ତୁ ସେମିତି ୬ ଫିଲ୍ମ ଉପରେ ନଜର ପକେଇବା ଯାହା ରକ୍ତରେ ଦେଶ ପ୍ରେମ ଭରିଦିଏ।
ଯେଉଁଠି ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ୩ ଛାତ୍ରୀଙ୍କର ଯୁକ୍ତିତର୍କ ହେଉଛି। ପରେ ଝଗଡ଼ା ଏତେ ଜୋରରେ ହେଉଛି ଯେ, ସମ୍ପୃକ୍ତ ଛାତ୍ରୀ ଏକାକୀ ଅନ୍ୟ ୩ ଛାତ୍ରୀଙ୍କୁ ରାସ୍ତାରେ ଗଡ଼େଇ ପିଟୁଛନ୍ତି।